ମୋଦୀ ଙ୍କୁ ହରେଇବାର ଯଦି କାହାର ଦମ ଥାଏ ସେ ହେଉଛନ୍ତି ରାହୁଲ ବାବା, କଂଗ୍ରେସ ର ଏକ ମାତ୍ର ସୁର ବୀର ରାହୁଲ ଗାନ୍ଧୀ...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ବର୍ତ୍ତମାନ୍ ସମୟରେ ଏଭଳି କିଛି ମତ ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ସେ କହିଥିଲେ କି ନିର୍ବାଚନୀ ଯେତେବେଳେ ପାଖେଇ ଆସେ ସେତେବେଳେ ଅନେକ ଦଳମାନେ ମିଶି ସବୁ ବୈଠକ କରିବାରେ ଲାଗି ପଡନ୍ତି ଏବଂ ଅନେକ ବୈଠକ ସବୁ ହୋଇଥାଏ।
ହେଲେ ବିହାର ର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଙ୍କ ନିକଟରେ ଏକ ପ୍ରକାରର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। କାରଣ ସେ ସମୟ ସମୟ ରେ ଯାହାକୁ ବିରୋଧ କରନ୍ତି ପୁଣି ଥରେ ତାଙ୍କ ପାଖକୁ ଯାଇ ଥାଆନ୍ତି।
ନୀତିଶ କୁମାର ଇଣ୍ଡିଆ ମେଣ୍ଟ ର ସଂଯୋଜକ ହେବେ ବୋଲି ଯେଉଁ କଥା କହିଛନ୍ତି।ତାହା ଇଣ୍ଡିଆ ମେଣ୍ଟ ପାଇଁ ନିଶ୍ଚିତ ଭାବରେ ଏକ ଆଶ୍ୱସ୍ତି କର କଥା ଅଟେ। ନିକଟରେ ଏହା କୁହା ଯାଇଥିଲା କି,
ନୀତିଶ କୁମାର୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ଚେହେରା। ଆଉ ନୀତିଶ କୁମାର ଙ୍କ ଭଳି ଅନୁଭବି ନେତା ମଧ୍ୟ ଦଳରେ କମ୍ ଅଛନ୍ତି। ଏବେ କଂଗ୍ରେସ ର ମେଣ୍ଟ ପାଖରୁ ଦୂରତା ବାହାରୁ ବେଶ ଦେଖିବାକୁ ମିଳୁଛି।
ଏହି ପରିସ୍ଥିତି ରେ ନୀତିଶ କୁମାର ହିଁ ସମସ୍ତଙ୍କୁ ପାଖେଇ କି ନେଇ ପାରିବେ। ଏଭଳି ଭାବରେ ନିଶ୍ଚିତ ଭାବରେ ଏକ ପ୍ରକାରର ବିଶ୍ବାସ ରହିଛି। ରାଜନୀତି ରେ ନୀତିଶ କୁମାର୍ ଙ୍କ ଭଳି ନେତାଙ୍କ ଅଭାବ ରହିଥିବା କଥା ସେ କହିଥିଲେ।
ଇଣ୍ଡିଆ ମେଣ୍ଟ ରେ ମୋଦୀଙ୍କ ବିକଳ୍ପ ଚେହେରା ଭାବରେ ଏକମାତ୍ର ଚେହେରା ହୋଇ ପାରିବେ ରାହୁଲ ଗାନ୍ଧୀ। ଅନ୍ୟ ଯେଉଁ ମାନେ ଅଛନ୍ତି ସେମାନେ ରାହୁଲ ଗାନ୍ଧି ଙ୍କ ଭଳି ପ୍ରଧାନମନ୍ତ୍ରୀ ଚେହେରା ହୋଇ ପାରିବେ ନାହିଁ
ବୋଲି ଏହି ବରିଷ୍ଠ ସାମ୍ବାଦିକ ଜଣକ କହିଥିଲେ।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।