ରଣବୀର ଙ୍କ ଝିଅକୁ ସାମ୍ବାଦିକ ମାନେ କାନ୍ଦେଇ ଦେଲେ, କ୍ୟାମେରା ଆଗରେ ରାଗ ରେ ନିଆଁ ହୋଇଗଲେ ରଣବୀର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବଲିଉଡ ର ବେଶ ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ଅଟନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ପ୍ରାୟତଃ ସମୟରେ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହୋଇଥାଏ।
ରଣବୀର ଯେପରି ଅଭିନୟ କରନ୍ତି ସେପରି ଆଲିଆ ଭଟ୍ଟ ମଧ୍ଯ ଅଭିନୟ କରି ଥାଆନ୍ତି। ଦୁହେଁ ଦୀର୍ଘ ଦିନ ଧରି ପ୍ରେମ ସଂପର୍କରେ ରହିଥିଲେ। ଏହାପରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।
ଦୁହିଁଙ୍କ ବିବାହ ପରେ ଖୁବ୍ ଶୀଘ୍ର ଦୁହେଁ ମାଆ ବାପା ହେବାର ସୁଯୋଗ ମଧ୍ୟ ପାଇଥିଲେ। ମାତ୍ର ଯେତେବେଳେ ତାଙ୍କର କନ୍ୟା ସନ୍ତାନ ହୋଇଥିଲା ବୋଲି ଲୋକମାନେ ଜାଣିବାକୁ ପାଇଥିଲେ
ସେତେବେଳେ ଲୋକ ମାନେ ଆଲିଆ ଓ ରଣବୀର ଙ୍କ ଝିଅ ରାହା ଙ୍କୁ ଦେଖିବାକୁ ଚାହିଁ ବସିଥିଲେ। ମାତ୍ର ଆଲିଆ ତାଙ୍କ ଝିଅ ରାହା ର ମୁହଁ କାହାରିକୁ ଦେଖାଇ ନଥିଲେ। କାରଣ ସେ ଭାବୁଥିଲେ କି ତାଙ୍କ ଝିଅ ରାହା ଖୁବ ଛୋଟ ଅଛି।
ସେଥିପାଇଁ ସେହି ସମୟରେ ସେ ତାଙ୍କର ଝିଅ ର ମୁହଁ ଦେଖାଇବାକୁ ଉଚିତ ମନେ କରି ନଥିଲେ। ମାତ୍ର ଏବେ ରାହା ବଡ଼ ହୋଇ ଯାଇଛି ସେଥିପାଇଁ ମାଆ ଆଲିଆ ଓ ବାପା ରଣବୀର ନିଜ ଝିଅର ମୁହଁ ମିଡିଆ ବାଲା ଙ୍କ ସମ୍ମୁଖରେ ଦେଖାଇ ଦେଇଛନ୍ତି।
ଆଲିଆ ଓ ରଣବୀର ଙ୍କ ଝିଅ ରାହା ଦେଖିବାକୁ ଖୁବ ସୁନ୍ଦର୍ ହୋଇଛି। ଯାହାକୁ ଦେଖିବା ପରେ ଲୋକ ମାନଙ୍କ ନଜର ରାହା ଉପରୁ ହଟୁ ନାହିଁ।
କେହି କେହି ତାକୁ ରିଶି କପୁର ଙ୍କ ସହ ତୁଳନା କରୁଥିବା ବେଳେ ଆଉ କେହି ତାକୁ ରାଜ୍ କପୁର ଙ୍କ ସହ ତୁଳନା କରୁଛନ୍ତି। ରାହା ଦୁହିଁଙ୍କ ଭଳି ଦେଖା ଯାଉଛି ବୋଲି ଲୋକମାନେ କହିଛନ୍ତି।
ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବା ସହ ଲୋକ ମାନଙ୍କୁ ଏହି ଫଟୋ ମଧ୍ଯ ଖୁବ୍ ପସନ୍ଦ ଆସିଛି। ତେବେ ଆପଣ ମାନଙ୍କୁ ରଣବୀର ଓ ଆଲିଆ ଙ୍କ ଝିଅ ରାହା ଝିଅ କିପରି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।