ଏଥର ପୋଷ୍ଟାଲ ରେ ଯିଏ ସବୁ ଆକାଉଣ୍ଟ ଖୋଲିଚ, ମାସକୁ ମିଳିବ ୩ ହଜାର ଲେଖାଏଁ ଟଙ୍କା

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଚାହୁଁ ଥିବେ ଯେପରି କମ୍ ଟଙ୍କା ରେ ଆପଣଙ୍କୁ ଅଧିକ ଟଙ୍କା ମିଳି ପାରିବ।ତେବେ ଆଜି ଆମେ ଆପଣ ମାନଙ୍କୁ ସେଭଳି ଏଇ ଯୋଜନା ବିଷୟ ରେ କହିବାକୁ ଯାଉଛୁ।ଏହି ଯୋଜନା ରେ ଆପଣ ମାନେ ଘରେ ବସି ଖୁବ୍ କମ୍ ଟଙ୍କା ରେ ଅଧିକ ଲାଭ ଉଠାଇ ପାରିବେ।
ଏହି ଆପଣ ଙ୍କ ନିକଟସ୍ଥ ପୋଷ୍ଟ ଅଫିସରେ କାର୍ଯ୍ୟକାରୀ ହେବାକୁ ଯାଉଛି।ପୋଷ୍ଟ ଅଫିସ ଏବେ ଧମକାଦାର ଅଫର୍ ଦେବାକୁ ଯାଉଛି।ଏହି ଯୋଜନା ରେ ଆପଣ ଙ୍କୁ କିଛି ବିନିଯୋଗ କରିବାକୁ ପଡ଼ିବ।
ଆପଣ ମାନେ ଏହି ପୋଷ୍ଟ ଅଫିସ ଯୋଜନା ରେ ଅଧିକ ଲାଭବାନ ହୋଇ ପାରିବେ।ଖୁବ୍ କମ୍ ଟଙ୍କା ରେ ବର୍ଷ କୁ ଲାଭ ବହୁ ମାତ୍ରା ରେ ହେବ।ଏହି ଯୋଜନା ର ନାମ ହେଉଚି ପୋଷ୍ଟ ଅଫିସ ମାସିକ ସଞ୍ଚୟ ଯୋଜନା।
ଏହି ଯୋଜନା ରେ ଆପଣ ଙ୍କୁ ପ୍ରତି ମାସ ରେ କିଛି ନିବେଶ କରିବାକୁ ପଡ଼ିବ।ପ୍ରତି ମାସ ରେ ପୋଷ୍ଟ ଅଫିସ ରେ ଆପଣ କିଛି ଟଙ୍କା ରଖିଲେ ଆପଣ ଙ୍କୁ ଏଥିପାଇଁ ଅଧିକ ସୁଧ ମିଳିବ।ଏହା ଏକ ସରକାରୀ ସଞ୍ଚୟ ଯୋଜନା।କେବେ ବି ଭାବିବେ ନାହିଁ ଏହା ଆପଣ ଙ୍କୁ ଠକି ଦେଇ ବୋଲି।
ବର୍ତ୍ତମାନ ଆପଣ ଯେତେ ଟଙ୍କା ନିବେଶ କରିବେ।ବର୍ଷ କୁ ୪ ପ୍ରତିଶତ ହାର ରେ ସୁଧ ପାଇବେ।ପାଞ୍ଚ ବର୍ଷ ପାଇଁ ଆପଣ ଏହି ଟଙ୍କା କୁ ରଖି ପାରିବେ।ପାଞ୍ଚ ବର୍ଷ ପୁରି ଯିବା ପରେ ଆପଣ ବ୍ୟାଙ୍କ ରୁ ସୁଧ ସହିତ ଆପଣ ଙ୍କ ସମସ୍ତ ଟଙ୍କା ଉଠାଇ ପାରିବେ।ଏଥିରେ ଆପଣ ବହୁତ ଲାଭବାନ ହେବେ।
ଯଦି ଆପଣ ମାନେ ଇଚ୍ଛା କରିବେ ତେବେ ପାଞ୍ଚ ବର୍ଷ ପରେ ଏହି ଟଙ୍କା କୁ ପୁଣି ଥରେ ନିବେଶ କରିବେ।ତେବେ ଏହି ଯୋଜନା ରେ ଆଉ ଏକ ବଡ ଯୋଜନା ରହିଛି।ଏଥିରେ ଆପଣଙ୍କୁ ଅଧିକ ସୁଧ ମିଳି ପାରିବ।
ଯଦି ଆପଣ ବର୍ଷ କୁ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି।ତେବେ ଆପଣ ଙ୍କୁ ମାସ କୁ ତିନି ହଜାର ରୁ ଅଧିକ ଟଙ୍କା ସୁଧ ଆକାର ରେ ମିଳିବ।ସୁଧ ପାଇଁ ଆପଣ ଲକ୍ଷ ଟଙ୍କା ରୁ ଅଧିକ ପାଞ୍ଚ ବର୍ଷ ମଧ୍ୟରେ ପାଇବେ।ଯାହାକି ଆପଣ ଙ୍କୁ ଅନେକ ପ୍ରକାର ସାହାର୍ଯ୍ୟ କରିବ।ତେଣୁ ଏଥର ଆପଣ ମାନେ ଏହି ଯୋଜନା ରେ ସାମିଲ ହୁଅନ୍ତୁ।