କାହା କଥା ମନରେ ଭାବି ବାଛନ୍ତୁ ଗୋଟିଏ ସ୍ଵସ୍ତିକ ଚିହ୍ନ ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

 
ଆପଣ ଯେଉଁ ତିନୋଟି ସ୍ୱସ୍ତିକ ଚିନ୍ହ ଦେଖୁଛନ୍ତି ସେଥିମଧ୍ୟରୁ ଆପଣ କେଉଁ ରଙ୍ଗଟିକୁ ବାଛିବେ ପ୍ରଥମେ ଆପଣ ଭଲ ଭାବରେ ବିଚାର କରନ୍ତୁ। ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଆପଣ ଗୋଟିଏ ରଙ୍ଗକୁ ହିଁ ବାଛନ୍ତୁ।
ଦୁଇଟି ରଙ୍ଗକୁ କେବେ ହେଲେ ବାଛିବେ ନାହିଁ ବା ଏହା ବିଷୟରେ କୁହା ଯାଉଥିବା କଥାକୁ ଶୁଣିବେ ନାହିଁ। ଯଦି ଆପଣଙ୍କର ଏହି ସ୍ୱସ୍ତିକ ଚିହ୍ନ ଉପରେ ବିଶ୍ୱାସ ଥାଏ ତ ଆପଣ ଏହି ତିନୋଟି ରଙ୍ଗର ସ୍ୱସ୍ତିକ ଚିହ୍ନ ମଧ୍ୟରୁ ଆଖି ବନ୍ଦ କରି ଗୋଟିଏ ରଙ୍ଗର ସ୍ୱସ୍ତିକ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ।
ବାଇଗଣୀ ରଙ୍ଗ- ଯଦି ଆପଣ ବାଇଗଣୀ ରଙ୍ଗର ସ୍ୱସ୍ତିକ ଚିହ୍ନଟିକୁ ବାଛିଛନ୍ତି ତ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ସହିତ ବର୍ତ୍ତମାନର ସ୍ଥିତି ବିଷୟରେ। ଆପଣ ଗୋଟିଏ ସୈତାନ ମଣିଷର ହାବୁଡ଼ରେ ପଡ଼ି ଯାଇଛନ୍ତି। ଯାହାକି ଆପଣ ସେଥିପାଇଁ ବହୁତ ଚିନ୍ତାରେ ମଧ୍ୟ ଅଛନ୍ତି କିନ୍ତୁ ଏହା କିଛି ସମୟ ପାଇଁ ରହିବ।
ପରେ ସବୁ କିଛି ଠିକ ହୋଇଯିବ ଚିନ୍ତା କରନ୍ତୁ ନାହିଁ। ମିତ୍ର ଜନ ମାନେ କିଛି ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଶତ୍ରୁ ପ୍ରବଳ ହେଉଛନ୍ତି। ରାଜ କାର୍ଯ୍ୟରେ ନିଷ୍ପଳ ମିଳୁଛି। ସମସ୍ତ କର୍ମରେ ଲାଭ କମ କ୍ଷତି ଅଧିକ ମିଳୁଛି।
ହଳଦିଆ ରଙ୍ଗ -ଆପଣ ଯଦି ଏହି ରଙ୍ଗର ସ୍ୱସ୍ତିକ ଚିହ୍ନଟିକୁ ବାଛିଛନ୍ତି ତେବେ ଆପଣଙ୍କ ଖରାପ ସମୟ ବିଦାୟ ନେବା ପରେ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ତେଣୁ ଆପଣଙ୍କୁ ଆଉ ଚିନ୍ତାକୁଳ ପରିସ୍ଥିତିରେ ପାଦ ଦେବାକୁ ପଡ଼ିବ ନାହିଁ।
ଯେଉଁ କାର୍ଯ୍ୟ ନିମନ୍ତେ ଗୁଡ଼ାଏ ଦିନ କାର୍ଯ୍ୟରେ ବିତାଉ ଥିଲେ ସେହି କାର୍ଯ୍ୟର ସମାଧାନ କରିବା ପାଇଁ ଆପଣଙ୍କୁ ମାତ୍ର ଆଉ କମ ସମୟ ଲାଗିବ। ମିଳି ମିଶି କାର୍ଯ୍ୟ କଲେ ଆପଣଙ୍କ ଦୃଢ଼ ଇଛା ଶକ୍ତି ବଢିବ ସମସ୍ତ ପ୍ରକାର ସମସ୍ୟା ଆପଣଙ୍କ ଦୂର ହେବ।
କମଳା ରଙ୍ଗ- ଆପଣ ଯଦି ତୃତୀୟ ସ୍ୱସ୍ତିକଟିକୁ ବାଛିଛନ୍ତି ଏହା ମଧ୍ୟରେ ଆପଣ ବହୁ ଖର୍ଚ୍ଚାନ୍ତରେ ପଡ଼ି ଯାଇଛନ୍ତି। ଆପଣ ଏପରି ଏକ ବଡ଼ ସମସ୍ୟାରେ ପଡ଼ି ଯାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ସେ ବିପଦର ଭୟ ମଧ୍ୟ ଆପଣଙ୍କ ମନରେ ଦୂର ହୋଇ ନାହିଁ।
ଆପଣ ଉପକାର କରୁ କରୁ ଅପକାରରେ ପଡ଼ି ଯାଇଛନ୍ତି। ଆପଣ ସତ୍ୟତାର ଆଶ୍ରୟ ନେଲେ ହେଲେ ଗ୍ରହ ଦଶା ଆପଣଙ୍କୁ ମହା ବିପଦରେ ପକାଇ ଦେଲା। ତେବେ ଏହି ଦୁଇ ସପ୍ତାହ ପରେ ଆପଣଙ୍କ ସମସ୍ତ ବିପଦ ଖଣ୍ଡନ ହେବ ଘର ପରିବାରରେ ଖୁସିର ଲହରୀ ଖେଳିଯିବ।