ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ରୂପରେ ଠିଆ ହେବେ ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା !! ଦେଖନ୍ତୁ କଣ କହିଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତ ଆଉ ଏହାସହ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଦେଖିବାକୁ ବହୁତ ସୁନ୍ଦର । ସେ ବହୁତ ସୁନ୍ଦର ଅଭିନୟ କରନ୍ତି । 
ଅଭିନେତ୍ରୀ ରାଣୀ ପଣ୍ଡା ଏବେ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି । ଯଦି ବଡ ମଇଦାନ ଥାଆନ୍ତା ତାହେଲେ ଅଭିନେତ୍ରୀ ରାଣୀ ପଣ୍ଡା ଦର୍ଶକମାନଙ୍କୁ ଭିତରକୁ ପୁରାଇ ଦେଇଥାନ୍ତେ ।
ଦର୍ଶକମାନେ ଯେଉଁମାନେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୟ ଦେଖିପାରି ନାହାନ୍ତି ସେମାନଙ୍କୁ ରାଣୀ ପଣ୍ଡା କହିଛନ୍ତି ଆଗକୁ ଧଉଳି ଗଣନାଟ୍ୟ ରସୁଲଗଡ଼ରେ ପଡ଼ିବାକୁ ଯାଉଛି । ଆଉ ସେଠାକୁ ଦର୍ଶକମାନଙ୍କୁ ଯିବାକୁ ଅଭିନେତ୍ରୀ ଅନୁରୋଧ କରିଛନ୍ତି । 
ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ନାଟକ 'ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା " । ଏହି ନାଟକକୁ ଦେଖିବା ପାଇଁ ଲୋକମାନେ ଚାହିଁ ରହିଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା ହେଉଛନ୍ତି ଜଣେ ସମାଜ ସେବୀ ।
ସେ ତାଙ୍କ ରୋଜଗାର ଟଙ୍କାରେ ଗରିବ ଲୋକଙ୍କ ସେବା କରିଥାxନ୍ତି । ଯାହା ତାଙ୍କ ପାଖରେ ଅଛି ସେଥିରେ ସେ ଲୋକଙ୍କ ସାହାଯ୍ୟ କରିଥାନ୍ତି । ସେ ପୂର୍ବରୁ ଏତେ ବେଶୀ ଟଙ୍କା ରୋଜଗାର କରୁନଥିଲେ ଆଉ ସେ ଅଳ୍ପ ଟଙ୍କାରେ ମଧ୍ୟ ଲୋକଙ୍କ ସେବା କରନ୍ତି ।
ଆଉ ଏବେ ସେ ଆହୁରି ଅନେକ ସେବା କରୁଛନ୍ତି । ସେ କହିଛନ୍ତି ତାଙ୍କର ଯଦି କିଛି ଭୁଲ ରହୁଛି ତାହେଲେ ଓଡ଼ିଶାବାସୀ ତାଙ୍କୁ ଭୁଲ ଠିକ୍ କୁହନ୍ତୁ । ଆଉ ଓଡ଼ିଶାବାସୀଙ୍କ ସେବା ସେ କରୁଛନ୍ତି ଆଉ କରିବେ ମଧ୍ୟ ।
ଅଭିନେତ୍ରୀ ରାଣୀ ପଣ୍ଡା ଯଦି ମନ୍ତ୍ରୀ ହେବେ ତାହେଲେ ସେ ଲୋକମାନଙ୍କ ପାଇଁ ଅନେକ କିଛି କରିବେ ଆଉ ଏହି କଥାକୁ ନେଇ ଅଭିନେତ୍ରୀ କହିଛନ୍ତି ସେ କରିକି ଦେଖାଇବେ କହିବେ ନାହିଁ । ସେ କାମରେ କରି ଦେଖାଇବେ । ଏଭଳି ଅନେକ କଥା ଏହି ଭିଡିଓରେ ଅଭିନେତ୍ରୀ କହିଛନ୍ତି ।