ପରଝିଅ ସହ ସ୍ଵାମୀ ର ଦିନରାତି ମସ୍ତି ଦେଖି ସହି ପାରିଲାନି ସ୍ତ୍ରୀ ଆଉ ଶେଷରେ ନେଲା ଏମିତି ନିଷ୍ପତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ସ୍ତ୍ରୀ ସହି ପାରିଲାନି ସ୍ୱାମୀର ପରକ୍ରୀୟା ପ୍ରୀତି। ନିଜ ଆଖି ଆଗରେ ସ୍ତ୍ରୀ ଦେଖିଥିଲା କି ତାର ସ୍ୱାମୀ ଅନ୍ୟ ଜଣକ ସହ ସମ୍ପର୍କ ରଖୁଛି ଯାହାକୁ ଦେଖି ଜୀବନ ହାରୀ ଦେଇଥିଲା ସ୍ତ୍ରୀ।
ସ୍ୱାମୀର ପରକ୍ରିୟା ପ୍ରୀତି ହେଲା କାଳ ସ୍ୱାମୀ ଙ୍କୁ ଅନ୍ୟ ଝିଅ ସହ ଡେଖି ସବୁଦିନ ପାଇଁ ଆଖି ବୁଜି ଦେଇଛି ସ୍ତ୍ରୀ। ସ୍ତ୍ରୀ ବିଷ ପିଇ ନିଜର ଜୀବନ ହାରୀ ଦେଲେ।
ଆଉ ପରିବାର ଲୋକେ ଆଣିଲେ ହ-ତ୍ୟା ଅଭିଯୋଗ। ରାଜଧାନୀ ଭୁବନଶ୍ବର ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ମଞ୍ଚେଶ୍ୱର , ପ୍ରାଚୀ ବିହାର ର ଏହି ମହିଳା ଜଣକ ହେଉଛନ୍ତି ଲିପି ଜେନା ଆଉ ତାଙ୍କର ବୟସ ହେଉଛି ୩୬ ବର୍ଷ।
ମୃ-ତ ଲିପି ତାଙ୍କର ସ୍ୱାମୀ ଙ୍କ ସହ ଦୀର୍ଘଦିନ ଧରି ପ୍ରାଚୀ ବିହାର ରେ ରହି ଆସୁଥିଲେ। ସୁଶାନ୍ତ ରହିଥିବା ଭଡ଼ା ଘର ନିକଟରେ ଅନ୍ୟ ଜଣେ ଯୁବତୀ ମଧ୍ୟ ଭଡ଼ା ଘର ନେଇ ରହୁଥିଲେ।
ଯାହାଙ୍କ ସହ ସୁଶାନ୍ତ ଙ୍କ ସମ୍ପର୍କ ଥିଲା। ଆଉ ଏହାକୁ ମଧ୍ୟ ଲିପି ବାରମ୍ବାର ବିରୋଧ କରି ଆସୁଥିଲେ। ଆଉ ଏହି ଘଟଣାକୁ ନେଇ ସୁଶାନ୍ତ , ଲିପି ଙ୍କୁ ମାଡ଼ ମାରିବା ସହ ତାଙ୍କୁ ଘରୁ ବାହାରି ଯିବା ପାଇଁ ମଧ୍ୟ ଅକଥନୀୟ ନିର୍ଯାତନା ଦେଉଥିଲେ।
ଶେଷରେ ଅନ୍ୟ ଝିଅ ସହ ସ୍ଵାମୀ ର ସମ୍ପର୍କ ଓ ବିରୋଧ କରିବାରୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା କୁ ସହି ନପାରି ଲିପି ନିଜର ଜୀବନ ହାରି ଦେବା ଭଳି ଏକ ଚରମ ନିଷ୍ପତ୍ତି ନେଇ ଯାଇଥିଲେ।
ହେଲେ ତାଙ୍କର ସ୍ତ୍ରୀ ଏହି କଥା କୁ ସଂପୂର୍ଣ୍ଣ ଭାବରେ ବାରଣ କରିଛନ୍ତି। ଆଉ ଏହି ଘଟଣା ପୁର୍ବରୁ କଣ ଘଟିଥିଲା ସେହି ସମ୍ପର୍କରେ ସଂପୂର୍ଣ୍ଣ ଭାବରେ ସ୍ୱାମୀ ଜଣକ ବର୍ଣ୍ଣନା କରିଛନ୍ତି।
ଆଉ ବିଷ ପିଇବା ପରେ ନିଜ ସ୍ତ୍ରୀ କୁ ସୁଶାନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ଆଉ ସେଠାରେ ହିଁ ତାଙ୍କୁ ମୃ-ତ ଘୋଷଣା କରାଯାଇ ଥିଲା। ଏବେ ଏହି ଘଟଣା ସଂପର୍କରେ ଚାରି ଆଡେ ଚର୍ଚ୍ଚା ହେଉଥିବା ବେଳେ ଘଟଣା ପଛର ପ୍ରକୃତ ସହ ଜଣାପଡି ନାହିଁ।