ପୁଅ ଜନ୍ମ କୁଣ୍ଡଳୀରେ ବଡ ଦୋଷ ଜାଣି ଚିନ୍ତାରେ Viruska!! ଦେଖନ୍ତୁ ଏମିତି ଦେଖାଦେଲା କେଉଁ ଦୋଷ ଯାହା ପାଇଁ ଚିନ୍ତାରେ କିଙ୍ଗ କୋହଲି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଓଲିଉଡ, ବଲିଉଡ, ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଜାଣିବା ସହ
କ୍ରିକେଟ ଜଗତକୁ ଏବଂ ଅଭିନେତା ଆଉ ଅଭିନେତ୍ରୀ ଆଉ ଏହାସହ କ୍ରିକେଟରମାନଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜାଣିଥିବେ ।
ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଖବର ଜାଣିଥିବେ । ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିବା ଖବର ମଧ୍ୟ ଆପଣମାନେ ଜାଣିଥିବେ । ଏବେ ନିକଟରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି ।
ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କ ପୁଅ ବିଷୟରେ କିଛି ଖବର ଜାଣିପାରିବେ । ତାଙ୍କ ପୁଅ ନାଁ ହେଉଛି ଅକାୟ କୋହଲି । ଏବେ ଅକାୟ କୋହଲିଙ୍କ କୁଣ୍ଡଳୀ ସାମ୍ନାକୁ ଆସିଛି । ତାଙ୍କ କୁଣ୍ଡଳୀକୁ ନେଇ ପଣ୍ଡିତ କହିଲେ ଏଭଳି କଥା ଯାହା ଏବେ ଜଣାପଡିଛି ।
ଫେବୃଆରୀ ୨୦ ତାରିଖରେ ତାଙ୍କର ପୁଅ ହୋଇଛି ବୋଲି ସେମାନେ ସମସ୍ତଙ୍କୁ ଜଣାଇଥିଲେ । ତାଙ୍କ କୁଣ୍ଡଳୀକୁ ନେଇ କିଏ କହୁଛି ଭଲ ତ ଆଉ କିଏ କହୁଛି ଖରାପ । ପଣ୍ଡିତ ସୁଜିତ୍ ଜି ମହାରାଜ ବିରାଟ ଆଉ ଅନୁଷ୍କାଙ୍କ ପୁଅ ଅକାୟକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।
ଯେତେବେଳେ ଅକାୟର ଜନ୍ମ ହୋଇଥିଲା ସେତେବେଳେ ଭଲ ଯୋଗ ହୋଇଥିଲା । ଏହି ଯୋଗରେ ଜନ୍ମ ହୋଇଥିବା ପିଲା ରାଜା ଭଳି ଜୀବନ ବିତାଇ ଥାଆନ୍ତି । ମେଷ ରାଶିରେ ଗଜ କିଶୋରୀ ଯୋଗ ରହିଥିଲା । 
ଏହା ବହୁତ ଶୁଭ ବୋଲି ମନା ଯାଇଥାଏ । ବାକି ସବୁ ରାଶିର ସ୍ଥିତି ମଧ୍ୟ ଭଲ ରହିଥିଲା । ଏହି ଯୋଗ ସବୁଠାରୁ ଶକ୍ତିଶାଳୀ ଅଟେ । ଏହି ସମୟରେ ଜନ୍ମ ହୋଇଥିବା ପିଲା ଉଚ୍ଚ ଆଉ ଭଲରେ ଜୀବନ ଅତିବାହିତ କରିବେ ।
ଅଜସ୍ର ସଫଳତା ପାଇବେ ଏହି ସମୟରେ ଜନ୍ମ ହୋଇଥିବା ଲୋକମାନେ । ପିଲାଟିର ଜନ୍ମ ପରେ ତାଙ୍କ ବାପା ମାଆ ମଧ୍ୟ ବେଶ୍ ଭଲରେ ରହିବେ । ଏହି ତଥ୍ୟ ଚନ୍ଦ୍ର ରାଶି ଆଧାରରେ ଅକାୟ କୋହଲିଙ୍କର ଦିଆଯାଇଛି । ଏବେ ଏହି ଖବର ଆପଣମାନେ ଜାଣିପାରିଲେ ।