ଅପରେସନ କରୁ କରୁ ଡାକ୍ତର ଜଣକ ଯୁବତୀ ଙ୍କ ପରିଶ୍ରା ନଳୀ କୁ କାଟି ପକେଇଲା ଆଉ ତାପରେ...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏଭଳି ଖବର ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ଆଜ୍ଞା ହଁ ଜଣେ ଡାକ୍ତର ଏଭଳି କିଛି କରିଛନ୍ତି ଯାହା ଦ୍ବାରା ଆପଣ ମେଡିକାଲ ଯିବା ପୂର୍ବରୁ ମଧ୍ୟ ଭାବିବାକୁ ଲାଗିବେ।
କାରଣ ଜଣେ ରୋଗୀ ଙ୍କ ଅପରେସନ କରିବା ସମୟରେ ଡ଼ାକ୍ତର ଜଣକ ତାଙ୍କର ପରିସ୍ରା ନଳୀ କାଟି ଦେଉଥିଲେ। ମହିଳା ଜଣକ ଗ-ର୍ଭ-ବ-ତୀ ଥିଲେ।
ଆଉ ସେ ତାଙ୍କର ଡେଲିଭରି ପାଇଁ ଡାକ୍ତରଖାନା ଆସିଥିଲେ। ହେଲେ ଡାକ୍ତରଖାନା ରେ ଡ଼ାକ୍ତର ତାଙ୍କ ସହ ଏଭଳି କିଛି କରିଥିଲେ ତାଙ୍କର ଡେଲିଭରି କରିବା ସମୟରେ ହିଁ ସେ ତାଙ୍କର ପରିସ୍ରା ନଳୀ କୁ କାଟି ପକାଇ ଥିଲେ।
ଯାହା ଫଳରେ କି ମହିଳା ଙ୍କ ପରିସ୍ରା ବାହାରକୁ ବାହାରିବା ବଦଳରେ ପେଟ ଭିତରେ ହିଁ ଜମା ହୋଇ ଯାଇଥିଲା। ଆଉ ତାହାପରେ ଯାହା କିଛି ହୋଇଥିଲା ସେ ସମ୍ପର୍କରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।
ଏହି ହସ୍ପିଟାଲ୍ ଆଗରେ ଏବେ ଲୋକ ମାନଙ୍କର ଭିଡ ଜମି ରହିଛି। ଏହାର କାରଣ ହେଉଛି ଡ଼ାକ୍ତର ଜଣକ ମହିଳାଙ୍କ ପରିସ୍ରା ନଳୀ କାଟି ଦେଇଥିଲେ ଅପରେସନ କରିବା ସମୟରେ।
ଯାହା ଫଳରେ କି ମହିଳାଙ୍କ ପେଟ ଭିତରେ ପରିସ୍ରା ଜମା ହୋଇ ପେଟ ସଂପୂର୍ଣ୍ଣ ଭାବରେ ଫୁଲି ଯାଇଥିଲା। ଏହାପରେ ସେଠାରେ ହିଁ ମହିଳାଙ୍କ ମୃ-ତ୍ୟୁ ହୋଇ ଯାଇଥିଲା। ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ପରିବାର ଲୋକେ ଏହି ମହିଳାଙ୍କୁ ନେଇ ଡାକ୍ତରଖାନା ଆସିଥିଲେ ।
ହେଲେ ସେମାନେ ଏହା ଜାଣି ନଥିଲେ କି ଡ଼ାକ୍ତର ରୋଗୀର ଜୀବନ ନେଇ ଯିବ ବୋଲି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲା, ଜଳେଶ୍ଵର ଜିକେ ଭଟ୍ଟ ସ୍ବାସ୍ଥ୍ୟ କେନ୍ଦ୍ରରେ।
ଜଳେଶ୍ଵର ର ଝୁନୁ ନାୟକ ଙ୍କ ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଆଉ ତାଙ୍କୁ ଡାକ୍ତରଖାନା ଆଣିବା ପରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା ଯାହା ଦ୍ବାରା ତାଙ୍କର ପ୍ରାଣ ଚାଲି ଯାଇଥିଲା।