Youtuber ବର୍ଷା ଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ସାମ୍ନାକୁ ଆସି ସବୁ ସତ କହିଲେ ବର୍ଷା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହାକୁ ନେଇ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ଯାହା ୟୁଟ୍ୟୁବରମାନଙ୍କୁ ନେଇ ଆସିଥାଏ । ଏବେ ଜଣେ ୟୁଟ୍ୟୁବରଙ୍କ ବିଷୟରେ ଆପଣମାନେ ଜାଣିପାରିବେ । 
ଆପଣମାନେ ସମସ୍ତେ ୟୁଟ୍ୟୁବର ବର୍ଷା ସାହୁଙ୍କୁ ଜାଣିଥିବେ । ଏହି ଯୁବତୀ ଜଣକ ଅନୁଗୁଳ ଜିଲ୍ଲାର ଏକ ଗ୍ରାମରେ । ଏହି ଯୁବତୀ ଜଣକ ନିଜ ଜୀବନ ଶୈଳୀର ଭିଡିଓ କରି ସୋସିଆଲ ମିଡିଆରେ ଚର୍ଚ୍ଚା ହେଇଛନ୍ତି ।
ଆଉ ଏହି ଯୁବତୀଙ୍କୁ ନେଇ ଏବେ ଖବର ଆସିଛି । ଏହି ଯୁବତୀ ଜଣଙ୍କ ନାଁରେ ଅଭିଯୋଗ ଆସୁଛି କି ବର୍ଷା ସାହୁ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଛନ୍ତି । ଆଉ ସେ ପିହୁ ରାଠୋର ସହିତ ଅଛନ୍ତି । ସେ ଏନେଇ ସବୁ କଥା କହିଛନ୍ତି । ସେ କହିଛନ୍ତି, ସେ ଗାଁ ରୁ ଆସିଛନ୍ତି ଆଉ ଗାଁର ସବୁ କଥା ଆଉ ତାଙ୍କ ଚଳଣି କହିଛନ୍ତି ।
ସମସ୍ତେ ସ୍ପୋନ୍ସର୍ କରନ୍ତି ଆଉ ସେ ପିହୁ ରାଠୋର ନାଁରେ ମଧ୍ୟ ସ୍ପୋନ୍ସର୍ କରିଥିଲା । ଆଉ ସେ ଲୋକଙ୍କ ଠାରୁ ଠକି ଟଙ୍କା ନେଇଛି । ସେହି ପିହୁ ରାଠୋର ବର୍ଷାଙ୍କ ନାଁ ପକାଇ ଟଙ୍କା ଲୁଟି ନେଇଛି । ସେ ଯେତେ ଭିଡିଓ କରୁଛି ସବୁଥିରେ ବର୍ଷା ସାହୁ ଭିଡିଓ ପକାଉଛି ଆଉ ଏଥିରୁ ସେ ଟଙ୍କା ରୋଜଗାର କରୁଛି ।
ବର୍ଷା ସାହୁ ମିଛରେ ଫସି ଯାଇଛି । ବର୍ଷା ସାହୁ ନାଁ ନେଇ କିଏ ଠକୁଛି ଲୋକଙ୍କୁ ଏନେଇ ତଦନ୍ତ କରାଯାଉ ବୋଲି ବର୍ଷା ସାହୁ ଗଣମାଧ୍ୟମ ଆଗରେ କହିଛନ୍ତି । ଲୋକମାନେ ବର୍ଷାଙ୍କ ଭିଡିଓ ଦେଖି ଟଙ୍କା ଲଗାଉଛନ୍ତି । 
ପିହୁ ରାଠୋର ମିଛରେ ବର୍ଷା ସାହୁଙ୍କ ନାଁ ନେଇ ଲୋକଙ୍କୁ ଠକୁଛି । ଅଧିକାଂଶ ଲୋକ ଜାଣିଛନ୍ତି କି ବର୍ଷା ସାହୁଙ୍କର ଅନେକ ଆଇଡି ଅଛି । କିନ୍ତୁ ବର୍ଷା ସାହୁ କହିଛନ୍ତି କି ତାଙ୍କର ଗୋଟିଏ ଆଇଡି । ସେ ଡିଏମରେ ପିହୁ ରାଠୋର ସହ କଥା ହୋଇଛନ୍ତି । ତାଙ୍କର ତାଙ୍କ ସହିତ ଲିଙ୍କ ନାହିଁ।
ଆଉ ବର୍ଷା ସାହୁ କାହା ଠାରୁ ଟଙ୍କା ନେଇ ନାହାଁନ୍ତି ଆଉ ସେ ଲୋକଙ୍କୁ ଭୁଲ ବି ମାଗୁଛନ୍ତି । ସେ ସ୍ପୋନ୍ସର୍ କରି ତାଙ୍କର ଭୁଲ ହୋଇଛି ବୋଲି କହିଛନ୍ତି । ସେ ଟଙ୍କା ନେଇ ଖାଇ ନାହାଁନ୍ତି କି କୁଆଡେ ପଳାଇ ଯାଇ ନାହାଁନ୍ତି । ବର୍ଷା ସାହୁ ତଦନ୍ତ କରିବାକୁ କହିଛନ୍ତି । ଦେଖାଯାଉ ତଦନ୍ତ ପରେ କେଉଁ ସବୁ ତଥ୍ୟ ସାମ୍ନାକୁ ଆସୁଛି ।