ରାତି ଗୋଟେ ବେଳେ ଆସି କବାଟ ବାଡେଇଲେ ଏହି ଝିଅ ଦେଖନ୍ତୁ ମନୋଜ ମିଶ୍ରଙ୍କ ପତ୍ନୀ କଣ କହିଲେ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ତ ଓଲିଉଡ ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣିଥିବେ।
ଆଉ ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ଆସୁଥିବା ଖବର ତ ଜାଣି ପାରୁଥିବେ। ତେବେ ବନ୍ଧୁଗଣ ଅଭିନେତା ମନୋଜ ମିଶ୍ରଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନେଇ କିଛି କଥା କହିଛନ୍ତି। 
ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ। ବନ୍ଧୁଗଣ ଅଭିନେତା ଅରିନ୍ଦମ ରାୟଙ୍କ ଅଭିନୀତ “ରାମ୍” ଚଳଚିତ୍ର ପଶ୍ଚିମ ଓଡ଼ିଶାରେ ବ୍ଯାନ ହେବା ପରେ ମନୋଜ ମିଶ୍ରଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି।
ଜଣକ ପରେ ଜଣେ ଅଭିନେତ୍ରୀ କିମ୍ବା ଅନ୍ୟ ମାନେ ମୁଁହ ଖୋଲିବାରେ ଲାଗିଛନ୍ତି। ଆଉ ଶେଷରେ ଏହାକୁ ନେଇ ତାଙ୍କ ସ୍ତ୍ରୀ ମାନା ମିଶ୍ର ମଧ୍ୟ ମୁଁହ ଖୋଲିଛନ୍ତି। ମାନା ମିଶ୍ର କହିଛନ୍ତି ପଶ୍ଚିମ ଓଡ଼ିଶା ତାଙ୍କ ଶାଶୁଘର ଆଉ ଏହି ଜାଗା ବହୁତ ଭଲ ଅଟେ। 
ଆଉ ମନୋଜ ମିଶ୍ର ବି ଭଲ ବୋଲି ସେ କହିଛନ୍ତି କିନ୍ତୁ ତାଙ୍କର ଟିକେ ଦୋଷ ଅଛି ବୋଲି ସେ କହିଛନ୍ତି। ତେବେ ସେ ଆହୁରି ମଧ୍ୟ କହିଛନ୍ତି କି, ଯେତେବେଳେ ସେମାନେ ମୁମ୍ବାଇରେ ଏକ ଫ୍ଲାଟରେ ରହୁଥିଲେ
ସେତେବେଳେ ରାତି ୧ଟା ସମୟରେ ଜଣେ ଝିଅ ଆସି ତାଙ୍କ କବାଟ ବାଡେଇ ଥିଲା। ଆଉ ଯାହା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କେବଳ ଏତିକି ନୁହେଁ, ଅନେକ ଝିଅ ମଧ୍ୟ ତାଙ୍କୁ ରାତିରେ ଫୋନ୍ କରିଥାନ୍ତି। ଯାହା ତାଙ୍କୁ ଆଦୌ ଭଲ ଲାଗେ ନାହିଁ। 
ତେବେ ମନୋଜ ମିଶ୍ରଙ୍କ ଏପରି କିଛି ଗୁଣ ଅଛି, ଯାହାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ଅନ୍ୟପକ୍ଷରେ ସେ କହିଛନ୍ତି କି, ଜଣେ ଝିଅ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ମନୋଜ ମିଶ୍ରଙ୍କ ନାମରେ। ଆଉ ତାହା ସତ କି ମିଛ ବୋଲି ପଚାରିବାରୁ ସେ କହିଛନ୍ତି କି,
ଏହା ନିଶ୍ଚିତ ଭାବରେ ସତ ହୋଇଥିବ। କାହିଁକି ନା ଜଣେ ଝିଅ କେବେ ବି କାହା ନାମରେ ଏମିତି ମିଛ କହିବ ନାହିଁ। ଯିଏ ଅଙ୍ଗେ ନିଭାଇଥାଏ ସେ ହିଁ ସବୁକିଛି ଜାଣିଥାଏ ଆଉ ସତ ମିଛ ମଧ୍ୟରେ ଫରକ୍ ତାକୁ ଜଣାଥାଏ।