ଶେଷରେ ଅରବିନ୍ଦ ଙ୍କ ପଛରେ ପଡ଼ିଗଲା ଈନକମ ଟ୍ୟାକ୍ସ, ତମେ ଯେତେ ପ୍ଲାନ୍ କଲେ କଣ ହେବ.. ମୁ ବହୁତ ଇମାନଦାର...

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ରାଜନୀତି ରେ କେତେବେଳେ କଣ ହୋଇ ଥାଏ ତାହା କେହି ବି ଜାଣି ନ ଥାଆନ୍ତି।ରାଜନେତା ମାନେ ସମସ୍ତେ ଦୁର୍ନୀତି ରେ ଲିପ୍ତ ରହନ୍ତି ବୋଲି ସାଧାରଣ ଲୋକ ମାନଙ୍କ ଧାରଣ ଥାଏ।
ଏବେ ଅବକାରୀ ବିଭାଗ ର ଦୁର୍ନୀତି ରେ ଫସି ଯାଇଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ତାଙ୍କ ପାଖକୁ ଅନେକ ଥର ଇଡି ପକ୍ଷରୁ ନୋଟିସ ଜାରି କରା ଯାଇଛି।ହେଲେ ସେ ସେଥିରେ ଅଂଶ ଗ୍ରହଣ କରୁ ନାହାନ୍ତି।ଯାହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ହେବାକୁ ଲାଗିଲାଣି।
ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ପୁଣି ଥରେ ଦୁର୍ନୀତି ରେ ଫସି ଯାଇଛନ୍ତି।ସେ ଇଡି ର ସମନ କୁ ଅଣଦେଖା କରିଛନ୍ତି।ପୂର୍ବ ରୁ ତାଙ୍କ ପାଖକୁ ନୋଟିସ ଆସିଥିଲା।ମାତ୍ର ଗୋଟିଏ ଥର ସେ ଇଡି ର ଜେରା ବେଳେ ଉପସ୍ଥିତ ଥିଲେ।
ହେଲେ ଗତ ଡିସେମ୍ବର ୨୧ ତାରିଖରେ ତାଙ୍କୁ ପଚରା ଉଚରା ପାଇଁ ଅବକାରୀ ବିଭାଗ ତାଙ୍କ ଅଫିସ କୁ ଡକାଇ ଥିଲେ।ଏଥିରେ ଯାଇ ନ ଥିଲେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ସେ କୌଣସି ଏକ କାମ ରେ ବ୍ୟସ୍ତ ଅଛନ୍ତି ବୋଲି କହିଥିଲେ।
ଏବେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପ୍ରଚାର ରେ ବ୍ୟସ୍ତ ଅଛନ୍ତି।ସେ ଲୋକ ଙ୍କୁ ବୁଝାଉଛନ୍ତି କି ତାଙ୍କ ଦଳ କୁ ଭୋଟ ଦେବା ପାଇଁ।ଏଥିପାଇଁ ଇଡି ର ଅନ୍ୟ ଅଧିକାରୀ ମାନେ ତାଙ୍କ ଉପରେ ରାଗି ଯାଇଛନ୍ତି।
ସେମାନେ କହିଛନ୍ତି କି ଅରବିନ୍ଦ କେଜ୍ରିୱାଲ ଯଦି ଜାନୁୟାରୀ ତିନି ତାରିଖରେ ଇଡି ଅଫିସ ରେ ହାଜର ନ ହୁଅନ୍ତି ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ।କୁହା ଯାଉଚି ଯେ ସେ ଅନେକ ଦୁର୍ନୀତି କାର୍ଯ୍ୟ ରେ ଲିପ୍ତ ଅଛନ୍ତି।
ଅବକାରୀ ବିଭାଗ ପଚାରି ଥିବା କିଛି ପ୍ରଶ୍ନ ର ସେ ଉତ୍ତର ଦେଇ ନାହାନ୍ତି।ଯାହାକୁ ନେଇ ତାଙ୍କ ଉପରେ ସମସ୍ତଙ୍କ ର ସନ୍ଦେହ ରହିଛି।ଏବେ ତାଙ୍କ ପାଖକୁ ଇଡି ଏକ ସମନ ପଠାଇ ଅଛି।
ଏବେ ଦେଖିବାକୁ ବାକି ରହିଲା ଜାନୁୟାରୀ ୩ ତାରିଖ ରେ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେଠାରେ ଉପସ୍ଥିତ ହେଉଛନ୍ତି କି ନାହିଁ।ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଏବେ ସାଧାରଣ ରେ ଜୋର୍ ରେ ଚର୍ଚ୍ଚା ହେବାକୁ ଲାଗିଛି।