ମାନବିକତା ଦେଖେଇଲେ ନିଶା ମହାରଣା ଧାଇଁ ଆସିଲେ ଆଖିରୁ ଲୁହ ପୋଛିଲେ ହାତରେ ଟଙ୍କା ଧରାଇଲେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଏବଂ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। 
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ଭଲଭାବେ ଜାଣିଥିବେ। ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି। ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଏକ ବଡ ଖବର ଆସିଛି।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଅଭିନେତ୍ରୀ ନିଶା ମହାରଣା ଏକ ବଡ କାମ କରିଛନ୍ତି। ମେଡ଼ିକାଲରେ ପହଞ୍ଚିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ମୃତକଙ୍କ ପରିବାର ଓ ଆ-ହ-ତ ବ୍ୟକ୍ତିଙ୍କୁ ଭେଟି ଟଙ୍କା ଦେଇଥିଲେ ନିଶା। 
ନିଶା ମହାରଣା ଆ-ହ-ତ ବ୍ୟକ୍ତିଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରିବା ସହିତ ସାହାଯ୍ୟର ହାତ ବଢ଼େଇଥିଲେ। ବୁଢ଼ା ବାପା ମାଆ ପୁଅକୁ ଝୁରୁଛନ୍ତି। ଡାକ୍ତରଖାନାରେ ବସି ବୁଢ଼ା ବାପା ମା କାନ୍ଦୁଛନ୍ତି ପୁଅକୁ ମନେ ପକେଇ।
ନିଶା ମହାରଣା ତାଙ୍କ ନିକଟରେ ପହଞ୍ଚି ଆଖିର ଲୁହକୁ ପଛି ନିଜେ ମଧ୍ୟ କାନ୍ଦି ପକେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ଡାକ୍ତରଖାନାରେ ରାତିରେ ପହଞ୍ଚିଲେ ନିଶା ମହାରଣା ମୃ-ତ-କଙ୍କ ପରିବାର ଏବଂ ଆ-ହ-ତ ବ୍ୟକ୍ତିଙ୍କୁ ଦେଖି ନିଶା ମହାରଣା ବି କାନ୍ଦି ପକାଇଥିଲେ। 
ଆ-ହ-ତଙ୍କ ପାଖରେ ପହଞ୍ଚି ହାତରେ ଟଙ୍କା ଧରାଇ ଆଖିର ଲୁହକୁ ପୋଛି ନିଶା ମହାରଣା ମଧ୍ୟ ନିଜେ କାନ୍ଦି ପକେଇଥିଲେ। ବାଙ୍ଗିରିପୋଷି ଘାଟିରେ ଯାତ୍ରାପାଟି ଟ୍ରକ୍ ଓଲଟି ୬ ଜଣଙ୍କ ମୃ-ତ୍ୟୁ ହେଇଯାଇଛି। ଏଥିପାଇଁ ସମସ୍ତେ ମର୍ମାହତ ହୋଇପଡିଛନ୍ତି।
ନିଶା ମହାରଣା ସବୁ ଯାତ୍ରା ପାଟିର ମାଲିକ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଲେବର ମାନଙ୍କୁ ଦୃଷ୍ଟି ଦେବା ଦରକାର। ଏହା ସହିତ ଯାତ୍ରା କଳାକାର ଅଭିନେତ୍ରୀ ନିଶା ମହାରଣା କହିଛନ୍ତି ଯେ "ସୁସ୍ଥ ହେଲା ପର୍ଯ୍ୟନ୍ତ ମୁଁ ମୋ ଭାଇ ମାନଙ୍କ ସହିତ ରହିବ ଆଉ ତାଙ୍କୁ ସାହାଯ୍ୟ କରିବି"।