ସମ୍ପର୍କୀୟ ଭାଇ ହେଇଗଲା କାମାନ୍ଧ ଭାଇ.. ଯୁବତୀ କୁ କରିଦେଲା ଅପହରଣ ... ଆଉ ତାପରେ ଯାହା କଲା...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଅନେକ ପ୍ରକାରର ଘଟଣା ମାନ ଘଟିବାରେ ଲାଗୁଛି। ଯାହା ଖୁବ ନିନ୍ଦନୀୟ ମଧ୍ୟ ଅଟେ।
ଆମ ସମାଜରେ ଦିନକୁ ଦିନ ଏଭଳି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ। ଆଉ ଆଗରୁ ଏଭଳି ଘଟଣା ଆପଣ କେବେ ହେଲେ ମଧ୍ୟ ଶୁଣି ନଥିବେ। ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ୍ ହେବାରେ ଲାଗିଛି ।
ତେବେ ଆପଣ ମାନେ ଅପହରଣ ହେବା ଘଟଣା ଫିଲ୍ମ୍ ମାଧ୍ୟମରେ ଦେଖିବାକୁ ପାଇଥିବେ। ମାତ୍ର ଆମେ ଯଦି ଆପଣଙ୍କୁ କହିବୁ କି ଏଭଳି ବାସ୍ତବିକ ଜୀବନରେ ମଧ୍ୟ ଘଟୁଛି ତାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଏବେ ଆମେ ଆପଣଙ୍କୁ ସେଭଳି ଏକ ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଜଣେ ମହିଳା ଅଭିଯୋଗ ଆଣିଛନ୍ତି କି ତାଙ୍କର ଝିଅ କୁ ଅପହରଣ କରା ଯାଇଛି।
ଆଉ ଅପହରଣ କରିଥିବା ଲୋକ ଅନ୍ୟ କେହି ନୁହେଁ ବରଂ ସେ ହେଉଛନ୍ତି ସେହି ଝିଅ ର ସମ୍ପର୍କୀୟ ଭାଇ। ମହିଳା ଜଣକ କହିଥିଲେ କି ଅନେକ ଦିନ ହେବ ତାଙ୍କର ସେହି ସମ୍ପର୍କୀୟ ଙ୍କ ସହ ଝଗଡା ଲାଗି ରହିଥିଲା।
ସେହି ସମ୍ପର୍କୀୟଙ୍କ ପୁତୁରା ମଧ୍ୟ ସେହି ଯୁବତୀ ଙ୍କୁ ଖୁବ୍ ଭଲ ପାଉଥିଲେ। ମାତ୍ର ମହିଳା ଜଣକ ତାଙ୍କର ବିବାହ କରାଇବାକୁ ଚାହୁଁ ନଥିଲେ। ସେଥିପାଇଁ ଦିନେ ନା ଦିନେ ଅପହରଣ କରିବା ପାଇଁ ଧମକ ଦେଇଥିଲେ।
ଆଉ ଏବେ ତାଙ୍କର ଝିଅ ମଧ୍ୟ ଅପହରଣ ହୋଇ ସାରିଛି। ମହିଳା ଏହା ଜାଣି ନାହାଁନ୍ତି କି ତାଙ୍କ ଝିଅ ଭଲ ପାଉଛନ୍ତି ନା ନାହିଁ। ସେ ଡ୍ୟୁଟି ଯାଇଥିବା ସମୟରେ ହିଁ ତାଙ୍କର ଝିଅ କୁ ଅପହରଣ କରାଯାଇଛି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ଅପହରଣ କିଏ କରିଥିବ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।