ସ୍ଵାମୀଙ୍କ ପରକୀୟା ପ୍ରୀତି ଦେଖି ସ୍ତ୍ରୀ ନେଲେ ଚରମ ନିଷ୍ପତି ଦେଖନ୍ତୁ ଚାହୁଁ ଚାହୁଁ କଣ କରିଦେଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଆଜିକା ଦୁନିଆରେ ଘଟୁଥିବା ଘଟଣା ସବୁ ଜାଣିବା ସହ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ।
ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଜନ୍ମ କରିଥିବା ଛୁଆକୁ ମାରିବାକୁ ବି ପଛାଉ ନାହାନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଆଜିକାଲି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିର୍ଲଜ୍ଜ କାମ କରନ୍ତି ।
ଲୋକମାନେ ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ କି ସେ ବିବାହିତ । ବିବାହିତ ହୋଇ ମଧ୍ୟ ଏଭଳି କାମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଜଣେ ବିବାହିତ ପୁରୁଷ ଜଣକ ନିଜ ସ୍ତ୍ରୀ ଆଉ ଛୁଆ ଥାଉ ଥାଉ ପର ଝିଅ ସହିତ ଅନୈତିକ ସମ୍ପର୍କ ରଖୁଥିଲେ।
ଏହି ବିଷୟରେ ଯେତେବେଳେ ସ୍ତ୍ରୀ ଜଣକ ଜାଣିପାରିଲେ ସେତେବେଳେ ଏହି ସ୍ତ୍ରୀ ଜଣକ କରିଥିଲେ ନିନ୍ଦନୀୟ କାମ । ସ୍ୱାମୀର ପରକୀୟା ପ୍ରୀତି ପାଇଁ ଚାଲିଗଲା ନିରୀହ ନିଷ୍ପାପ ଶିଶୁର ଜୀବନ । 
ଏହି ନିରୀହ ନିଷ୍ପାପ ଶିଶୁକୁ ମାତ୍ର ୬ ମାସ ହୋଇଥିଲା । ଆଉ ଏହି ନିଷ୍ପାପ ଶିଶୁଟିର ଜୀବନ ନେଇଯାଇଛି ନିଜ ଜନ୍ମ କରିଥିବା ମାଆ । ଏହି ନିରୀହ ନିଷ୍ପାପ ଶିଶୁର ଜୀବନ ବିନା କାରଣରେ ଚାଲିଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖଳିଆପାଳି ଅଞ୍ଚଳରେ ।
ଏହି ଘଟଣା ଘଟିବା ପରେ ଆଜି ଆସିଛି ନୂଆ ଟୁଇଷ୍ଟ । ଗତ ଶୁକ୍ରବାର ଦିନ ନିଜ ୬ ମାସର ପୁଅକୁ ପନିକିରେ କାଟି ଦେଇଥିଲା ନିଜ ଜନ୍ମ କରିଥିବା ମାଆ । ଏବେ ଅଭିଯୁକ୍ତଙ୍କୁ ପଇଁତଳା ପୋଲିସ ଗିରଫ କରିଛି ।
ଏବେ ପୋଲିସ ଡାକ୍ତରୀ ମଇନା ପରୀକ୍ଷା କରିଛି । ଏହି ଘଟଣାକୁ ନେଇ ଏବେ କୋର୍ଟ ଚାଲାଣ କରାଯାଇଛି । ଏହି ମହିଳା ଜଣଙ୍କ ସ୍ବାମୀ ପରକୀୟା ପ୍ରୀତି କରୁଥିବାର ମହିଳା ଜାଣିବା ପରେ ସ୍ବାମୀ ଆଉ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା
ଆଉ ଏହି ଝଗଡ଼ା ହେବା ପରେ ମହିଳା ଜଣକ ନିଜ ଛୁଆର ତଣ୍ଟି କାଟି ଦେଇଥିଲେ । ଏବେ ଏହି ଘଟଣାକୁ ନେଇ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ମିନା ନାଥ ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି।