ନବୀନ ଏତେ ଲୋକ ପ୍ରିୟ ଯେ ସବୁ ମନ୍ତ୍ରୀ ତାଙ୍କ ତଳେ... ଓଡ଼ିଶା ଆମ ନବୀନ ଙ୍କ ପରି ମୁଖ୍ୟମନ୍ତ୍ରୀ ପାଇ ଧନ୍ୟ..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭିକେ ପାଣ୍ଡିଆନ ଯେତେବେଳେ ତାଙ୍କ ପଦରୁ ଅବସର ନେଇଥିଲେ ସେତେବେଳେ ସେ 5T ଓ ନବୀନ ଓଡିଶାର ଅଧ୍ୟକ୍ଷ ହୋଇଥିଲେ। ଏହାପରେ ସେ ବିଜେପି ଦଳରେ ଯୋଗ ମଧ୍ୟ ଦେଇଥିଲେ।
ଏହାକୁ ନେଇ ଯାହା ସାରା ରାଜ୍ୟରେ ପ୍ରଚାର ହୋଇଥିଲା ତାହା ଥିଲା କି ଭିକେ ପାଣ୍ଡିଆନ ଉତ୍ତରାଧିକାରୀ ଭାବରେ ରାଜନୀତି କୁ ଓହ୍ଲାଇବେ। ନବୀନ ପଟ୍ଟନାୟକ ଏବେ ମଧ୍ୟ ଲୋକପ୍ରିୟତା ରେ ଆଗରେ ଅଛନ୍ତି।
ଲୋକମାନେ ଏବେ ନବୀନ ପଟ୍ଟନାୟକଙ୍କ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। ଏକଥା କୁ କେହି ହେଲେ ମଧ୍ଯ ଅସ୍ବୀକାର କରି ପାରିବେ ନାହିଁ। ହେଲେ ନବୀନ ପଟ୍ଟନାୟକଙ୍କ ଏବେ ବୟସ ବଢୁଛି।
୨୦୨୪ ନିର୍ବାଚନ ପାଇଁ ବିଜୁ ଜନତା ଦଳର କେନ୍ଦ୍ରୀୟ ବିଜେପି ସହ ସମ୍ପର୍କ ବେଶ ଭଲ ରହିଛି। ହେଲେ ଓଡ଼ିଶାରେ ମୂଖ୍ୟ ବିରୋଧୀ ଦଳ ହେଉଛି ବିଜେପି। ସେହି ପରିସ୍ଥିତି ରେ ନବୀନ ପଟ୍ଟନାୟକଙ୍କ ବୟସକୁ ଦେଖିବା ପରେ,
ବିଜୁ ଜନତା ଦଳକୁ କିଏ କିପରି ପରିଚାଳନା କରିବ ସେଥିପାଇଁ ଖୁବ୍ ଚିନ୍ତା ମଧ୍ଯ ହେଉଥିଲା। ଭିକେ ପାଣ୍ଡିଆନ ଯିଏକି ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଭାବରେ ଅନେକ ଦିନ ପର୍ଯ୍ୟନ୍ତ କାମ କରିଛନ୍ତି
Qଯାହାକୁ ପଠାଇ ସେ ଓଡିଶାର ବିଭିନ୍ନ ଅଞ୍ଚଳରୁ ଲୋକ ମାନଙ୍କର ଅଭିଯୋଗ ଆଣୁଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଲୋକମାନେ ମଧ୍ୟ ତାଙ୍କୁ ନବୀନ ଙ୍କ ପରେ ତାଙ୍କୁ ହିଁ ଉତ୍ତରାଧିକାରୀ ଭାବରେ ଦେଖୁଥିଲେ।
ହେଲେ ଗତ କାଲି ଭିକେ ପାଣ୍ଡିଆନ ଏହି ସମ୍ପର୍କରେ କହିଦେବା ପରେ କି ସେ ନିର୍ବାଚନରେ ଲଢ଼ିବେ ନାହିଁ ହେଲେ ସେ ନବୀନ ପଟ୍ଟନାୟକଙ୍କ ସହ ରହିବେ। ଏହି କଥାରୁ ଏହା ସ୍ପଷ୍ଟ ହୋଇ ଯାଇଛି କି ୨୦୨୪ ରେ ଯେଉଁ ନିର୍ବାଚନ ହେବ
ପ୍ରାର୍ଥୀ ବାଛିବା ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ସବୁ କିଛି ର ତତ୍ବାବଧାନା ଭିକେ ପାଣ୍ଡିଆନ କରିବାକୁ ଯାଉଛନ୍ତି। ତେବେ ଏହାକୁ ନେଇ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।