ଝିଅକୁ ଗ-ର୍ଭବ-ତୀ କରି କହୁଛି ପିଲା ମୋର ନୁହେଁ ଦେଖନ୍ତୁ ସାମ୍ନାକୁ ଆସିଲା ମୋବାଇଲ ବେପାରୀର ସାଙ୍ଘାତିକ ସତ
Updated: Oct 15, 2023, 12:46 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜାଣିପାରିବେ କି ଜଣେ ଯୁବତୀଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏହି ଘଟଣା ବିଷୟରେ ଯେ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ ।
ଆଜିକାଲି ଦୁନିଆରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଆଉ କିଛି ଘଟଣା ଆପଣଙ୍କୁ ଅନେକ କିଛି ଜଣାଇବ । ପ୍ରେମ କରି ଲୋକମାନେ ଏଭଳି କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ପ୍ରେମ କରି ଲୋକମାନେ ଏତେ ତଳକୁ ଖସି ଯାଉଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ସମାଜରେ ଏଭଳି ଅନେକ ଯୁବକ ଆଉ ଯୁବତୀ ଅଛନ୍ତି ଯେଉଁମାନେ ଏମିତି ସବୁ କାମ କରିଥାନ୍ତି । ସତରେ ଏହି କାମ ସମାଜ ପାଇଁ ନିନ୍ଦନୀୟ ଅଟେ ।
ଯୁବକ ଜଣକ ହେଉଛନ୍ତି ଜଣେ ମୋବାଇଲ୍ ବେପାରୀ । ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଆଉ ସେ ସେହି ଯୁବତୀଙ୍କୁ ଗର୍ଭବତୀ କରାଇ ଦେଇ ତାଙ୍କର ଗର୍ଭ ନଷ୍ଟ କରିଦେଇ ଫେରାର ହୋଇ ଯାଇଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଯୋଡାପାଲିରେ ।
ଗାଁର ଉଭୟ ଯୁବକ ଆଉ ଯୁବତୀ ପରସ୍ପରକୁ ୮ ବର୍ଷ ହେଲା ଭଲ ପାଉଥିଲେ । ଆଉ ସେମାନେ ଘରୁ ଫେରାର ହୋଇଗଲେ । ଉଭୟଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଖୋଜାଖୋଜି କରିବା ପରେ ଉଭୟଙ୍କୁ ପାଟଣାଗଡ ରୁ ପାଇଥିଲେ ।
ଉଭୟ ବିବାହ କରିବେ ବୋଲି ଥାନାରେ ରାଜି ହୋଇଥିଲେ । ଆଉ ସେମାନେ ବିବାହ କରିବା ପରିବର୍ତ୍ତେ ସ୍ବାମୀ ସ୍ତ୍ରୀ ହୋଇ ଏକାଠି ରହୁଥିଲେ । ଯୁବକ ଜଣକର ପରିବାର ଯୁବତୀଙ୍କୁ ଗାଳି ଗୁଲଜ କରିଥିଲେ । ଆଉ ସେ ଦୁଇ ମାସର ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭ ତାଙ୍କ ପ୍ରେମିକ ନଷ୍ଟ କରି ଦେଇଥିଲେ ।
ଏବେ ଏହି ଘଟଣାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଏବେ ଥାନାର ଦ୍ବାରସ୍ଥ ହୋଇ ଯୁବତୀ ଜଣକ ନ୍ୟାୟ ଦାବି କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯୁବତୀ ଜଣଙ୍କୁ ନ୍ୟାୟ କେବେ ଦେଉଛି ପୋଲିସ ।