ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ହେବ ଶେଷ ଶୁଣାଣି ଜଣା ପଡ଼ିବ ଗୋପାଳ ଦାସ ଦୋଷୀ/ନିର୍ଦ୍ଧୋଷୀ - Exclusive

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ମନ୍ତ୍ରୀ ନବ ଦାସଙ୍କୁ ନେଇ ଆସିଥିବା ଖବର ସବୁ ଜାଣି ପାରିଥିବେ । ମନ୍ତ୍ରୀ ନବ ଦାଶଙ୍କୁ ଗୁଳି କରି ହ-ତ୍ୟା କରିଛି ଗୋପାଳ ଦାସ । ଯିଏ କି ଜଣେ ପୋଲିସ ଅଫିସର । ଏହି ପୋଲିସ ଅଫିସର ଜଣକ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । 
ଏହି ଘଟଣା ସେତେବେଳେ ବଡ ଘଟଣା ଥିଲା । ଏପର୍ଯ୍ୟନ୍ତ ମନ୍ତ୍ରୀ ନବ କିଶୋର ଦାଶଙ୍କ ହ-ତ୍ୟାକାରୀ ପାଖରୁ କୌଣସି କଥା ଆସିନାହିଁ । ଏବଂ ତାଙ୍କୁ ନ୍ୟାୟ ମଧ୍ୟ ମିଳି ନାହିଁ । ମନ୍ତ୍ରୀ ନବ କିଶୋର ଦାଶଙ୍କ ହ-ତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି
ପୋଲିସ ଅଧିକାରୀ ଗୋପାଳ ଦାସ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ପୋଲିସ ଅଧିକାରୀ ଗୋପାଳ ଦାସଙ୍କ ଓକିଲ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି । 
ସେ କହିଛନ୍ତି, ଆଜି ୮ ନମ୍ୱର୍ ଆଉ ୯ ନମ୍ୱର୍ ସାକ୍ଷ୍ୟ ଗ୍ରହଣ କରାଯାଇଛି । ନେତା ବିଶ୍ବନାଥ ତ୍ରିପାଠୀଙ୍କ ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଛି । ଘଟଣା ଦିନ ଘଟଣା ସ୍ଥଳକୁ ସେମାନେ ଏକାଠି ଯାଇଥିଲେ ।
ଆଜି ସାକ୍ଷ୍ୟ ଭାବରେ କୋର୍ଟ ତାଙ୍କୁ ଗ୍ରହଣ କରିଛି । ଆଉ ଏହି ଘଟଣାରେ ୧୪୫ ରୁ ଉର୍ଦ୍ଧ୍ବ ସାକ୍ଷୀ ଅଛନ୍ତି । ବର୍ତ୍ତମାନ ଘଟଣାରେ ଏହି କେସ ଆଗକୁ କିଭଳି ଯିବ ତାହା କିଛି ଜଣାପଡି ନାହିଁ । ଆଗରୁ ଏହି ଘଟଣାର କୌଣସି ସୂଚନା ମିଳିନାହିଁ । 
ମନ୍ତ୍ରୀ ଗୋପାଳ ଦାସଙ୍କ ଓକିଲ କହିଛନ୍ତି ଏପର୍ଯ୍ୟନ୍ତ ଏହି କେସ କେଉଁ ଆଡ଼କୁ ଯିବ ତାହା ଜଣାପଡ଼ି ନାହିଁ । ମନୋଜ ପରିହାରଙ୍କ କଥାରେ ଗୋପାଳ ଦାସ ପଡ଼ି ଏଭଳି କରିଛନ୍ତି ବୋଲି କଥା ଆସିଛି । ଆଗକୁ ଆଗକୁ ଏହି ଘଟଣା ଯାଉଛି । ଆଉ ଏବେ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଉଛି ।
ଏବେ ଯେଉଁ ଚାର୍ଜସିଟ ଆସିଛି ସେହିଥିରେ ଜଣାପଡିଛି କି ଗୋପାଳ ଦାସ ନିର୍ଦ୍ଦୋଷ ଅଟନ୍ତି । ଏହି ଘଟଣାର ତଦନ୍ତ ଏବେବି ଚାଲିଛି । ଏହି ଘଟଣାର ତଦନ୍ତ ସରିବା ପରେ ଜଣାପଡ଼ିବ କି ଗୋପାଳ ଦାସ ଦୋଷୀ ନା ନିର୍ଦ୍ଧୋଷୀ ।