ପୁରୀ ରୁ ସବୁ ଜିଲ୍ଲା କୁ ଦୌଡ଼ିବ ଜଗନ୍ନାଥ ଏକ୍ସପ୍ରେସ: ଗରିବ ଦୁଃଖୀ ଙ୍କ ଦୁଃଖ ଜମା ରୁ ଦେଖି ପାରୁ ନାହାଁନ୍ତି ନବୀନ..

 
ନମସ୍କାର ପାଠକ ବନ୍ଧୁ।ଏଥର ପ୍ରତି ଜିଲ୍ଲା ରୁ ଗଡିବ ଶ୍ରୀ ମନ୍ଦିର କୁ ବସ।ଜଗନ୍ନାଥ ସେବା ମାଧ୍ୟମ ରେ ଏବେ ପ୍ରତି ଟି ଜିଲ୍ଲା କୁ ବସ ସେବା ଯୋଗାଇ ଦିଆ ଯିବ।ଏହାକୁ ଏକ ବଡ ଖବର ଏବେ ସାମ୍ନା କୁ ଆସିଛି।ଏହା ପୂର୍ବ ରୁ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦିଆ ଯାଇଛି।
ଏଥିରେ ଅନେକ ଲୋକ ଉପକୃତ ହୋଇ ଥିଲେ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ଏବେ ପୁରୀ କୁ ଗଡିବ ବସ୍।ଏହି କଥା କୁ ଲୋକ ମାନେ ଶୁଣିବା ପରେ ବହୁତ ଖୁସି ହୋଇ ଯାଇଛନ୍ତି।ଏଭଳି କାମ କୁ ସମସ୍ତେ ଅପେକ୍ଷା କରି ରହି ଥିଲେ।ଶେଷ ରେ ସମସ୍ତ ଙ୍କ ଇଚ୍ଛା ପୂରଣ ହୋଇଛି।
ସୂଚନା ଅନୁସାରେ ମୋ ବସ ଲକ୍ଷ୍ମୀ ବସ୍ ପରେ ଏବେ ଆସି ଯାଇଚି ଜଗନ୍ନାଥ ଏକ୍ସପ୍ରେସ ।ଏଥିରେ ରାଜ୍ୟ ର ଲୋକ ମାନେ ଯେତେବେଳେ ଚାହିଁବେ ପୁରୀ କୁ ଆସି ପାରିବେ।ସେମାନଙ୍କ ସୁବିଧା କୁ ଦେଖି ଏହି ଯୋଜନା କରା ଯାଇଛି।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଏଭଳି ଯୋଜନା କରି ଲୋକ ମାନଙ୍କୁ ବହୁତ ଖୁସି କରି ଦେଉଛନ୍ତି।ଆଗକୁ ନିର୍ବାଚନ ରହିଛି।ଲୋକ ମାନଙ୍କୁ ଖୁସି କରିବା ପାଇଁ ସରକାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।ଜଗନ୍ନାଥ ଏକ୍ସପ୍ରେସ ରାଜ୍ୟ ରେ ଯାତ୍ରୀ ପରିବହନ ଏକ୍ସପ୍ରେସ ଆହୁରି ଦୃଢ଼ କରିବ।
ଏହି ମାସ ଠାରୁ ଆରମ୍ଭ ହେବାକୁ ଯାଉଛି ବସ୍ ସେବା।ମାଳତୀ ପାଟପୁର ବସ୍ ଷ୍ଟାଣ୍ଡ ରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ।ପୁରୀ ରୁ ଭୁବନେଶ୍ୱର ଦେଇ ସବୁ ଜିଲ୍ଲା ର ସଦର ମହକୁମା ଦେଇ ଏହା ଯିବ।ଲୋକ ଙ୍କ ସୁବିଧା ଦୃଷ୍ଟି ରେ ଏଭଳି ପଦକ୍ଷେପ ସରକାର ନେଉଛନ୍ତି।
ଲକ୍ଷ ଲକ୍ଷ ଲୋକ ଏହି ବସ୍ ସେବା ରେ ଉପକୃତ ହେବେ।ପୁରୀ ବଡ ଦାଣ୍ଡ ରେ ଏହି ବସ୍ ଟି ଯାଇ ରହିବ।ଲୋକ ମାନେ ଏଥିରେ ବହୁତ ଖୁସି ହୋଇ ଯାଉଛନ୍ତି।ଦୀର୍ଘ ଦିନ ଧରି ଲୋକ ମାନେ ଅପେକ୍ଷା କରି ରହିଥିଲେ।ଶେଷ ରେ ତାଙ୍କ ଇଚ୍ଛା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି।
ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାକୁ ସ୍ଵାଗତ କରିଛନ୍ତି ସେବାୟତ।ଏହି ବସ୍ ସେବା ଲୋକ ଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଛି।ଆଗରୁ ଚପଳା ବସ୍ ପୁରୀ କୁ ଚାଲୁ ଥିଲା।
ଲୋକ ମାନେ ତାକୁ ରାସ୍ତା ରେ ଦେଖି ମୁଣ୍ଡିଆ ମାରୁ ଥିଲେ।ଏବେ ପୁଣି ଥରେ ସେହି ବସ୍ ସେବା ର ଯୋଜନା କରା ଯାଇଛି।ଏଥିରେ ଅନେକ ଲୋକ ଉପକୃତ ହେବେ।ସମସ୍ତ ଙ୍କ ଆଶା ପୁରଣ ହେବ।