ନବୀନ ବାବୁ ଙ୍କ ଉପରେ ସୁର ମାରିଲେ ତେରେଛା ବାଣ: ନବୀନ ବାବୁ ଏବେ ସବୁ ପାଇଖାନା ରେ ବି ତାଙ୍କ ଫଟୋ...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହୋଇଥାଏ। କାରଣ ସେ ଏଭଳି କିଛି କୁହନ୍ତି ତାହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହୋଇଥାଏ।
ଏବେ ସେ ସେଭଳି କିଛି କହିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେ କହିଥିଲେ କି ଏବେ ଯେଉଁ ଆଡେ଼ ବି ଦେଖାଯିବ ସେଠାରେ କେବଳ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଛି।
ସେ କହିଥିଲେ କି ଏବେ ପ୍ରତି ସ୍କୁଲ୍ କୁ ପଇସା ଦିଆ ଯାଇଛି ତାଙ୍କୁ ନାଚ କରି ଡାକିବା ପାଇଁ। ଏଥି ସହ କଲେଜ୍ ମାନଙ୍କୁ ମଧ୍ୟ ଅନେକ ପଇସା ଦିଆ ଯାଇଛି। ଅନେକ କଲେଜ୍ ରେ ନାଚ, ଗୀତ, ଡ୍ରାମା ମଧ୍ୟ କରାଯାଉଛି।
ଏସବୁ କି ବିଧାୟକ ସୁର ରାଉତ ରାୟ ଏକ ଡ୍ରାମା ବୋଲି କହିଥିଲେ। କାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଏହା ବଢ଼ି ବଢ଼ି ଚାଲିଛି। ସେ କହିଛନ୍ତି କି ଏହି ୨୫ ବର୍ଷ ମଧ୍ୟରେ କେତେ ଟଙ୍କା କେଉଁ ଆଡେ଼ ଯାଇଛି,
ଏହି ସମ୍ପର୍କରେ ତାଙ୍କର ପୁଅ ସିଦ୍ଧାର୍ଥ ରାଉତ ରାୟ କହିଛନ୍ତି।୩୬୦୦୦ କୋଟି ଟଙ୍କା ସେମାନେ ପାଇଛନ୍ତି। ଆଉ ଏହି ପଇସା କୁ ଖର୍ଚ୍ଚ କରାଯିବା ପାଇଁ ଏଭଳି କରାଯାଉଅଛି।
ଏହାପରେ ସୁର ରାଉତ ରାୟ କହିଥିଲେ କି ଆଉ ଏହି ଡ୍ରାମା ଚଳିବ ନାହିଁ। ଲୋକ ମାନଙ୍କ ସହ ସ୍କୁଲ୍ ପିଲା ମାନଙ୍କୁ ମଧ୍ଯ ସେଠାକୁ ଡକା ଯାଇଛି। ଏସବୁ କେବଳ ନିର୍ବାଚନ କୁ ଆଖି ଆଗରେ ରଖି ହିଁ ଏଭଳି କରାଯାଉଅଛି ବୋଲି କହିଛନ୍ତି।
ସୁର ରାଉତ ରାୟ ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସୁର ରାଉତ ରାୟ ଙ୍କ କଥାରେ ଏବେ ଅନେକ ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।
ତେବେ ଏହାକୁ ଦେଖିବା ପରେ ଆପଣ ମାନେ କଣ ସୁର ରାଉତ ରାୟ ଙ୍କ କଥାରେ କେତେଦୂର ସହମତ ଅଛନ୍ତି ତାହା ଆପଣ ଆମକୁ ଜଣାଇବା ପାଇଁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।