ହେ ଭଗବାନ : ସୁଧାକର ଙ୍କ ମୁଁହ ଆଉ ଦେଖି ହେଉନି, ପୁରା ଛେଚି ହେଇ ଯାଇଚି...

 
ନମସ୍କାର ପାଠକ ବନ୍ଧୁ।ଓଲିଉଡ ଜଗତ ରୁ ଆସିଲା ଏକ ଦୁଃଖଦ ଖବର।ନିର୍ଦ୍ଦେଶକ ସୁଧାକର ବସନ୍ତ ଙ୍କ ଗାଡ଼ି ଦୁର୍ଘଟଣା ହୋଇଛି।ଭଗବାନ ଙ୍କ କୃପା ରୁ ସେ ଏବେ ସୁସ୍ଥ ଅଛନ୍ତି।ବର୍ତ୍ତମାନ ସମୟ ରେ ଏଭଳି ଅନେକ ଦୁର୍ଘଟଣା ଘଟୁଛି।
ଏହି ଦୁର୍ଘଟଣା ଘଟିବାର କିଛି ସମୟ ପରେ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଶୁଣିବାକୁ ମିଳି ଥିଲା।କୁହା ଯାଇଥିଲା କି ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଥିଲା।ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।ତେବେ ଏଭଳି କିଛି ବି ହୋଇ ନାହିଁ।ସେ ଏବେ ସୁସ୍ଥ ଅଛନ୍ତି।
ସୂଚନା ଅନୁସାରେ ଗତ କାଲି ନିର୍ଦ୍ଦେଶକ ସୁଧାକର ବସନ୍ତ ବାରିପଦା ଗ୍ରସ୍ତ ରେ ଯାଇଥିଲେ।ସେଠାରେ ତାଙ୍କର କୌଣସି ଏକ ଫିଲ୍ମ କୁ ନେଇ ମିଟିଂ ରହିଥିଲା।ଏହା ପରେ ସେ ନିଜ କାର ରେ ରାତି ଦୁଇ ଟା ସମୟ ରେ ଘର କୁ ଫେରୁ ଥିଲେ।ଏହି ସମୟ ରେ ତାଙ୍କ ସାମ୍ନା ରେ ଏକ ଟ୍ରକ୍ ଚାଲି ଆସିଥିଲା।
ଏହା ପରେ ସେ ସିଧାସଳଖ ଯାଇ ସେହି ଟ୍ରକ୍ ରେ ପିଟି ଦେଇଥିଲେ।ଘଟଣା ସ୍ଥଳ ରେ ସଙ୍ଗେ ସଙ୍ଗେ ବେହୋସ୍ ହୋଇ ଯାଇଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଥିଲା।ମୁଣ୍ଡ ରେ ତାଙ୍କର ଆଘାତ ଲାଗି ଥିଲା।
ମୁଣ୍ଡ ରେ ଆଘାତ ଲାଗି ଥିବାରୁ ସେହି ସ୍ଥାନ କୁ ଅପରେସନ କରା ଯାଇଛି।ଏବେ ସେ ସୁସ୍ଥ ଅଛନ୍ତି।ତାଙ୍କର ଜଣେ ସଂପର୍କୀୟ କହିଛନ୍ତି କି ଆପଣ ମାନେ ଯେପରି ପ୍ରଚାର କରୁଛନ୍ତି ସେପରି କିଛି ହୋଇ ନାହି।ସେ ଏବେ ସମ୍ପୂର୍ଣ୍ଣ ରୂପେ ଏବେ ଠିକ୍ ଅଛନ୍ତି।ତାଙ୍କ ସ୍ତ୍ରୀ ଏବେ ଚେନ୍ନାଇ ରେ ରହୁଛନ୍ତି।
ଆମେ ତାଙ୍କୁ ଖବର ଦେଇ ଦେଇଛୁ।ସେ ଖୁବ୍ ଶୀଘ୍ର ଆସି ଓଡ଼ିଶା ରେ ପହଞ୍ଚିବେ।ସେପରି ବିଶେଷ କିଛି ହୋଇ ନାହିଁ।ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା ଶୁଣା ଯାଉଛି।
ତେବେ ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚୁ କି ସେ ଓଡ଼ିଆ ସିନେ ଜଗତ ର ଜଣେ ନାମୀ ଦାମୀ ନିର୍ଦ୍ଦେଶକ।ସେ ଦର୍ଶକ ମାନଙ୍କୁ ଅନେକ ଫିଲ୍ମ ଭେଟି ଦେଇ ଥାଆନ୍ତି।ତାଙ୍କର ଏଭଳି ଅବସ୍ଥା ବିଷୟ ରେ ଖବର ପାଇଁ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କୁ ଦେଖା କରିବା ପାଇଁ ଆସିଛନ୍ତି।
ତାଙ୍କ ପ୍ରଶଂସକ ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।ତେବେ ଜଲଦି ସୁସ୍ଥ ହୋଇ ଯିବେ ବୋଲି ଡାକ୍ତର ମାନେ କହିଛନ୍ତି।ଆଗକୁ ତାଙ୍କର ଏକ ଫିଲ୍ମ ମଧ୍ୟ ଆସିବାକୁ ଯାଉଚି ବୋଲି ସୂଚନା ରହିଛି।