ମିଠା ମିଠା କଥା କହି ପାଖକୁ ନେଲା ଶେଷରେ ଦେଲା ଏମିତି ସାଙ୍ଘାତିକ ଧୋକା ମୁଁହ ଖୋଲିଲେ ପରିବାର ଲୋକେ
Oct 5, 2023, 20:54 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଆପଣମାନେ ଦେଖିପାରିବେ ।
ଏଭଳି କିଛି ଖବର ଏବେ ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରେମ କରି ଏଭଳି ସବୁ କାମ କରୁଛନ୍ତି ଯାହାର ଭିଡିଓ ଏବେ ସାମ୍ନାକୁ ଆସୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ ।
ଜଣେ ପୁଅ ଆଉ ଝିଅ ଭଲ ପାଉଥିଲେ । କିନ୍ତୁ ଏହି ପୁଅ ଭଲପାଇ ଝିଅଟିକୁ ଛାଡ଼ି ଦେଇଛି । ଏବେ ଝିଅଟିର ବାପା ମା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଝିଅଟିକୁ ମିଠା ମିଠା କଥା କହି ଫସାଇ ଦେଇଛି ଗୋଟେ ଯୁବକ ବୋଲି ଝିଅର ବାପା ମା କହିଛନ୍ତି । ଏହି ଝିଅଟିର ନାମ ହେଉଛି ଶ୍ରିନା ।
ଆଉ ଏହି ଯୁବକ ଜଣକ ହେଉଛନ୍ତି ପ୍ରକାଶ ରାଉତ । ଏହି ପ୍ରକାଶ ରାଉତ ନାମକ ଯୁବକ ଜଣକ ଯୁବତୀଙ୍କୁ ତାଙ୍କ କଥା ଦ୍ଵାରା ଫସାଇ ତାଙ୍କୁ ନିଜର କରିବା ପାଇଁ ଭାବିଥିଲେ । ଆଉ ତାଙ୍କୁ କିଛି ଦିନ ପାଇଁ ନିଜର କରି ତାଙ୍କ ସହ ଏଭଳି କିଛି କାମ କରିଛନ୍ତି ଯାହା ଖରାପ ।
ଏହି ଯୁବକ ଜଣକ ଭଲପାଇ ସେହି ଯୁବତୀଙ୍କୁ ନେଇ ଘରୁ ଫେରାର ହୋଇ ଯାଇଥିଲେ । ଆଉ ଏହାପରେ ତାଙ୍କୁ ନେଇ ଭୁବନେଶ୍ୱରରେ ରଖିଥିଲେ । ଆଉ ତାଙ୍କୁ ନିଜ ପାଖରେ ୧୦ ଦିନ ରଖିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ । ଆଉ ଏବେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ପ୍ରକାଶ ଆଉ ଶ୍ରୀନା ଭିତରେ ନିବିଡ ସମ୍ପର୍କ ଥିଲା । ଶନିବାର ଦିନ ରାତି ୧୦ ସମୟରେ ଏହି ଝିଅ ପୁଅ ସହିତ ପଳାଇଥିଲା ବୋଲି ଝିଅର ବାପା ମା କହିଛନ୍ତି । ଆଉ ଝିଅ ଫୋନ କରି ସେ ପ୍ରକାଶ ସହିତ ପଳାଇ ଆସିଛି ବୋଲି କହିଥିଲା । ସେମାନେ ମନ୍ଦିରରେ ବିବାହ କରି ସ୍ବାମୀ ସ୍ତ୍ରୀ ହୋଇ ରହିଥିଲେ ।
ପ୍ରକାଶ ଶ୍ରୀନାକୁ ଘରକୁ ନେବ ବୋଲି କହିଥିଲା । ଆଉ ତାକୁ ଆଣି ରାସ୍ତାରେ ମିଛ କହି କେଉଁଆଡେ ପଳାଇ ଗଲା । ଆଉ ଆସିଲା ନାହିଁ । ଶ୍ରୀନା ବହୁତ ଅପେକ୍ଷା କରିବା ପରେ ମଧ୍ୟ ପ୍ରକାଶ ଆସି ନଥିଲା । ଏହାପରେ ଏହି ଘଟଣାକୁ ନେଇ ଝିଅର ବାପା ମା ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ଆଉ ଝିଅ ସହ ପ୍ରକାଶ ଏଭଳି ସବୁ କରିଛି ବୋଲି କହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ତିଳକନା ଗାଁ ରେ । ଏବେ ଝିଅ ଶ୍ରୀନା ପୋଲିସ ହେପାଜତରେ ରହିଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।