ମୁଁ ଜାଣିଛି ମତେ ଗୋଟେ ସ୍ଵାମୀ ଖୁସି କରି ପାରିବ ନାହିଁ ତେଣୁ ମତେ ମୋ ଚତୁର୍ଥୀ ରେ ଦୁଇ ଦୁଇଟା ସ୍ଵାମୀ ଦରକାର୍
Updated: Oct 23, 2023, 12:00 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁଇଥର ବିବାହ କରିବେ ବୋଲି କହି ଉଲଗ୍ନ ହୋଇଗଲେ ମହିକା। ପ୍ରଥମେ ଜଣେ ବ୍ୟକ୍ତିକୁ ବିବାହ କରି ସାରିଥିବା ବେଳେ ପୁଣି ଥରେ ନିଜର ପ୍ରେମିକ ଙ୍କ ବେକରେ ବରଣ ମାଳା ପକାଇବେ ବୋଲି ପ୍ରବଳ ଜିଦ୍ଦି କଲେ ମହିଳା ଜଣକ।
ଆଉ ଗୋଟଘରେ ମଧ୍ୟ ଦୁଇ ଦୁଇଟା ସ୍ୱାମୀ ଙ୍କୁ ରଖି ସେ ଦେହ ସୁଖ ନେବା ପାଇଁ କହୁଥିଲେ। ବାହା ହୋଇ ସାରିବା ପରେ ନିଜ ଶାଶୂ ଘରକୁ ଯିବା ବଦଳରେ,
ପୋଲିସ ଷ୍ଟେସନ ରେ ରାଗି ସେ ଏକ ବହୁତ୍ ବଡ଼ ହଂଗାମା କରିଥିଲେ। ଆଉ ଦୁଇ ଦୁଇଟା ବିବାହ କରିବେ ବୋଲି କହି ସମସ୍ତଙ୍କ ସାମ୍ନାରେ ଉଲଗ୍ନ ମଧ୍ୟ ହୋଇ ଯାଇଥିଲେ।
ସେ ନିଜ ସ୍ଵାମୀ ଙ୍କ ପରେ ନିଜ ପ୍ରେମିକ ବେକରେ ବରଣ ମାଳା ପକାଇବାକୁ ଖୁବ୍ ଜିଦ୍ଦୀ କରିଥିଲେ। ଆଉ ଏହାକୁ ମହିଳା ଜଣକ ପରିବାର ଲୋକ ବିରୋଧ କରିବାକୁ ମହିଳା ଜଣକ ରାଗରେ ତମତମ ହୋଇ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ।
କେତେବେଳେ ସେ ଦୁଇ ଦୁଇ ଜଣକୁ ବିବାହ କରିବେ ବୋଲି କହି ପୋଲିସ ବାବୁଙ୍କ ଉପରକୁ ଚଢ଼ି ଯାଉଥିଲେ ତ ଆଉ କେତେବେଳେ ନିଜ ପରିବାର ଲୋକଙ୍କୁ ଭାଷା ଅଭାଷା ରେ ମଧ୍ଯ ଗାଳି ଗୁଲଜ କରୁଥିଲେ।
ଏହାକୁ ଦେଖିବା ପରେ ସାଧାରଣ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିଲେ। ଆଉ ସେଠାରେ ଉପସ୍ଥିତ ଥିବା ମହିଳା ପୋଲିସ ଅଫିସର ମାନେ ମହିଳା ଜଣକୁ ଜେତେ ବୁଝାଇଲେ ମଧ୍ୟ ସେ ବୁଝି ନଥିଲେ।
ମହିଳା ପୋଲିସ ଙ୍କ ଉପରକୁ ହାତ ଉଠାଇବା ସହ ମହିଳା ପୋଲିସ ଙ୍କ ଫୋନ୍ କୁ ଛଡାଇ ନେଇ କଚାଡି ଭାଙ୍ଗି ମଧ୍ୟ ଦେଇଥିଲେ। ମହିଳାଙ୍କ ସବୁ କାଣ୍ଡ କାରନାମା କୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଭିଡିଓ କରିଥିଲେ।
ମହିଳା ଜଣକ ସେଠାରେ ମଧ୍ୟ ତାଙ୍କର ପରିବାର କୁ ଦେଖିବା ପରେ ଆହୁରି ରାଗି ଯାଇଥିଲେ। ସେଥିପାଇଁ ମହିଳା ଜଣକ ତାଙ୍କର ପରିବାର ଲୋକଙ୍କୁ ଖୁବ ଗାଳି ଗୁଲଜ ମଧ୍ୟ କରିବାକୁ ଲାଗିଥିଲେ।