ସମ୍ବଲପୁର ରେ ଓଡ଼ିଶା ବାସୀ ଙ୍କୁ ସମ୍ବୋଧନ ଦେଇ ଦେଉ ଏମିତି କଣ କହିଦେଲେ ମୋଦି ଯେ ସବୁ ଚକିତ ହୋଇଗଲେ...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭାଷଣ ମାଧ୍ୟମରେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ସେ କହିଥିଲେ କି ଯଦି କୌଣସି ଗରୀବ ଲୋକଙ୍କ ନିକଟରେ ପକ୍କା ଘରେ ନାହିଁ ଆଉ ସେମାନେ ପକ୍କା ଘରରେ ରହୁ ନାହାଁନ୍ତି ତେବେ ଯାଇ ଏହା କହିବାକୁ କି ମୋଦୀ ଜୀ ଆସିଥିଲେ ଆଉ ସମସ୍ତଙ୍କୁ ପକ୍କା ଘର ମିଳିବା ର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି।
ଏହା ସମସ୍ତଙ୍କୁ କହିବା ପାଇଁ ସେ ବାରମ୍ବାର କହି ଯାଇଥିଲେ। ଆଉ ଏକଥା ସେ ସମ୍ବଲପୁର ରେ କହିଛନ୍ତି। ସେ ଏହା ମଧ୍ୟ କହିଥିଲେ କି ତାଙ୍କର କୌଣସି ଭାଇ ଭଉଣୀ ଚାଳ ଘରେ ରହିବେ ନାହିଁ ବୋଲି ସେ ଦିନ ରାତି ଏକ କରୁଛନ୍ତି।
କୃଷକ ହୁଅନ୍ତୁ କିମ୍ବା ପଶୁପାଳକ ତାଙ୍କର ଜୀବନ ଯାପନ ଶୈଳୀ ସହଜ କରିବା ପାଇଁ ବିଜେପି ଖୁବ୍ ଚେଷ୍ଟା କରୁଛି। ପିଏମ୍ କିଶାନ ସମ୍ମାନ ନିଧି ରୁ ପ୍ରଥମ ଥର ପାଇଁ ଦେଶର କୃଷକ ମାନଙ୍କୁ ଖୁବ୍ ଲାଭ ହୋଇଛି।
ଏହା ଦ୍ବାରା ଓଡ଼ିଶାର ୪୦ ଲକ୍ଷ କୃଷକ ମାନଙ୍କୁ ଖୁବ୍ ଲାଭ ହୋଇଛି। ପ୍ରତ୍ୟେକ କୃଷକ ମାନଙ୍କ ବ୍ୟାଙ୍କ ଖାତା ରେ ଭାଜପା ସରକାର ଅତିକମ୍ ରେ ୩୦ ହଜାର ଟଙ୍କା ପଠାଇଛନ୍ତି। ଗୋଟେ କୃଷକ ପିଛା ୩୦ ହଜାର ଟଙ୍କା ଦିଆ ଯାଇଛି।
ଓଡିଶାରୁ ଅଧିକରୁ ଅଧିକ ଧାନ କିଣା ଯିବା କଥା ମଧ୍ୟ ସେ କହିଥିଲେ।୨୦୧୪ ପୂର୍ବରୁ ୩୬ ହଜାର କୋଟି ଟଙ୍କାର ଧାନ ଓଡ଼ିଶାରୁ କିଣା ଯାଇଥିଲା। ହେଲେ ଭାଜପା ଯେତେବେଳେ ଆସିଥିଲା,
ଦଶ ବର୍ଷ ମଧ୍ୟରୁ ଓଡ଼ିଶାରୁ ଧାନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ର କିଣା ଯାଇଛି। ଏଭଳି ଭାଷଣ ମାଧ୍ୟମରେ ନରେନ୍ଦ୍ର ମୋଦୀ ତାଙ୍କ ତତଫରୁ ଓଡ଼ିଶାର ଉନ୍ନତୀ ପାଇଁ ଯାହା ସବୁ କରିଛନ୍ତି ସେ ସମସ୍ତ କଥା କହିଥିଲେ।
ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ଯ ତାଙ୍କର କଥାରେ ସଂପୂର୍ଣ୍ଣ ଭାବରେ ସହମତ ଥିବା ଜଣା ପଡ଼ିଥିଲା। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।