ଅଚାନକ ଘରେ ଖାଉଥିବା ସମୟ ରେ ଇଡି କଲା ଚଢ଼ାଉ..କାନ୍ଦି କାନ୍ଦି ମନ ଦୁଃଖ ରେ ଜେ-ଲ୍ ଗଲେ କେଜରିୱାଲ..

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଗିରଫ ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରି ୱାଲ।ଦିଲ୍ଲୀ ଅବକାରି ଦୁର୍ନୀତି ମାମଲା ରେ କେଜରୀୱାଲ୍ ଗିରଫ।ସନ୍ଧ୍ୟା ରେ ଦିଲ୍ଲୀ ଘରେ ଇଡି ଟିମ୍ ଛାନଭିନ କରିଥିଲା।
ମୁଖ୍ୟ ମନ୍ତ୍ରୀ ଆବାସ ବାହାରେ ୧୪୪ ଧାରା ଜାରି।୮ ଜଣିଆ ଟିମ୍ କେଜରୀ ୱାଲ୍ ଙ୍କ ଘରେ ରେଡ କରିଥିଲା।ଦୁଇଟି ଫୋନ ସହିତ ଟ୍ୟାବ ଜବତ କରିଥିଲା ଇଡି।ଏହା ବିଜେପି ଉଦ୍ଦେଶ୍ୟ ମୂଳକ ଭାବରେ କରୁଛି। 
କିନ୍ତୁ ବିଜେପି କହୁଛି ଯେହେତୁ ଦୁର୍ନୀତି ର ସାମ୍ନା କରି ନଥିଲା ଆମ ଆଦମୀ ପାର୍ଟି ସେଥିପାଇଁ ଏଭଳି ହେଲା।କାର୍ଯ୍ୟାନୁଷ୍ଠାନ ବିରୋଧ ରେ ସୁପ୍ରିମକୋର୍ଟ ଗଲା ଆପ୍।ପଚରାଉଚରା କରିବା ପରେ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରି ୱାଲ ଙ୍କୁ ଇଡି ଗିରଫ କରିଥିଲେ।
ଯେଉଁ ସମୟରେ ଏଭଳି ଘଟଣା ଘଟିଛି ତାହାକୁ ପସନ୍ଦ କରୁ ନାହାନ୍ତି।ପୂର୍ବରୁ ମନିଶ ସିଶୋଦୀଆ ଏବଂ ସଞ୍ଜୟ ସିଂହ ଗିରଫ ହୋଇଥିଲେ।ଏହି ମାମଲା ରେ BRS ନେତ୍ରୀ କେ କବିତା ଙ୍କୁ ଇଡି ଗିରଫ କରିଛନ୍ତି।
ନିର୍ବାଚନ ଘୋଷଣା ପରେ ବିରୋଧୀ ଦଳ ଯେତେବେଳେ ପ୍ରଚାର ଅଭିଯାନ ଆରମ୍ଭ କରି ସାରିଛନ୍ତି ପ୍ରଥମ ପର୍ଯ୍ୟାୟ ର ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି।ଅରବିନ୍ଦ କେଜରିୱାଲ ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛନ୍ତି।କେଜରିୱାଲ ଙ୍କୁ ହାଜର ପାଇଁ ୯ ଥର ନୋଟିସ କରିଥିଲେ ଇଡି।
ନୋଟିସ ପରେ ମଧ୍ୟ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ ହାଜର ହୋଇ ନଥିଲେ।ବାସଭବନ ରେ ଚଢାଉ କରୁଥିଲା ୮ ଜଣିଆ ଇଡି ଟିମ୍।ଜାମିନ ମିଳିପାରେ ବୋଲି ଆଶା ରଖିଛନ୍ତି।ଆଇନ ଦ୍ୱାରା ଗିରଫ କରାଯିବା ଫଳରେ ଅରବିନ୍ଦ କେଜରିୱାଲ ଏତେ ଶୀଘ୍ର ମୁକୁଳିବା ସହଜ ନୁହେଁ।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଜାଣିବାପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏବଂ କଣ ହେବ ତାହା ଜଣାପଡିନାହିଁ।