ଶେଷରେ ଧର୍ମେନ୍ଦ୍ର ଙ୍କ ଝିଅ ନେଇଗଲେ ଛାଡ଼ପତ୍ର, ମନ ଦୁଃଖ ରେ କାନ୍ଦିଲେ ଧର୍ମେନ୍ଦ୍ର... କେତେ ଖୁସି ରେ ବାହା କରେଇ ଥିଲି...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ହେମା ମଲାନୀଙ୍କ ଝିଅ ଇଶା ଦେଓଲ ଙ୍କୁ ନେଇ ପ୍ରାୟତଃ ସମୟରେ ଖୁବ ଚର୍ଚ୍ଚା ହୋଇଥାଏ।
ସେ ବଲିଉଡ୍ ଚଳଚ୍ଚିତ୍ର ଜଗତ ର ଏକ ଚର୍ଚ୍ଚିତ ଚେହେରା ଅଟନ୍ତି। ତେବେ ଧର୍ମେନ୍ଦ୍ର ତାଙ୍କର ଫିଲ୍ମ୍ କୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ନାହିଁ ସେତିକି ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଥିବା ଦେଖା ଯାଏ।
ପୁଣି ଥରେ ଧର୍ମେନ୍ଦ୍ର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କାରଣ ଇଶା ଦେଓଲ ଙ୍କ ସମ୍ପର୍କରେ ଏବେ ସେଭଳି କିଛି କଥା ହିଁ ସମସ୍ତଙ୍କ ସାମ୍ନା କୁ ଆସିଛି।
ଏହା ଚର୍ଚ୍ଚା ହେବାରେ ଲାଗିଛି କି ଇଶା ତାଙ୍କ ସ୍ୱାମୀ ଠାରୁ ଅଲଗା ହେବା ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏବେ ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି କି ସେ ତାଙ୍କ ସ୍ୱାମୀ ଠାରୁ କାହିଁକି ଅଲଗା ହେବାକୁ ଚାହାଁନ୍ତି।
ଇଶା ଦେଓଲ୍ ଙ୍କ ବର୍ତ୍ତମାନ ସମୟରେ ଦୁଇଟି ଝିଅ ଅଛି। ଏହା ସତ୍ତ୍ୱେ ମଧ୍ୟ ସେ ତାଙ୍କ ସ୍ୱାମୀ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ଦୁହେଁ ଦୁହିଁଙ୍କ ସହମତିରେ ହିଁ ଦୁହିଁଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି।
ହେଲେ ଆପଣ ମାନେ ଜାଣିଥିବେ କି ସବୁ ବାପା ମାଆ ତାଙ୍କର ପିଲା ମାନଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି। ପିଲା ମାନଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ତାହାର କୌଣସି ତୁଳନା କରି ହେବ ନାହିଁ।
ସେଥିପାଇଁ ଇଶା କହିଛନ୍ତି ଯେ ସେ ଆଉ ତାଙ୍କର ସ୍ୱାମୀ ତାଙ୍କ ପିଲା ମାନଙ୍କ ନିକଟରୁ ଅଲଗା ହେବାକୁ ଚାହୁଁ ନାହାନ୍ତି। ଅର୍ଥାତ ସେମାନଙ୍କ ପଥ ଅଲଗା ହୋଇ ସାରିଥିଲେ ସୁଦ୍ଧା ପିଲା ମାନଙ୍କ ପାଇଁ ସେମାନେ ଏକତ୍ର ରହିବେ।
ତାଙ୍କ ଉପରେ ଯେପରି ତାଙ୍କର ବିଛେଦର କୌଣସି ପ୍ରଭାବ ନ ପଡ଼ିବେ ସେଥିପ୍ରତି ସେମାନେ ବିଶେଷ ଭାବରେ ଯତ୍ନ ନେବେ। ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।