ଟିଉସନ୍ କରୁ କରୁ ଛାତ୍ରୀ ସହ ତାର ମାଆ କୁ ବି ନେଇ ରଖିଲା ସମ୍ପର୍କ, ପରେ ସତ ଜଣା ପଡ଼ିବାରୁ

 
ନମସ୍କାର ପାଠକ ବନ୍ଧୁ।ବିଦ୍ୟାଳୟ ହେଉଛି ଏକ ପବିତ୍ର ସ୍ଥାନ।ଯେଉଁ ଠାରେ ଅନେକ ପିଲା ମାନେ ପାଠ ପଢି ନିଜ ଜୀବନ କୁ ଆଗକୁ ନେଇ ଯାଆନ୍ତି।ଶିକ୍ଷକ ମାନେ ସେମାନଙ୍କୁ ଅନ୍ଧାର ରୁ ଆଲୋକ ଦେଖାଉ ଥାଆନ୍ତି।
ହେଲେ ବର୍ତ୍ତମାନ ର ଶିକ୍ଷକ ମାନେ ଆଉ ପୂର୍ବ ର ଶିକ୍ଷକ ମାନଙ୍କ ଭଳି ରହି ନାହାଁନ୍ତି।ସେମାନେ ନିଜ ଇଚ୍ଛା କୁ ପୁରଣ କରିବା ପାଇଁ ଯାଇ କିଛି ବି କରି ଦେଉଛନ୍ତି।
ଆମ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ଶିକ୍ଷକ ଛାତ୍ରୀ ଙ୍କୁ ପ୍ରାୟ ପ୍ରତିଦିନ ନି-ର୍ଯ୍ୟା-ତ-ନା ଦେଉଥିଲେ।ଯାହାକୁ ସହି ପାରି ନଥିଲେ ଛାତ୍ରୀ ଜଣକ।
ଶେଷ ରେ ସେ ନିଜ ପରିବାର ଆଗରେ ସବୁ କିଛି କହି ଦେଇଥିଲେ।ଏହା ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ବରେଇପାଲି ଥାନା ଅଞ୍ଚଳ ରେ।
ଏଠାରେ ପୁଣି ଥରେ ଜଣେ ରସିକିଆ ଇଂରାଜୀ ଶିକ୍ଷକ ଜଣେ ଛାତ୍ରୀ ଙ୍କୁ ନି-ର୍ଯ୍ୟା-ତ-ନା ଦେଉଥିଲେ।ଏପରି ଅନେକ ଥର ସେହି ଛାତ୍ରୀ ଙ୍କ ସହିତ ହେଉ ଥିଲା।ଛାତ୍ରୀ ଜଣକ ସବୁବେଳେ ଚୁପ୍ ରହୁଥିଲା।
ହେଲେ ଶେଷ ରେ ଏହା ବଢିବା ପରେ ଛାତ୍ରୀ ଜଣକ ନିଜ ବାପା ମା ଙ୍କୁ ସବୁ କଥା କହିଥିଲେ।ସେମାନେ ପ୍ରଥମେ ପ୍ରିନ୍ସିପାଲ କୁ ଏ ବିଷୟ ରେ କହିଥିଲେ।ଏହା ପରେ ସେମାନେ ସ୍କୁଲ ଘେରାଉ କରିଥିଲେ।
ସେହି ଶିକ୍ଷକ ଙ୍କ ନାମ ହେଉଚି ଏ କେ ଯୋଶୀ।ଯିଏ କିଏ ଜଣେ ଇଂରାଜୀ ଶିକ୍ଷକ ଥିଲେ।ସେ ଜଣେ ଛାତ୍ରୀ ଙ୍କ ସହିତ ଖରାପ ବ୍ୟବହାର ଦେଖାଇ ଏବେ ଗିରଫ ହୋଇଛନ୍ତି।ଏବେ ତାଙ୍କୁ ହାଜତ ରେ। ଭର୍ତି କରି ରଖା ଯାଇଛି।