ପୁଣି ଘଟିଲା ବହୁତ୍ ବଡ ଅଘଟଣ ! ଦେଖନ୍ତୁ ଚାହୁଁ ଚାହୁଁ ୫୦୦ ଲୋକଙ୍କ ସହ ଘଟିଲା ଏମିତି ଦେଖନ୍ତୁ ସମ୍ପୂର୍ଣ ଘଟଣା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଖବର ଦେଖିପାରିବେ । ଅନେକ ପ୍ରକାରର ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଯାହା ଜାଣିଲେ ଆପଣ ବି ସବୁ ଅଞ୍ଚଳର ବା ଅନେକ ପ୍ରକାରର ଖବର ପାଇପାରିବେ ।
କଲବଲ କରୁଛି ତାତି । ଜଳୁଛି ସାରା ଓଡ଼ିଶା । ଆହୁରି ଚାରି ଦିନ ଭୀଷଣ ଗ୍ରୀଷ୍ମ । ପ୍ରବଳ ଖରାକୁ ନେଇ କାଲି ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଆଉ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଖରା ଅନୁଭୂତ ହେବ ।
ସୋନପୁର ଜିଲ୍ଲାରେ ୪୫.୬ ଡିଗ୍ରୀ ସେଲସିୟସ୍ ଖରା ଏବଂ ୪୪ ଡିଗ୍ରୀ ଉପରେ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଜିଲ୍ଲାର ତାପମାତ୍ରା । ଏଭଳି ଅନେକ ଜିଲ୍ଲାର ତାପମାତ୍ରା ରହିଛି ।
ସବୁଠୁ ବଡ ବୋଟ ଟ୍ରାଜେଡି । ଭୂ ମଧ୍ୟ ସାଗରରେ ବୋଟ ବୁଡି ୫୦୦ ଜଣଙ୍କର ମୃ-ତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ୭୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଏହି ଜାହାଜ ବୁଡ଼ିବାର କାରଣ ଅସ୍ପଷ୍ଟ । ଗୁଜୁରାଟ ରାଜ୍ୟରେ ବାତ୍ୟା ଲ୍ୟାଣ୍ଡଫଲର ବିଭୀଷିକା । କରାଳ ରୂପ ଦେଖାଇଥିଲା ସମୁଦ୍ର । ବାତ୍ୟାରେ ଭାଙ୍ଗିଛି ଗଛ । ଏହାପରେ ରାଜସ୍ଥାନ ମୁହଁଇଛି ଏହି ବାତ୍ୟା । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁ ଅଞ୍ଚଳର ଏବଂ ସବୁ ଜିଲ୍ଲାର ଖବର ପାଇପାରିବେ । ଆପଣମାନେ ଏଭଳି ଅନେକ ଖବର ସୋସିଆଲ ମିଡିଆରେ ଦେଖିପାରିବେ । ଆଉ ଅନେକ ଖବର ପାଇପାରିବେ ।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏବେ ଆପଣମାନେ ସବୁ ଖବର ପାଇପାରିବେ । ଏବେ ଏହି ଖବରକୁ ନେଇ ଆପଣମାନେ ସବୁ କଥା ଜାଣିପାରିବେ ।