ବେଦୀରେ ଶାଳୀକୁ ବାହା ହେଲା ସ୍ଵାମୀ ଦେଖନ୍ତୁ ହଠାତ୍ କଣ ହେଲା ଏମିତି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଦୁଃଖ ଆଣିଦେବ । ସତରେ ଏହି ଖବର ଏବେ ଚର୍ଚ୍ଚା ହେଉଛି । ଏହି ଘଟଣା ବିଷୟରେ ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟରେ ।
ଉତ୍ତରପ୍ରଦେଶ ରାଜ୍ୟର ଇଟାୱା ଅଞ୍ଚଳରେ ଘଟିଛି ଏହି ଘଟଣା । ଏହି ଅଭାବନୀୟ ଘଟଣା ହେଉଛି ସେହି ଅଞ୍ଚଳରେ ଜଣେ ଯୁବତୀଙ୍କର ବିବାହ ହେଉଥିଲା । ଆଉ ଏହି ଯୁବତୀ ଜଣକ ମଥାରେ ସ୍ବାମୀ ଜଣକ ସିନ୍ଦୂର ପିନ୍ଧାଇ ସାରିଥିଲେ ।
ଆଉ ତାଙ୍କର ହାତଗଣ୍ଠି ବି ପଡ଼ିଥିଲା , ବରଣମାଳା ବି ପଡ଼ି ସାରିଥିଲା । ଆଉ ସାତ ଥର ବୁଲିବା ସମୟରେ ଘଟିଥିଲା ଏଭଳି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ସହ ସମସ୍ତଙ୍କ ମନରେ ଦୁଃଖ ସୃଷ୍ଟି କରିଛି । 
ସାତ ଫେରା ବୁଲିବା ପରିବର୍ତ୍ତେ ଚାଲିଗଲା କନିଆଁର ଜୀବନ । ଆଉ ସବୁଦିନ ପାଇଁ ଯିଏ ଶାଶୁଘର ଯିବ ବୋଲି ଭାବିଥିଲା ତାସହ ଘଟିଲା ଅଘଟଣ । ଶାଶୁଘର ଯିବା ବଦଳରେ ବଧୂ ମଶାଣିକୁ ଗଲା । ଅଗ୍ନିକୁ ସାକ୍ଷୀ ରଖି ସବୁଦିନ ପାଇଁ ନିଜର ହୋଇଥାନ୍ତେ ଏହି ଦୁଇଜଣ କିନ୍ତୁ କନିଆଁର ଜୀବନ ଚାଲିଗଲା ।
ଆଉ କନିଆଁ ମରିଯିବା ପରେ ତାଙ୍କ ସାନ ଭଉଣୀକୁ ବିବାହ କରିଲେ ବର । ବର ଜଣକ ତାଙ୍କ ଶାଳୀକୁ ବିବାହ କରିଲେ । ଏକାସାଙ୍ଗରେ ଗୋଟିଏ ଘରୁ ସବାରି ଆଉ କୋକେଇ ଉଠିଲା ।
ରାତି ସମୟରେ ବିବାହ ହେଉଥିଲା । ଏହି ଯୁବକ ଜଣକ ହେଉଛନ୍ତି ମଞ୍ଜେସ । ଆଉ ବିବାହ କରୁଥିବା ଯୁବତୀ ଜଣକ ହେଉଛନ୍ତି ସୁରଭି । ବିବାହ ସମୟରେ ସାତ ଫେରା ସମୟରେ ହଠାତ୍ ସୁରଭି ବେହୋସ୍ ହୋଇ ଯାଇଥିଲେ । ଆଉ ତାଙ୍କୁ ମେଡିକାଲ ନିଆ ଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।
ଆଉ ଘରର ପରିବାର ଲୋକେ ଏହି ଖବର ଶୁଣି ଦୁଃଖିତ ହୋଇ ଯାଇଥିବା ସହ କାନ୍ଦି ପକାଇଥିଲେ । ଏହାପରେ ଉଭୟ ବର ପକ୍ଷ ଏବଂ କନିଆଁ ପକ୍ଷଙ୍କ ସମ୍ମତି ଦ୍ଵାରା ବର କନିଆଁର ସାନ ଭଉଣୀକୁ ବିବାହ କରିଥିଲେ । ଏହି ଖବର ଏବେ ସବୁଆଡେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।