ସାମ୍ନାକୁ ଆସିଲେ ବାର ଗାର୍ଲ୍ ଦେଖନ୍ତୁ ମୁଁହ ଖୋଲି କହିଲେ କେମିତି ଚାଲେ ବାର ଭିତରେ କାମ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ ।
ବାର ଗାର୍ଲ୍ ଶୁଭଲକ୍ଷ୍ମୀ ସାହୁଙ୍କୁ ନେଇ ଆସୁଥିବା ଖବର ତ ଆପଣମାନେ ଜାଣିଥିବେ । ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ଆଉ ଏଭଳି ଅନେକ ଖବର ମଧ୍ୟ ଆସୁଛି । ଏବେ ଏହି ଖବରକୁ ନେଇ କିଛି ଖବର ଆପଣମାନେ ଜାଣିପାରିବେ । 
ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁର ରହସ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁ ପରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏବେ ବାରରେ କାମ କରିଲେ କିଛି ଗାଇଡଲାଇନ ରହିଛି । ଆଉ ଏବେ ଜଣେ ଯୁବତୀ ଯିଏ କି ବାରରେ କାମ କରୁଛନ୍ତି ସେ ଏହି ଗାଇଡଲାଇନ୍ ବିଷୟରେ କହିଛନ୍ତି ।
ସେ କହିଛନ୍ତି ବାରରେ କାମ କରିବାର ବୟସ ସୀମା ହେଉଛି ୨୧ ବର୍ଷ । ଆଉ ୨୧ ବର୍ଷ ହେଲା ପରେ ନିଜର ପରିଚୟ ପତ୍ର ଦେଇ ବାରରେ କାମ କରାଯାଇଥାଏ । ଘର ଲୋକମାନେ ଜାଣି ନାହାନ୍ତି କି ବାରରେ କାମ କରୁଛନ୍ତି ବୋଲି । 
ଘର ଲୋକମାନେ ଏହି କଥା ଜାଣିଲେ ରାଗିବେ ସେଥିପାଇଁ ସେମାନେ ଘରେ କୁହନ୍ତି ନାହିଁ । ଆଉ ବାରରେ କାମ କରିବାକୁ କେହି ନିଜ ଇଚ୍ଛାରେ ଆସି ନଥାନ୍ତି ସେମାନେ କିଛି ପରିସ୍ଥିତି ବାଧ୍ୟ କରିଥିବାରୁ ଏହି ବାରରେ କାମ କରିବାକୁ ଆସିଛନ୍ତି ।
ବାରରେ କାମ କରିଲେ ଅନେକ ଲୋକ ଟଙ୍କା ଫୋପାଡି ଥାଆନ୍ତି କିଛି ବ୍ୟବହାର ବି କରିଥାନ୍ତି ସେହି ସମୟରେ ରାଗ ଲାଗୁଥାଏ କିନ୍ତୁ କିଛି କରିପାରନ୍ତି ନାହିଁ ବୋଲି ଏହି ଯୁବତୀ ଜଣକ କହିଛନ୍ତି । ଅନେକ ବାରରେ ବୟସ ହୋଇନଥିବା ଝିଅମାନେ କାମ କରନ୍ତି । ଆଉ ସେମାନେ ଭୁଲ ପ୍ରମାଣପତ୍ର ଦେଇ ବାରରେ କାମ କରିଥାନ୍ତି । 
ଏହି ଯୁବତୀ ଜଣକ କହିଛନ୍ତି ଚାକିରୀ କରିବା ପାଇଁ ଅନେକ କଷ୍ଟ ହୋଇଥାଏ । ଚାକିରୀ ପାଇଁ ବି ଅନେକ କଷ୍ଟ କରିବାକୁ ପଡ଼ିଥାଏ । କିନ୍ତୁ ଏହି ବାରରେ ନାଚ କରିବାକୁ କିଛି ଦରକାର ପଡ଼ି ନଥାଏ । ସେଠାରେ ନାଚ କରି ଲୋକମାନଙ୍କୁ ଖୁସି କରାଯାଇଥାଏ । ଆଉ ମାସକୁ ଦରମା ମିଳିଥାଏ ।
ବାରରୁ ଫେରିବା ସମୟରେ ଲୋକମାନେ ବି ଖରାପ ବ୍ୟବହାର କରିଥାନ୍ତି । ଏଭଳି ଅନେକ କଥା ଏହି ଯୁବତୀ ଜଣକ କହିଛନ୍ତି । ଯୁବତୀ ଜଣକ ଗଣମାଧ୍ୟମ ଆଗରେ ଏହିସବୁ କଥା କହିଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁ ପରେ ଏଭଳି ଅନେକ କଥା ଏବେ ସାମ୍ନାକୁ ଆସୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଆସିଛି ।