ଦେହ ବ୍ୟବସାୟର ପର୍ଦାଫାସ ଦେଖନ୍ତୁ ଚାଲିଥିଲା ଖେଳ ହଠାତ୍ ପଶି ଆସିଲା ପୋଲିସ ଆଉ ହେଇଗଲା ଏମିତି - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଘଟଣା ବିଷୟରେ ଜାଣିବାକୁ ପାଇଥିବେ। ତେବେ ବନ୍ଧୁଗଣ ହାଇକୋର୍ଟର ନିୟମ ଅନୁସାରେ ପ-ର-କ୍ରୀୟା ପ୍ରିତି ବେଆ-ଇନ ନୁହଁ କିନ୍ତୁ ଏଇ ପ-ର-କ୍ରୀୟା ପ୍ରିତି ପାଇଁ କେତେ କେତେ ସୁନାର ସଂସାର ଭାଙ୍ଗି ଯାଉଛି।
ଏବେ ଆଉ କେହି ବିବହାର ପବିତ୍ର ବନ୍ଧନକୁ ନମାନି ଆଉ ଜଣେ ପର ପୁରୁଷ ଏବଂ ପର ନାରୀ ସହ ଅ-ନୈ-ତି-କ ସ-ମ୍ପ-ର୍କ ରଖୁଛନ୍ତି। ଯେଉଁଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟ ରେ ସବୁବେଳେ ଅଶାନ୍ତି ଲାଗିରହୁଛି। 
ଏବଂ ଏଇ ଝଗଡ଼ାରେ ସବୁଠାରୁ ଅଧିକ କ୍ଷତି ଛୋଟ ଛୋଟ ଛୁଆଙ୍କୁ ଭୋଗିବାକୁ ପଡୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସେକ୍ସକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ଦଲାଲ ମାନେ ଜିଲ୍ଲା ବାହାରୁ ଟଙ୍କାର ପ୍ରଲୋଭନ ଦେଇ
ଯୁବତୀଙ୍କୁ ଆଣି ବନ୍ଦ କୋଠରୀ ଭିତରେ ଚଳାଇଥିଲେ ଦେହ ବ୍ୟବସାୟ। ଘଟଣାଟି ଘଟିଛି ସମ୍ବଲପୁରର ସାକ୍ଷୀପଡ଼ା ଠାରେ। ଇଦ୍ ଗାଁ ନିକଟରେ ଥିବା ଭଡାଘରକୁ ଭଲ କରି ଦେଖନ୍ତୁ ଘର ଭିତରେ ସଜା ହୋଇଛି ଦେହ ବେପାର ପାଇଁ ବେଡ୍। 
ଏହା ସହିତ ଦେହ ବ୍ୟବସାୟ ଗ୍ରାହକଙ୍କ ପାଇଁ ଭଳିକି ଭଳିକି ବିଦେଶୀ ମ-ଦ ରଖାଯାଇଛି। କିଛି ଆପତିଜନକ ଜିନିଷ ମଧ୍ୟ ପଡ଼ିଛି। ସୂଚନା ଅନୁସାରେ ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡ଼ା ଇଦ୍ ଗାଁ ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା
 ସହିତ ଦୁଇଜଣ ବ୍ୟକ୍ତିଙ୍କୁ ଧନୁପାଲି ପୋଲିସ ଗିରଫ କରିଛି। ଧନୁପାଲି ପୋଲିସ ସାକ୍ଷୀପଡ଼ା ଇଦ୍ ଗାଁ ନିକଟରୁ ଏକ ଭଡ଼ାଘରରୁ କଟକର ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। 
ଏହି ଘଟଣାରେ ଘରଭଡ଼ା ନେଇଥିବା ବ୍ୟକ୍ତି ଭୂଷଣ କୁମାର ପ୍ରସାଦ ଓ ଦେହ ବ୍ୟବସାୟର ଦଲାଲ ତଥା ସୁର ଜୟସ୍ୱାୟଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏହି ଦୁଇଜଣ ଅଭିଯୁକ୍ତ ମାନେ କଟକ ଅଞ୍ଚଳର ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କାର୍ଯ୍ୟରେ ଲଗାଉଥିଲେ। ତେବେ ଏବେ ଦେଖିବାକୁ ବାକି ରହିଲା ଅଭିଯୁକ୍ତ ମାନଙ୍କୁ କେବେ ଦଣ୍ଡ ମିଳୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।