ଏମିତି ପ୍ରେମ ଜଗତେ ନାହିଁ ଦେଖନ୍ତୁ ୫୦ ଟଙ୍କିଆ ନୋଟ ରେ କିଛି ଏମିତି ଲେଖି ପ୍ରେମିକା କୁ ପ୍ରପୋଜ କଲେ ପ୍ରେମିକ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । ଅନେକ ଲୋକ ପ୍ରେମ କରନ୍ତି ଆଉ ନିଜର ପ୍ରେମ ନିବେଦନ କରିବା ପାଇଁ ଅନେକ ନିବେଦନ କରିଥାନ୍ତି । କିଏ କୌଣସି ଉପାୟରେ ତାର ପ୍ରେମିକ ବା ପ୍ରେମିକାକୁ ପ୍ରେମ ନିବେଦନ କରିଥାଏ ତାହା ତ କେହି କହିପାରିବେ ନାହିଁ । 
ଏବେ ସବୁ ତ ସୋସିଆଲ ଯୁଗ । ଆଉ ଏହି ସୋସିଆଲ ମିଡ଼ିଆ ଯୁଗରେ ଲୋକମାନେ ତାଙ୍କ ପ୍ରେମ ନିବେଦନ ପାଇଁ ମୋବାଇଲ୍ କିମ୍ବା ଅନ୍ୟ ଉପାୟ ବାଛି ନେଇଥାନ୍ତି । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଖବର ଏବେ ଗଣମାଧ୍ୟମରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ଏହି ଖବର ବିଷୟରେ ଜାଣିପାରିବେ । ଲୋକମାନେ ଏଭଳି ବି ପ୍ରେମ ନିବେଦନ କରନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ଯାହାଙ୍କ ନାମ ହେଉଛି ରୋହିତ । ଏହି ଯୁବକ ଜଣକ ନନ୍ଦିନୀ ନାମକ ଯୁବତୀଙ୍କ ସହିତ ପ୍ରେମରେ ଥିଲେ । ଯୁବକ ଜଣକ ପ୍ରେମ ନିବେଦନ କରିବା ପାଇଁ ଚିଠି ଲେଖି ନାହାଁନ୍ତି କି
ଫୋନର ସାହାଯ୍ୟ ନେଇ ନାହାନ୍ତି । କିନ୍ତୁ ସେ ଏଭଳି ଉପାୟରେ ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବକ ରୋହିତ ୫୦ ଟଙ୍କିଆ ନୋଟରେ ପ୍ରେମ ନିବେଦନ କରିଛନ୍ତି । 
ସେ ୫୦ ଟଙ୍କିଆ ନୋଟରେ ଲେଖିଛନ୍ତି, "R + N, Rohit + Nandini । ମୁଁ ତୁମକୁ ବହୁତ ଭଲପାଏ । I kiss you Nanda, My sweet Heart Nandini " । ରୋହିତ ୫୦ ଟଙ୍କିଆ ନୋଟ୍ ମାଧ୍ୟମରେ ତାଙ୍କ ପ୍ରେମିକା ନନ୍ଦିନୀଙ୍କୁ ପ୍ରେମ ନିବେଦନ କରିଛନ୍ତି । ଏଭଳି ପ୍ରେମ ନିବେଦନ ଆଗରୁ ଆପଣ କେବେବି ଦେଖିନଥିବେ ।
ଆଉ ଏବେ ପ୍ରେମ ନିବେଦନ କରି ୫୦ ଟଙ୍କିଆ ନୋଟ୍ ଅଚଳ ହୋଇଗଲା । ନୋଟରେ କୌଣସି ପ୍ରକାରର ପେନ୍ ଗାର ବା ଲେଖା ଲେଖିବା ବାରଣ କରାଯାଇଛି କିନ୍ତୁ ଏହାକୁ ଏହି ଯୁବକ ଜଣକ ମାନି ନାହାଁନ୍ତି ଯାହାଫଳରେ ଏହି ଟଙ୍କା ଆଜି ଅଚଳ ହୋଇପଡିଛି । କେହି ଏଭଳି କାମ କରନ୍ତୁ ନାହିଁ ।