ମେୟର କହିଲେ କି ଓଡ଼ିଆ ଭାଷା କୁ ଉନ୍ନତି କରିବାକୁ ଆମ ନବୀନ ବାବୁ ସର୍ବଦା ଚେଷ୍ଟାରତ

 
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଓଡ଼ିଆ ଭାଷା ର ପ୍ରସାର ପାଇଁ ଅନେକ କିଛି କରା ଯାଇଛି।ବିଶ୍ଵ ସ୍ତର ରେ ଆମ ଓଡ଼ିଆ ଭାଷା କୁ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି।
ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଗତ କାଲି ଭୁବନେଶ୍ୱର ଠାରେ ଏକ ବିଶ୍ଵ ଭାଷା ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଚି।ଏଥିରେ ବିଭିନ୍ନ ଲୋକ ମାନେ ଅଂଶ ଗ୍ରହଣ କରି ଛନ୍ତି।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ପଦକ୍ଷେପ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।ଆଜି ମଧ୍ୟ ଆମ ଓଡ଼ିଆ ଭାଷା ର ଏକ ସ୍ବତନ୍ତ୍ର ପରିଚୟ ରହିଛି।ଲୋକ ମାନେ ଓଡ଼ିଆ ଭାଷା କୁ ଖୁବ୍ ପସନ୍ଦ କରନ୍ତି।ପ୍ରଥମ ଥର ପାଇଁ ଏହି ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।
ଏଥିରେ ବିଦ୍ୟାଳୟ ର ଛୋଟ ଛୋଟ ପିଲା ମାନେ ଅଂଶ ଗ୍ରହଣ କରିବେ।ସେମାନେ ନାଚ ଗୀତ ମାଧ୍ୟମ ରେ ଆମ ଭାଷା କୁ ଆହୁରି ଆଗକୁ ନେଇ ଯିବେ।ଓଡ଼ିଆ ଭାଷା ରେ ସେମାନେ ଲେଖିବା ସହିତ ଆମ ଭାଷା କୁ ନେଇ କିଛି କହିବେ।
ଏଥିରେ ଯିଏ ପ୍ରଥମ ସ୍ଥାନ ଅଧିକାର କରିବ ତାଙ୍କୁ ପୁରସ୍କାର ଦେବାର ମଧ୍ୟ ବ୍ୟବସ୍ଥା ରହିଛି।ଭୁବନେଶ୍ୱର ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରା ଯାଇଚି।ଅକ୍ଷର କହ ଶିଖ ଓ ଲେଖ।ଏହି କାର୍ଯ୍ୟକ୍ରମ ରେ ଅନେକ ପିଲା ଅଂଶ ଗ୍ରହଣ କରିବେ।ନିଶ୍ଚିତ ରୂପେ ଏହା ଆମ ଭାଷା ର ପ୍ରସାର ପ୍ରଚାର କରିବା ପାଇଁ ସହାୟକ ହେବ।
ନିଜ ଭାଷାକୁ ଏତେ ବାଟ ରେ ପହଞ୍ଚାଇବା ପାଇଁ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବ୍ୟବସ୍ଥା କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।ତାଙ୍କର ଏଭଳି କାମ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।
ବିଦ୍ୟାଳୟ କଲେଜ ରେ ଓଡ଼ିଆ ଭାଷା କୁ ନେଇ ଏକ ପ୍ରତିଯୋଗିତା କରା ଯାଉଛି।ଏଥିରେ ପିଲା ମାନେ ଭାଗ ନେବା ସହିତ ଓଡ଼ିଆ ଭାଷା ର ମହତ୍ତ୍ଵ ବିଷୟ ରେ ଅଧିକ ରୁ ଅଧିକ ଜାଣି ବାକୁ ପାଇବେ।
ଏଥିରେ ଯେଉଁ ମାନେ ଜିତିଛନ୍ତି ସେମାନଙ୍କୁ ପୁରସ୍କାର ମଧ୍ୟ ଦିଆ ଯାଇଛି।ଏହା ଛଡ଼ା ଓଡ଼ିଆ ଭାଷା କୁ ନେଇ ବିଭିନ୍ନ ମନୋରଞ୍ଜନ ଧର୍ମି କାର୍ଯ୍ୟକ୍ରମ ରଖା ଯାଇଚି।ଏହା ଓଡ଼ିଆ ଭାଷା ର ଉନ୍ନତି ପାଇଁ ସହାୟକ ହେବ ବୋଲି ଆଶା କରା ଯାଉଚି।