ନିଜ ସ୍ଵାମୀ କୁ ଛାଡି ଅଧ ରାତି ରେ ପ୍ରେମିକ ସହ ଶୋଇଥିଲା ଭାଉଜ, ଶବ୍ଦ ଶୁଣି ଉଠି ପଡ଼ିଲା ଦିଅର, ତାପରେ ଯାହା ହେଲା....

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାଉଜକୁ ଉଲଗ୍ନ ଅବସ୍ଥାରେ ଦେଖିଦେଲା ଦିଅର। ରାତିରେ ପ୍ରେମିକ କୁ ଘରକୁ ଡ଼ାକି ଶାରୀରିକ ସମ୍ପର୍କ ରଖୁଥିଲା ଭାଉଜ। ଆଉ ଭାଉଜ ଭାବିଥିଲେ କି ଏକଥା କେହି ଜାଣି ପାରିବେ ନାହିଁ।
ହେଲେ ଭାଉଜକୁ ଏହି ଖରାପ୍ କାମ କରୁ ଥିବାର ଦେଖି ଦେଇଥିଲା ଦିଅର। ନୁଆ ନୁଆ ବାହା ହୋଇ ଥିବା ଏହି ମହିଳା ଜଣକ ନିଜର ଶାଶୁ ଘର ଓ ନିଜ ସ୍ବାମୀଙ୍କୁ ଛାଡ଼ି ଆସି ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି।
ଏହା ପଛର କାରଣ ମଧ୍ୟ ଆପଣ ମାନେ ଶୁଣିଲେ ଆପଣ ମାନଙ୍କର ମଧ୍ଯ ହୋସ ଉଡ଼ି ଯିବ। ଏହି ଯୁବତୀ ଜଣକ ବାହାଘର ପୂର୍ବରୁ ଟୁଲୁ ନାମକ ଏକ ଯୁବକଙ୍କୁ ପ୍ରେମ କରୁଥିଲେ। ଆଉ ସେ ଟୁଲୁ ସହ ଅନେକ ସମୟରେ ଖରାପ୍ ସମ୍ପର୍କ ମଧ୍ୟ ରଖିଥିଲେ।
କାରଣ ତାକୁ ଆଗକୁ ବାହା ହେବା ପାଇଁ ଯୁବତୀ ଜଣକ ଯୋଜନା ମଧ୍ୟ କରିଥିଲେ। ହେଲେ ଯେତେବେଳେ ଯୁବତୀଙ୍କ ଘର ଲୋକ ଏଭଳି କିଛି କାରନାମା ସମ୍ପର୍କରେ ଜାଣି ଦେଇଥିଲେ,
ଯୁବତୀଙ୍କୁ ତାଙ୍କର ପ୍ରେମିକ ବଦଳରେ ଆଉ ଜଣଙ୍କ ସହ ଜୋର୍ ଜବରଦସ୍ତ ବିବାହ କରି ଦେଇଥିଲେ। ଯୁବତୀ ଜଣକ ଅନ୍ୟକୁ ବିବାହ କରିଥିଲେ ମଧ୍ୟ ସେ ତାଙ୍କର ପ୍ରେମିକକୁ ଆଦୌ ଭୁଲି ପାରି ନଥିଲେ।
ସ୍ୱାମୀ ଥାଉ ଥାଉ ନିଜ ପ୍ରେମିକକୁ ଘରକୁ ଡାକି ତା ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏହାପରେ ଦିଅର ନିଜ ଭାଉଜ କୁ ଉଲଗ୍ନ ଅବସ୍ଥାରେ ତାର ପ୍ରେମିକ ସହ ଦେଖି ଦେଇଥିଲା। ଏହାପରେ ଭାଉଜକୁ ଘରୁ ବାହାର କରି ଦେଇଥିଲା।
ଏବେ ସ୍ୱାମୀ ଥାଉ ଥାଉ ମହିଳା ଜଣକ ଯାଇ ନିଜ ପ୍ରେମିକା ଘର ସାମ୍ନା ରେ ଧାରଣାରେ ବସିଛନ୍ତି। କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏଭଳି କିଛି ଘଟଣା ଘଟି ଯାଇଥିବା ଶୁଣିବାକୁ ମିଳିଛି। ଏହାକୁ ଲୋକମାନେ ଖୁବ ନିନ୍ଦା ମଧ୍ୟ କରିଛନ୍ତି।
ସ୍ୱାମୀ ଥାଉ ଥାଉ ଅନ୍ୟ ଏକ ଯୁବକ ସହ ସମ୍ପର୍କ ରଖିବା ନିଶ୍ଚିତ ଭାବରେ ଏକ ଖରାପ୍ କଥା ଅଟେ। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।