ସକାଳୁ ପୋଲିସ ଷ୍ଟେସନ ରେ ସ୍ତ୍ରୀ ର କଟା ମୁଣ୍ଡ ପହଞ୍ଚିଲା ସ୍ଵାମୀ, ମୁ ତାକୁ ନ ମାରିଥିଲେ ସେ ମତେ ବିଷ ଦେଇ ମାରିଦେଇଥାନ୍ତା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସନ୍ଧ୍ୟା ପ୍ରାୟ ୭ ଟା ସମୟ ହେବ ସ୍ତ୍ରୀ ର କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ। ପରକ୍ରିୟାପ୍ରୀତି କୁ ଘଟାଇ ଥିଲା ଏକ ନିର୍ମମ କାଣ୍ଡ। ତାକୁ ବିଷ ଦେଇଥିବା ଭାବି ନିଜ ସ୍ତ୍ରୀ ର ମୁଣ୍ଡକୁ କାଟି ଦେଇଥିଲା।
ସ୍ଵାମୀ କଣ କରିବ କିଛି ବୁଝି ପାରୁ ନଥିଲା କାରଣ ସ୍ୱାମୀ ପୁରା ରକ୍ତ ମୁଖା ପାଲଟି ଯାଇଥିଲା। ତାକୁ ଲାଗୁଥିଲା କି ସ୍ତ୍ରୀ ପରକ୍ରିୟାପ୍ରୀତି ପାଇଁ ତାକୁ ବିଷ ଦେଇ ଦେଇଛି ବୋଲି।
ରାଗ ତମତମ ହୋଇ ଯାଇ ସ୍ତ୍ରୀ କୁ କୁରାଢି ସାହାଯ୍ୟରେ ହାଣି ପକାଇଲା। ସ୍ତ୍ରୀ ର ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ସେହି କଟା ମୁଣ୍ଡକୁ ଧରି ଯାଇ ଥାନାରେ ପହଞ୍ଚି ଯାଇଥିଲା। ଏଭଳି ଏକ ଘଟଣା ଘଟିଛି ନ୍ୟାୟଗଡ ଜିଲା ବାଣୀ ଗୋଛା ଥାନାରେ।
ଅର୍ଜୁନ ବାଗ ନାମକ ଏହି ବ୍ୟକ୍ତି ଜଣକ ସ୍ତ୍ରୀ ଙ୍କ ଚରିତ୍ରକୁ ନେଇ ଅନେକ ଦିନ ଧରି ସନ୍ଦେହ କରି ଆସୁଥିଲେ। ଘରେ ଦୁଇ ଦୁଇଟା ପିଲା ଥିବା ସତ୍ତ୍ବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପରକ୍ରିୟାପ୍ରୀତି କୁ ନେଇ ଝଗଡ଼ା ଲାଗି ରହିଥିଲା।
ନିଜ ସ୍ତ୍ରୀ ଧରିତ୍ରୀ ବାଗ କୁ ମାରିଦେବେ ନହେଲେ ମାରିଦେବେ ବୋଲି ସେ ମନରେ ଚିନ୍ତା କରିଥିଲେ। ଏହାପରେ ଟାଙ୍ଗିଆ ସାହାଯ୍ୟରେ ସ୍ତ୍ରୀ ର ମୁଣ୍ଡ କୁ ଶରୀରରୁ ଅଲଗା କରି ଯାଇ ଥାନାରେ କଟା ମୁଣ୍ଡକୁ ଧରି ଆତ୍ମ ସମର୍ପଣ କରି ଦେଇଥିଲେ।
ମହିଳାଙ୍କ ବାପା କହିଛନ୍ତି କି ତାଙ୍କର କିଛି ମାନସିକ ରୋଗ ନଥିଲା ଆଉ ମିଳି ମିଶି ତାଙ୍କର ଝିଅକୁ ମାରିଛନ୍ତି ବୋଲି କହିଥିଲେ। ଏହି ଘଟଣା ଘଟିବା ପରେ ଏହା ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିଲା।
ପୋଲିସ ଏବେ ଏହି ଘଟଣାର ତଦନ୍ତ କରିବା ସହ ହ-ତ୍ୟା-କା-ରୀ କୁ ଅଟକ ରଖି ପଚରା ଉଚରା ମଧ୍ୟ କରିଛନ୍ତି । ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଲୋକମାନେ ଏହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଛନ୍ତି ତେବେ ଏହି ଘଟଣା ପ୍ରତି କଣ ମତ ଦେବାକୁ ଚାହୁଁଛନ୍ତି। ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।