ସମୁଦ୍ର ମଝି ଜାହାଜରେ ହଠାତ୍ ପଶି ଆସିଲା ଏହି ଅଜଣା ବ୍ୟକ୍ତି ଦେଖନ୍ତୁ ଦେଖି ସମସ୍ତେ ଆତଙ୍କିତ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ମନରେ ଅନେକ କଥା ଭାବିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାରାଦ୍ବୀପରେ ଘଟିଥିବା ଖବର ଜାଣିପାରିବେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି ।
ପାରାଦ୍ବୀପରେ ଏହି ଘଟଣା ଘଟିଛି । ଦ୍ଵୀପକୁ ମତ୍ସ୍ୟଜୀବୀମାନେ ବୋଟ ନେଇ ମାଛ ଧରିବାକୁ ଯାଇଥିଲେ । ଆଉ ସେଠାରେ ସେମାନେ ଏଭଳି କିଛି ଦେଖିଲେ ଯାହା ତାଙ୍କୁ ଭୟଭୀତ କରିବା ସହିତ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଏବେ ଏହିସବୁ କଥା ଦର୍ଶାଇବ ।
ଆପଣମାନେ ସମସ୍ତେ ଏହି ଖବର ବିଷୟରେ ଜାଣିପାରିବେ । ଏହି ଖବର ହେଉଛି ମତ୍ସ୍ୟଜୀବୀମାନେ ଯେତେବେଳେ ଦ୍ଵୀପରେ ପହଞ୍ଚିଥିଲେ ଆଉ ବୋଟ ନେଇ ମାଛ ଧରିବାକୁ ଯାଇଥିଲେ ସେତେବେଳେ ବୋଟରେ ସେମାନେ ଅଜଣା ବ୍ୟକ୍ତିଙ୍କୁ ଦେଖିଥିଲେ ।
ଏହି ଅଜଣା ବ୍ୟକ୍ତି ଜଣକ ଏହି ମତ୍ସ୍ୟଜୀବୀମାନେ ରାତିରେ ଶୋଇଥିବା ସମୟରେ ସେ ବି ତାଙ୍କ ପାଖରେ ଉଲଗ୍ନ ଅବସ୍ଥାରେ ଶୋଇଥିଲେ । ଏହାପରେ ଜଣେ ମତ୍ସ୍ୟଜୀବୀ ପରିସ୍ରା ଯାଇଥିବା ସମୟରେ ତାଙ୍କୁ ଦେଖିଥିଲେ ।
ଆଉ ଏହାକୁ ଦେଖିବା ପରେ ସବୁ ମତ୍ସ୍ୟଜୀବୀମାନେ ଏହି ଅଜଣା ବ୍ୟକ୍ତିଙ୍କୁ ବୋଟରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଯାଇଥିଲେ । ତାପରେ ସେମାନେ ତାଙ୍କୁ ଧରି କୂଳକୁ ଆଣିଥିଲେ । ଗତକାଲି ରାତିରେ ଓଁ ନମଃ ଶିବାୟ ଗଭୀର ସମୁଦ୍ରରେ ୭୦ ମାଇଲ ଅଂଗ୍ରେସ ଥିବା ବେଳେ ମଝି ସମୁଦ୍ରରେ ଯୁବକଙ୍କୁ ଦେଖିଥିଲେ । 
ଏହି ଅଜଣା ଯୁବକଙ୍କ ପାଖରୁ ଏକ ଏଟିଏମ୍ ମିଳିଥିଲା । ଏହି ଯୁବକ ଜଣଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ପୋଲିସ ତାଙ୍କୁ ହେପାଜତରେ ନେଇଛି । ଏହି ଅଜଣା ଯୁବକ ଜଣକ କହିଛନ୍ତି କି ତାଙ୍କ ଘର ଝାଡ଼ଖଣ୍ଡ ଆଉ ତାଙ୍କ ନାଁ ପୁସନ୍ ସେଠୀ । ଏହି ଯୁବକ ଜଣକ ସମୁଦ୍ରକୁ ବୁଲି ଆସିଥିଲେ ।
ଆଉ ପାଦ ଖସି ଯିବାରୁ ସେ ସମୁଦ୍ରରେ ଖସି ଯାଇଥିଲେ । ଆଉ ସେ ଏହି ବୋଟରେ ପହଞ୍ଚିଥିଲେ । ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।ଆଉ ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ । ଦେଖାଯାଉ ଏହି ଯୁବକ ଜଣକ କିଏ ଆଉ କେଉଁଠାରୁ ଆସିଛନ୍ତି ଆଉ ସେ କହୁଥିବା କଥା ସତ ନା ମିଛ ତାହା ଜଣାପଡ଼ିବ ।