ପୁଣି ଅଚାନକ ଭାବେ ଖୋଲିଲା କାରଖାନା...ମୁଁ ଭାରି ଜିଦିଆ, ମୋ କାରଖାନା ପୁଣି ଖୋଲିଦେଲି ନା ଆଉ..

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ନେହା ନାମକ ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଦୋକାନ ଯେତେ ଥର ବନ୍ଦ କରାଯିବ ସେତେଥର ସେ ଦୋକାନ ଖୋଲିବେ ବୋଲି କହିଛନ୍ତି।ତାଙ୍କ ଦୋକାନ ର ନାମ ହେଉଛି କାର -ଖାନା।
ମହିଳା ଜଣଙ୍କ କହିଛନ୍ତି ଯେ ରେଲୱେ ଷ୍ଟେସନ ରେ ଛୁଆ ମାନେ ଯେପରି ନ ଖାଇ ସୋଇ ରହିଥାନ୍ତି ତାହା ଦେଖିଲେ ବହୁତ ଦୟା ଲାଗେ। କାର ଖାନା କେବେ ବନ୍ଦ ହେବ ନାହିଁ।ସେ ଲୋକ ମାନଙ୍କୁ ଖାଇବା ଖୁଆଇବେ।ସେ ବହୁତ ଜିଦିଆ ବୋଲି କହିଛନ୍ତି।ବହୁତ ଦିନ ପରେ କାର ଖାନା ଖୋଲିଛି।
ଦୁଇ ଯା ଙ୍କୁ ପୁଣିଥରେ ଦେଖିବାକୁ ମିଳିଛି।ତିନି ଥର ତାଙ୍କ ଦୋକାନ ବନ୍ଦ ହେଲାଣି।୧୦ ଥର ମଧ୍ୟ ତାଙ୍କ ଦୋକାନ ବନ୍ଦ ହେଲେ ନେହା ଓପ୍ନିଂ କରିବେ ବୋଲି କହିଛନ୍ତି।ସେ କେବେ ହାର ମାନିବେ ନାହିଁ।ଯେଉଁ ସ୍ତ୍ରୀ ଲୋକମାନେ ତାଙ୍କ ପାଖରେ କାମ କରୁଛନ୍ତି ସେମାନଙ୍କୁ ସେ କେବେ ଛାଡ଼ିବେ ନାହିଁ।
କାରଣ ବହୁତ ପରିସ୍ଥିତି କୁ ସେମାନେ ସାମ୍ନା କରିଛନ୍ତି। ଦିନେ ଦିନେ ସେମାନେ ବହୁତ ଦୁଃଖ ରେ ରହିଥାନ୍ତି।ଖାଇବା ରେ ଗଡବଡ କରି ଦେଇଥାନ୍ତି।ଦୋକାନ ବନ୍ଦ ହୋଇଗଲାଣି କହି ଚାଲି ଯାଆନ୍ତି।ସେମାନଙ୍କୁ ବୁଝେଇକି ରଖିବା ବହୁତ କଷ୍ଟ।
ସେ ଆହୁରି ମଧ୍ଯ କହିଛନ୍ତି ଯେ ସେ କାହାର କିଛି କରି ନାହାଁନ୍ତି।ଏବଂ ମହିଳା ମାନଙ୍କୁ ଆଗକୁ ବଢନ୍ତୁ ବୋଲି ଅନୁରୋଧ କରିଛନ୍ତି।ସମସ୍ତେ ମିଶି କି ଆଗକୁ ବଢ଼ିଲେ ଖୁସି ଲାଗିବ।
ନେହା ଙ୍କ ପରିବାର ଲୋକେ ଏବଂ ତାଙ୍କ ସ୍ଵାମୀ ଏହି କାମ ରେ ବହୁତ ସପୋର୍ଟ କରୁଛନ୍ତି।ଯେତେବେଳେ କାର ଖାନା ବନ୍ଦ ହୋଇଥିଲା ତାଙ୍କ ପାଖକୁ ଭଲ ଜବ ର ଅଫର୍ ଆସିଥିଲା।କିନ୍ତୁ ଛୋଟ ବେଳୁ ନେହା ଙ୍କୁ ଲୋକ ମାନଙ୍କୁ ଖୁଆଇବା ପାଇଁ ବହୁତ ଇଛା।
ସେଥିପାଇଁ ସେ ଏହି କାମ ଛାଡ଼ିଲେ ନାହିଁ।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।