ଫୋନ ଧରିବାକୁ ମନା କରିଦେଲେ ସ୍ଵାମୀ ଦେଖନ୍ତୁ ହଠାତ୍ କଣ କରିଦେଲେ ସ୍ତ୍ରୀ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର, ସବୁ ଅଞ୍ଚଳର ଏବଂ ଦେଶ ବିଦେଶର ଖବର ଆପଣମାନେ ଜାଣି ପାରୁଥିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଦେଖିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ମାଧ୍ୟମରେ ଆପଣ ଏହା ଜାଣିପାରିବେ । ଆଜିକାଲି ଦୁନିଆରେ ମୋବାଇଲ୍ ଏଭଳି ଏକ ଜିନିଷ ଯାହା ସମସ୍ତଙ୍କ ପାଖରେ ଅଛି ।
ମୋବାଇଲ୍ ବ୍ୟତୀତ ଲୋକମାନେ ଯେଭଳି କିଛି ଚିନ୍ତା ହିଁ କରୁ ନାହାଁନ୍ତି । ଦୁନିଆରେ ଛୋଟ ପିଲା ହୁଅନ୍ତୁ ବା ବୃଦ୍ଧ ନ ଯୁବପିଢୀ ସମସ୍ତେ ଏହି ମୋବାଇଲ୍ ପାଇଁ ପାଗଳ । ମୋବାଇଲ୍ ନଥିଲେ ଯେମିତି ଲୋକଙ୍କ ଦିନ ଆରମ୍ଭ ହେଉନାହିଁ । ମୋବାଇଲ୍ ନିଶା ପୁରା ଲୋକଙ୍କୁ ଘାରି ଦେଇଛି ।
ଏବେ ଏହି ମୋବାଇଲକୁ ନେଇ କିଛି ଏଭଳି ଖବର ଆସିଛି ଯାହା ଆପଣମାନେ ସମସ୍ତେ ଜାଣିଲେ ମନରେ ଅନେକ କଥା ଭାବିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ମୋବାଇଲ୍ ପାଇଁ ଅନେକ ପରିବାର ଉଜୁଡ଼ି ଯାଇଛି ।
ମୋବାଇଲ୍ ପାଇଁ ଜୀବନ ହାରିଦେଲେ ମହିଳା । ଜଣେ ମହିଳା ବିବାହ କରିଥିଲେ । ସେ ସବୁବେଳେ ମୋବାଇଲ୍ ବ୍ୟବହାର କରିଥାନ୍ତି । ଆଉ ମୋବାଇଲ୍ ଧରିବାକୁ ସ୍ତ୍ରୀକୁ ସ୍ବାମୀ ବାରଣ କରିବାରୁ ସ୍ତ୍ରୀ କରିଲା ଏଭଳି କାମ ଯାହା ଏହି ସମାଜ ପାଇଁ ଏକ ଖରାପ ବାର୍ତ୍ତା ଅଟେ ।
ସ୍ତ୍ରୀ ଜଣକ ସବୁବେଳେ ମୋବାଇଲ୍ ଫୋନ ବ୍ୟବହାର କରୁଥିଲେ ଆଉ ସେଥିପାଇଁ ତାଙ୍କ ସ୍ବାମୀ ତାଙ୍କୁ ମୋବାଇଲ୍ ଧରିବାକୁ ମନା କରିଥିଲେ । ଏହାପରେ ସ୍ବାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସାମାନ୍ୟ ବଚସା ହେବା ପରେ ସ୍ତ୍ରୀ ଜଣକ ସ୍ବାମୀ ଆଉ ତାଙ୍କ ତିନି ବର୍ଷର ଝିଅକୁ ଛାଡ଼ି କେଉଁଆଡେ ପଳାଇ ଯାଇଥିଲେ ।
ଏହାପରେ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ ତାଙ୍କ ସ୍ବାମୀ । କିନ୍ତୁ ସ୍ତ୍ରୀର କୌଣସି ଖବର ମିଳିନଥିଲା । ଆଉ ଏହି ଘଟଣାର ଦୁଇଦିନ ପରେ ବିଲ ମଝିରେ ଏକ ଗଛରେ ଫାଶୀ ଦେଇ ଏହି ସ୍ତ୍ରୀ ଜଣକ ଆ-ତ୍ମ-ହ-ତ୍ୟା କରିଥିବାର ଦେଖିବାକୁ ମିଳିଥିଲା ।
ଏହାପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଥାନାରେ ଏହି ବିଷୟରେ ଜଣାଇଥିଲେ । ଏବେ ଏହି ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଆଣିଛନ୍ତି । ତିନି ବର୍ଷର କୁନି ଝିଅ ଆଉ ସ୍ୱାମୀକୁ ଛାଡ଼ି ମାତ୍ର ମୋବାଇଲ୍ ପାଇଁ ସ୍ତ୍ରୀ ଜଣକ ଏଭଳି କାମ କରିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।