ଏଥର ରାସ୍ତା ରେ ଶୋଇ Amazon ରେ ଅର୍ଡର୍ ଦେଇ ପାରିବେ ଘର, ଏଣିକି ଭିକାରୀ ପାଇଁ ବି ଅନଲାଇନ୍ ରେ ମିଳିଯିବ ଘର...

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଲୋକ ମାନେ ସବୁ କିଛି ଘରେ ବସି ଅଡର କରି ଦେଉଛନ୍ତି।ସେମାନଙ୍କୁ ଆଉ ବଜାର କୁ ଯିବା ପାଇଁ ଅସୁବିଧା ହେଉ ନାହିଁ।ତେବେ ଆଜି ଆମେ ଅନ ଲାଇନ୍ ରେ ମିଳୁ ଥିବା ଏପରି ଏକ ଘର ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଏବେ ଶୁଣିବାକୁ ମିଳୁଚି ଆପଣ ମାନେ ଘରେ ବସି ଅନଲାଇନ୍ ଆପ ଅମାଜନ ରୁ ନିଜ ମନ ପସନ୍ଦ ର ଘର କିଣି ପାରିବେ।ଏଥିରେ ଆପଣ ଙ୍କୁ କୌଣସି ଅସୁବିଧା ହେବ ନାହିଁ।
ସୂଚନା ଅନୁସାରେ ଅମାଜନ୍ ରେ ଏବେ ବହୁତ କମ୍ ମୂଲ୍ୟ ରେ ବିଳାସ ପୂର୍ଣ୍ଣ ଘର ମିଳି ଯାଉଛି।ଘର ଖୋଜିବା ପାଇଁ ଏବେ ଆପଣ ମାନଙ୍କୁ କୌଣସି ଅସୁବିଧା ର ସମ୍ମୁଖୀନ ହେବାକୁ ହେବାକୁ ପଡ଼ିବ ନାହି।
ଆମେରିକା ର ଲୋକ ମାନେ ଏବେ ଏଭଳି ଘର ଆମାଜନ ରେ କିଣି ଛନ୍ତି।ଏହି ଘର ଭିତରେ ଆପଣ ଦୁଇଟି ରୁମ୍,ଗୋଟିଏ ଡ୍ରଇଂ ରୁମ୍ ଓ ରୋଷେଇ ଘର ସହିତ ବାଥ୍ ରୁମ୍ ର ସୁବିଧା ପାଇ ପାରିବେ।ଖୁବ୍ କମ୍ ସମୟ ମଧ୍ୟରେ ଏହି ଘର ଆପଣଙ୍କ ନିକଟରେ ପହଂଚି ଯିବ।
ଦେଶରେ ଘର ର ମୂଲ୍ୟ ବଢି ଯାଇଛି।ଲୋକ ମାନେ ଏହି ଘର କୁ ବହୁତ ଶସ୍ତା ରେ ପାଉ ଛନ୍ତି।ସେଥିପାଇଁ ସେଠାକାର ଲୋକ ମାନେ ଏହି ଘର କୁ କିଣିବା ପାଇଁ ପସନ୍ଦ କରୁଛନ୍ତି।ଆମେରିକା ର ଜଣେ ବ୍ୟକ୍ତି ଏହି ଘର ର ଏକ ଭିଡିଓ କରିଛନ୍ତି।
ଏହି ଭିଡିଓ ରେ ଆପଣ ଦେଖି ପାରିବେ କି ଘର ଟି କିପରି ପ୍ୟାକ ହୋଇ ଆସୁଛି।ଓ ପରେ କିଭଳି ଭାବେ ଏଥିରେ ସୁନ୍ଦର ଘର ଟି ଏ ହୋଇ ଯାଉଚି।ଏହାକୁ ଯେ କେହି ପ୍ରଥମେ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବ।ଏହା ଦେଖିବାକୁ ବହୁତ ସୁନ୍ଦର ଅଟେ।
ଯିଏ ଏହି ଘର କୁ କିଣୁଛନ୍ତି ସେ କହିଛନ୍ତି କି ସେ ଆମାଜନ ରୁ ଏହି ଘର କୁ ୨୬୦୦୦ ଡଲାର ରେ କିଣି ଛନ୍ତି।ସେହି ବ୍ୟକ୍ତି ଜଣକ କହିଛନ୍ତି କି ଗରିବ ଲୋକ ଙ୍କୁ ସାହାର୍ଯ୍ୟ କରିବା ପାଇଁ
ସେ ଏହି ଘର କୁ କିଣି ଛନ୍ତି।ତେବେ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହି ଘର ର ଭିଡିଓ ପୋଷ୍ଟ କରି ଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।