ପିଜା ପିନ୍ଧି ସାମ୍ନାକୁ ଆସିଲେ ଊର୍ଫି ଜାଭେଦ ଦେଖନ୍ତୁ ଛିଡାଇ ଖାଇଲେ ସମସ୍ତଙ୍କ ସାମ୍ନାରେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ବଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କୁ ନେଇ ଯେଉଁ ଖବର ଆସିଥାଏ ତାହା ମଧ୍ୟ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । 
ଆପଣମାନେ ସମସ୍ତେ ବଲିଉଡ ଜଗତର ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ଭଲଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ସହିତ ତାଙ୍କ ବେଶଭୂଷାକୁ ନେଇ ବହୁତ ଚର୍ଚ୍ଚାରେ ସବୁବେଳେ ରହିଥାନ୍ତି ।
ଏହି ଅଭିନେତ୍ରୀ ଜଣକ ଦେଖିବାକୁ ଯେଭଳି ସୁନ୍ଦର ତାଙ୍କୁ ଦେଖି ସମସ୍ତେ ଖୁସି ହୋଇଥାନ୍ତି । ଅଭିନେତ୍ରୀ ଉର୍ଫି ଜାଭେଦ ଏବେ ପୁଣି ତାଙ୍କର ବେଶଭୂଷାକୁ ବା ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ ।
ପ୍ରତ୍ୟେକ ଦିନ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଊର୍ଫି ଜାଭେଦ । ଅଧିକାଂଶ ସମୟରେ ସେ ନିଜର ବୋଲ୍ଡ କଥାବାର୍ତ୍ତା ଆଉ ପୋଷାକ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି । ଏବେ ପୁଣି ସେ ନିଜର ପୋଷାକ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।
ଅଭିନେତ୍ରୀ ଏହି ନୂଆ ପୋଷାକର ଉଦ୍ଭାବନ କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଭିନେତ୍ରୀ ଉର୍ଫି ଜାଭେଦ ଯେଉଁ ପୋଷାକ ଡିଜାଇନ୍ କରନ୍ତି ତାହା ଏହି ପୃଥିବୀରେ ସବୁଠାରୁ ଅଲଗା ଆଉ ନିଆରା । ଏଭଳି ପୋଷାକ ଆପଣମାନେ ଆଗରୁ କେବେ ଦେଖିନଥିବେ । 
ସେ ଅଲଗା ଅଲଗା ସବୁ ଜିନିଷରେ ପୋଷାକ ବନାଇ ପିନ୍ଧିଥାନ୍ତି ଯାହା ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଅଭିନେତ୍ରୀ ଉର୍ଫି ଜାଭେଦ ଏବେ ଫ୍ରେଞ୍ଚ୍ ରୋଲରେ ପୋଷାକ ବନାଇ ପରିଧାନ କରି ଚର୍ଚ୍ଚାକୁ ଆସିଛନ୍ତି । ଯାହା ଅଭିନେତ୍ରୀ କରିନା କପୁରଙ୍କ ପ୍ରିୟ ଖାଦ୍ୟ ଅଟେ ।
ଏହି ପୋଷାକ ପିନ୍ଧି ସେ ଫଟୋ ଉଠାଇଛନ୍ତି । ଆଉ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ସେ ଏହାକୁ ନିଜ ଶୈଳୀରେ ତିଆରି କରିଛନ୍ତି । ଏହାକୁ ସୋସିଆଲ ମିଡ଼ିଆରେ ଦେଖି ଲୋକମାନେ ପ୍ରଶଂସା କରିବା ସହିତ ଅନେକ ମନ୍ତବ୍ୟ ଦେଉଛନ୍ତି । ଏବେ ଏହି ଖବର ସାମ୍ନାକୁ ଆସିଛି ।