ଏମିତି କରନ୍ତୁ ଦାମ୍ପତ୍ୟ ଜୀବନ ସୁଖମୟ ଦେଖନ୍ତୁ ଏହି ଗୁପ୍ତ ଉପାୟ ଆଉ ପାଆନ୍ତୁ ଅନେକ ଫାଇଦା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଗୋଟିଏ ଛୋଟ ପିଲା ପ୍ରବଚନ ଦିଏ ସେହି କଥା ବା ଏହି ପିଲାଟିର କଥା ଶୁଣିଥିବେ । ଏହି କୁନି ପ୍ରବଚକ ଜଣକ ବୟସରେ ବହୁତ ସାନ କିନ୍ତୁ ତାଙ୍କ ଜ୍ଞାନ ବହୁତ ଅଧିକ । ଏହି କୁନି ପ୍ରବଚକ ଜଣକ ହେଉଛନ୍ତି କେଶବ ଦାସ ଦ୍ଵିତିକୃଷ୍ଣ । ଏହି ପ୍ରବଚକ ଜଣକ ଅନେକ କଥା ଜାଣିଛନ୍ତି ।
ଏହି କୁନି ପ୍ରବଚକ ଜଣକ ନନ୍ଦିଘୋଷ ଡାଏରୀରେ ଇଣ୍ଟରଭ୍ୟୁ ଦେଉଛନ୍ତି । ଆଉ ସେ ଏଠାରେ ଅନେକ କଥା କହିଛନ୍ତି । ତାଙ୍କ ପିତାଙ୍କ ନାମ ମନୋଜ କୁମାର ବାରିକ ଆଉ ମାତାଙ୍କ ନାମ ହେଉଛି ରଶ୍ମୀରାଣୀ ବାରିକ । ଏହି କୁନି ଛୁଆଟି ଅନେକ ବିଦ୍ୟାର ଅଧିକାରୀ । ସେ ଭାଗବତ ଆଦି ସବୁ ବିଷୟରେ ଜାଣିଛି ।
ସେହି କୁନି ପ୍ରବଚକ ଆମିଷ ଖାଆନ୍ତି ନାହିଁ । ଆଉ ସେ କ୍ଷୀର ଆଉ ରୁଟି ଖାଇବାକୁ ଭଲ ପାଆନ୍ତି ।ଆଜିକାଲି ଦୁନିଆରେ ଛୋଟ ପିଲାମାନେ ମୋବାଇଲ୍ ଧରି ବୁଲୁଥିବା ସମୟରେ ଏହି ପିଲାଟି ଭଗବାନଙ୍କୁ ଧ୍ୟାନ କରୁଛି । 
ଆଉ ସେ ଛୋଟ ବେଳୁ ଭଗବାନଙ୍କୁ ପାଇବ ବୋଲି ଚେଷ୍ଟା କରୁଛି । ଯେଉଁ ପରିବାରରେ ଆଧ୍ୟାତ୍ମିକ ଭାବ ନାହିଁ ଆଉ ସଂସ୍କାର ନାହିଁ ସେହି ଘରେ ପିଲାମାନେ ଭଗବାନଙ୍କୁ ପାଇପାରିବେ ନାହିଁ ।ଏହି ଦୁନିଆରେ ୩୩ କୋଟି ଦେବତା ଅଛନ୍ତି ।
ଭଗବାନ ଜଗନ୍ନାଥଙ୍କ ଠାରୁ ସମସ୍ତ ଭଗବାନ ସୃଷ୍ଟି ହୋଇଛନ୍ତି ବୋଲି ଜଣାପଡିଛି । ଦେବତାଙ୍କୁ ଯିଏ ବିଶ୍ବାସ କରୁଥିବ ତାଙ୍କୁ ସେହି ଭଗବାନ ଦେଖାଯାଆନ୍ତି । ଆମ ଓଡିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଜଗନ୍ନାଥ । ଏହି କୁନି ପ୍ରବଚକ ଜଣକ ଅନେକ କଥା କହିଛନ୍ତି । 
ଏହି କୁନି ପ୍ରବଚକ ଜଣକ ବିବାହକୁ ନେଇ ମଧ୍ୟ ଅନେକ କଥା କହିଛନ୍ତି । ସେ ବାହା ହେବେ ନାହିଁ ବୋଲି କହିଛନ୍ତି 
। ସନ୍ଥମାନେ ଭଗବାନଙ୍କୁ ପାଇବା ପାଇଁ ସାଧନା କରିଥାନ୍ତି । ଆଉ ଏହା ତାଙ୍କ ପାଇଁ ସିଧା ରାସ୍ତା ଅଟେ । କିନ୍ତୁ ସାଧୁମାନଙ୍କ ଠାରୁ ଅଧିକ କଷ୍ଟ ଦାମ୍ପତ୍ୟ ଜୀବନରେ ଥିବା ଲୋକମାନେ କରିଥାନ୍ତି ।
ଏହାସହ ସେହି କୁନି ପ୍ରବଚକ ଭଜନ ଗାଇଛନ୍ତି ଆଉ ସେ ପ୍ରବଚନ ମଧ୍ୟ ଦେଇଛନ୍ତି । ଏହାସହ ଏହି କୁନି ପ୍ରବଚକ ଜଣକ ଶୋଇବା ପୁର୍ବରୁ କେଉଁ ମନ୍ତ୍ର ଗାଇବେ ସେହି ବିଷୟରେ କହିଛନ୍ତି । ଏହି ପିଲାଟି ଅନେକ କଥା ଆଉ ଭଗବାନଙ୍କୁ ନେଇ ସବୁ କଥା କହିଛନ୍ତି । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସୁଛି ।