ବିଧାୟକ ହୋଇ ଆସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଖନ୍ତୁ ଏହି ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଦେଖୁଥିବେ । ରାଜନୀତିକୁ ନେଇ ଏବେ ଅନେକ ଖବର ଆସୁଛି । ଆଉ ରାଜନୀତିକୁ ନେଇ ଏବେ ମଧ୍ୟ ମାହୋଲ ସରଗରମ ରହିଛି । ଏବେ କିଛି ଖବର ଆସିଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ସାରିଲାଣି । ଆଜି ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ପ୍ରାର୍ଥୀମାନେ ବିଧାୟକ ହୋଇ ଶପଥ ଗ୍ରହଣ କରିବେ । ଏବେ ଏହାକୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ଜାଣିଲେ ଆପଣଙ୍କ ମନରେ ବି କିଛି ଭାବନା ଆସିବ ।
ଆପଣମାନେ ସମସ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଯାହା ଖବର ଆସୁଛି ଜାଣିଥିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ସମୟରେ ସେଠାରେ ଉପସ୍ଥିତ ଥିଲେ ।
ଆଉ ଏବେ ସେ ବିଧାୟକମାନଙ୍କର ଶପଥ ପାଠ ହେଉଥିବା ସ୍ଥାନରେ ଉପସ୍ଥିତ ଅଛନ୍ତି । ସେ ସେହି ସ୍ଥାନକୁ ଆସୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରୂପରେ ନୁହେଁ ବରଂ ବିଧାୟକ ରୂପରେ ଆସିଛନ୍ତି ।
ସେ ଏବେ ଲୋକମାନଙ୍କ ସାମ୍ନାକୁ ଆସିବା ପରେ ଲୋକମାନେ ତାଙ୍କୁ ପୂର୍ବପରି ଭଲପାଇବା ଦେଇଛନ୍ତି । ତାଙ୍କୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଲାଗିଥିଲା । ସେଠାରେ ମିଡ଼ିଆ ମଧ୍ୟ ଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । 
ବିଧାନସଭାରେ ବିଜେଡ଼ି ଦଳ ୫୧ଟି ସିଟ ପାଇଛି । ଆଉ ଏବେ ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଏହି ୫୧ ଜଣଙ୍କୁ ନେଇ ତାଙ୍କ ଶାସନ ଭାର ସମ୍ଭାଳିବେ । ୨୪ ବର୍ଷର ବିଜେଡି ଶାସନ ପରେ ଏବେ ବିଜେପି ସରକାର ଓଡ଼ିଶାକୁ ଆସିଛି ।
ବିଜେପି ସରକାର ଓଡ଼ିଶାରେ ଏବେ ଶାସନ କରିବ । ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଏବେ ବିଧାୟକମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏବେ ଏହାକୁ ନେଇ ଅନେକ ଖବର ଆସିବାର ଆପଣମାନେ ଦେଖିପାରିବେ ।