ହେ ଭଗବାନ୍ କଣ ହେଉଛି ନବୀନ ଶାସନ ରେ , ସାନ ଭଉଣୀ ଆଗରେ ବଡ ଭଉଣୀ କୁ ଟେକି ନେଲେ..

 
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ବିଦ୍ୟାଳୟ କୁ ଯାଉଥିବା ବେଳେ ବଡ ଭଉଣୀ ଆଗରେ ସାନ ଭଉଣୀ କୁ ଟାଣି ନେଇ ଗଲେ ଦୁ-ର୍ବୃ-ତ୍ତ ମାନେ।ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରେ।
ସେଠାରେ ଚାରି ଜଣ ଯୁବକ କାର ରେ ଆସି ଜଣେ ସ୍କୁଲ ରେ ପାଠ ପଢୁଥିବା ନାବାଳିକା ଝିଅ କୁ ଟାଣି ନେଇ ଯାଇଛନ୍ତି।ଏ ଯାଏଁ ସେହି ଝିଅ ର ଖବର ମିଳି ପାରି ନାହିଁ।ନାବାଳିକା ଙ୍କ ସାନ ଭଉଣୀ ଓ ମା ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ସରକାରୀ ବିଦ୍ୟାଳୟ ରେ ପାଠ ପଢନ୍ତି ଗଙ୍ଗା ଓ ଯମୁନା।ଦୁଇ ଭଉଣୀ ପ୍ରତିଦିନ ପରି ସେଦିନ ମଧ୍ୟ ବିଦ୍ୟାଳୟ କୁ ଯାଉ ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ।
ଯାହାକି ସେମାନଙ୍କୁ ପରସ୍ପର ଠାରୁ ଅଲଗା କରି ଦେବ।ଗଙ୍ଗା ଯମୁନା ପ୍ରତିଦିନ ପରି ସେଦିନ ମଧ୍ୟ ବିଦ୍ୟାଳୟ କୁ ଖୁସୀ ରେ ଯାଉଥିଲେ। ହଟାତ ଗୋଟିଏ ଧଳା ରଙ୍ଗର କାର ଟି ଆସି ତାଙ୍କ ସାମ୍ନା ରେ ଠିଆ ହୋଇ ଗଲା।ଏହା ପରେ ଯମୁନା କୁ ଟାଣି ନେଇ ସେ କାର ରେ ଭର୍ତି କରି ଦେଲେ।
ଗଙ୍ଗା ତା ଭଉଣୀ କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କଲା।କିନ୍ତୁ କିଛି ବି ହେଲା ନାହିଁ।ଯମୁନା କାର ଭିତରେ ଜୋର୍ ଜୋର୍ ରେ ଚିତ୍କାର କରି ଡାକୁ ଥିଲା।ହେଲେ ତାର କଥା କୁ କେହି ବି ଶୁଣି ନ ଥିଲେ।ରାସ୍ତା ରେ ମଧ୍ୟ ସେହି ସମୟ ରେ କେହି ବି ନ ଥିଲେ।ତଥାପି ଗଙ୍ଗା ସମସ୍ତ ଙ୍କୁ ଡାକ ଛାଡୁ ଥାଏ।
କେହି ତାକୁ ସାହାର୍ଯ୍ୟ କରି ନ ଥିଲେ।ଏ ଯାଏଁ ମଧ୍ୟ ଯମୁନା ବିଷୟ ରେ କୌଣସି ପତ୍ତା ମିଳି ପାରି ନାହିଁ।ଏ ନେଇ ତାର ମା ଥାନା ରେ ଅଭିଯୋଗ କରିଛି।ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଅଞ୍ଚଳ ର ଚନ୍ଦନ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅ କୁ ଅ-ପ-ହ-ର-ଣ କରିଛି।
ଚନ୍ଦନ ଝିଅ ହେଉଚି ଯମୁନା ର ସାଙ୍ଗ।ସେ ପ୍ରତିଦିନ ତାକୁ ଚକୋଲେଟ୍ ଖାଇବାକୁ ଦିଏ।ଆଉ ବାହା ହେବାକୁ କୁହେ।ସେଥିପାଇଁ ଏବେ ସମସ୍ତଙ୍କର ସନ୍ଦେହ ହେଉଚି କି ଚନ୍ଦନ ହିଁ ତାଙ୍କ ଝିଅ କୁ ଅ-ପ-ହ-ର-ଣ କରି ନେଇଛି।
ଗ୍ରାମ ର ସରପଞ୍ଚ ଏହି କେସ କୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ।ହେଲେ ଯମୁନା ର ମା ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।