ସଲମାନ ଙ୍କୁ ବାହା ହେଲେ ହିଁ ମୋ ଦେହ ର ଭୋକ ଶାନ୍ତ ହେବ, କେବଳ ସେ ଗୋଟେ ଟୋକା ଯିଏ ମୋ ଭୋକ ମେଣ୍ଟାଇ ପାରିବ

 
ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ଼ ଖବର।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଦକ୍ଷିଣ ଭାରତୀୟ ଫିଲ୍ମ ଲୋକ ମାନଙ୍କୁ କେତେ ପସନ୍ଦ ଆସେ।ଏବେ ଦକ୍ଷିଣ ଭାରତୀୟ ଫିଲ୍ମ ରେ ଅଭିନେତା ଓ ଅଭିନେତ୍ରୀ ମାନେ ସଫଳତା ପାଇବା ପରେ ଏବେ ଅଧିକାଂଶ ଅଭିନେତ୍ରୀ ମାନେ ବଲିଉଡ ଆଡ଼କୁ ଆସୁଛନ୍ତି।
ଏବେ ଶୁଣିବାକୁ ମିଳୁଛି ଯେ ସଲମାନ୍ ଖାଁ ଙ୍କ ଫିଲ୍ମ ରେ ଅଭିନୟ କରିବେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ତା ଋତ ପ୍ରଭୁ ଓ ଦକ୍ଷିଣୀ ସୁନ୍ଦରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ରହିବେ ବୋଲି ଶୁଣା ଯାଉଛି।ଏହି ଫିଲ୍ମ କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ପ୍ରଥମ ଥର ପାଇଁ ବଲିଉଡ ରେ ପାଦ ଦେବାକୁ ଯାଉଛନ୍ତି ସାଉଥ୍ ସୁନ୍ଦରୀ।ସେ ଆଗରୁ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମ ରେ ଅଭିନୟ କରିଛନ୍ତି।କିନ୍ତୁ ଗତ ଏକ ବର୍ଷ ହେବ ସେ ଫିଲ୍ମ ଜଗତ ଠାରୁ ବିରତି ନେଇଥିଲେ।
ତାଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା।ସେ ଏକ ବଡ ରୋଗ ର ଶିକାର ହୋଇଛନ୍ତି।ତାଙ୍କ ଦେହ ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇ ସାରିବା ପରେ ସେ ବଲିଉଡ ର ନାମୀ ଦାମୀ କଳାକାର ଙ୍କ ସହିତ ଅଭିନୟ କରିବେ।ଆଜି କାଲି ବଲିଉଡ ରେ ଦକ୍ଷିଣ ଭାରତୀୟ କଳାକାର ମାନଙ୍କୁ ବଲିଉଡ ରେ ଦେଖିବାକୁ ମିଳିଛି।
ସେ ବହୁତ ଭଦ୍ର ଓ ତାଙ୍କ ବ୍ୟକ୍ତିତ୍ଵ ବହୁତ ଶୁଙ୍ଖଳିତ।ଏବେ ସାମନ୍ତା ସଲମାନ୍ ଖାଁ ଙ୍କ ନାୟିକା ହେବାକୁ ଯାଉଛନ୍ତି।ଏହି କଥା କୁ ତାଙ୍କ ଫ୍ୟାନ୍ସ୍ ଶୁଣିଲା ପରେ ବହୁତ ଖୁସି ହୋଇ ଯାଇଛନ୍ତି।ଏହାକୁ କରନ ଯୋହର ଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ରେ ନିର୍ମାଣ କରା ଯିବ।
ଏହାର ନିର୍ଦ୍ଦେଶନା ଦେବେ ବିଷ୍ଣୁ ବର୍ଦ୍ଧନ ।ଅନ୍ୟ ପଟେ ଏହି ଫିଲ୍ମ ରେ ତ୍ରିଶା ମଧ୍ୟ ଅଭିନୟ କରିବେ।ସେ ବଲିଉଡ ରେ ଏହା ପୂର୍ବ ରୁ ଅଭିନୟ କରି ସାରିଛନ୍ତି।ସେ ବଲିଉଡ ରୁ କିଛି ସମୟ ପାଇଁ ଦୂରେଇ ଯାଇଥିଲେ।ଏବେ ସେ ବଲିଉଡ ରେ ପୁଣି ଥରେ ଫେରିବା ପାଇଁ ଯାଉଛନ୍ତି।
ଏହି କଥା ସତ ହୋଇ ଥିଲେ ସାମନ୍ଥା ଙ୍କ ପାଇଁ ଏହା ଏକ ବଡ ଖବର ହୋଇ ଯିବ।ସେ ଦକ୍ଷିଣ ଭାରତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ।ଲୋକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି।ଆଜି ତାଙ୍କୁ କିଏ ବା ନ ଜାଣେ।