Paytm ବନ୍ଦ୍ ହେଲା ପରେ ଗୁଗଲ ଆଉ ଫୋନ୍ ପେ ର ଖୁସି କହିଲେ ନ ସରେ, ଯାହା ହେଉ ରାସ୍ତା ରୁ ଗୋଟେ କଣ୍ଟା ଗଲା...

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଭାରତ ରେ ପେ ଟି ଏମ୍ ସଂସ୍ଥା କୁ ବନ୍ଦ କରି ଦିଆ ଯାଇଚି।ଏହା ଦ୍ବାରା ଅନେକ ଲୋକ କ୍ଷତି ଗ୍ରସ୍ତ ହୋଇଛନ୍ତି।ପେ ଟି ଏମ୍ କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଏହାର କାରଣ ହେଉଛି କିଛି ଦିନ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କ ପେ ଟି ଏମ୍ ସଂସ୍ଥା ଉପରେ କିଛି ନିୟମ ଲାଗୁ କରି ଥିଲେ।ହେଲେ ଏହାକୁ ମାନି ନ ଥିଲା ପେ ଟି ଏମ୍ ସଂସ୍ଥା।ସେଥିପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବାଧ୍ୟ ହୋଇ ଥିଲା।
ତେବେ ପେ ଟି ଏମ୍ ଅନ ଲାଇନ୍ ସଂସ୍ଥା ବନ୍ଦ ହେବା ପରେ ଅନ୍ୟ କିଛି କମ୍ପାନୀ ଗୁଡ଼ିକ ଏଥିରେ ଲାଭ ଉଠାଇବାକୁ ଚେଷ୍ଟା କରିଛନ୍ତି। ଗୁଗୁଲ ପେ ଓ ଫୋନ୍ ପେ କମ୍ପାନୀ ର ଏଥିରେ ହେଉଚି ଲାଭ।ସୂଚନା ଅନୁସାରେ ଗତ କିଛି ଦିନ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କ କିଛି ନିୟମ ପ୍ରଣୟନ କରି ଥିଲା।
ହେଲେ ଏହି ନିୟମ କୁ ମାନି ନ ଥିଲା ପେ ଟି ଏମ୍ କମ୍ପାନୀ।ଯାହା ଦ୍ଵାରା ଶେଷ ରେ ବାଧ୍ୟ ହୋଇ ପେ ଟି ଏମ୍ ସଂସ୍ଥା କୁ ବନ୍ଦ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତି ନେଇଛି।
ନୂଆ ଗ୍ରାହକ ମାନଙ୍କୁ ଏହାକୁ ଡାଉନ୍ ଲୋଡ୍ ନ କରିବା ପାଇଁ ପରାମର୍ଶ ଦିଆ ଯାଇଛି।ଏଥିରେ ଅଧିକ ରୁ ଅଧିକ ଲାଭବାନ ହୋଇଛନ୍ତି ଗୁଗୁଲ ପେ ଓ ଫୋନ୍ ପେ।ତେବେ ପେ ଟି ଏମ୍ ରେ ପୁରୁଣା ଗ୍ରାହକ ମାନେ ନିଜ ଆକାଉଣ୍ଟ ରେ ରଖି ଥିବା ଟଙ୍କା କୁ ଅନ୍ୟ ଆକାଉଣ୍ଟ କୁ ଟ୍ରାନସଫର୍ କରିବା ପାଇଁ କୁହା ଯାଉଚି।
ଏଥିରେ ଆପଣ ରଖି ଥିବା ଟଙ୍କା ର କୌଣସି ଅସୁବିଧା ହେବ ନାହିଁ। ଆପଣ ଯେ କୌଣସି ସମୟ ରେ ଇଚ୍ଛା କଲେ ଏହି ଟଙ୍କା କୁ ଉଠାଇ ପାରିବେ।ଏଥିରେ ଆପଣ ମାନଙ୍କୁ କିଛି ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ।
ଏବେ ଗୁଗୁଲ ପେ ଓ ଫୋନ୍ ପେ ଇଉଜର ଙ୍କ ସଂଖ୍ୟା ଦୃତ ଗତି ରେ ବୃଦ୍ଧି ପାଇବାକୁ ଲାଗିଛି।ଆପଣ ଏଥିରେ ଚିନ୍ତା କରିବାରେ ଆବଶ୍ୟକତା ନାହି।ଆପଣ ଙ୍କ ଟଙ୍କା ଆପଣ ଏବେ ହିଁ ଉଠାଇ ଆଣି ପାରିବେ।ଏଥିପାଇଁ ଆପଣ ମାନଙ୍କୁ କୌଣସି ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ ନାହିଁ।