ମୁଁ ଯେତେ ମନା କଲା ପରେ ବି ମୋ ଶଶୁର ମତେ...ଅଧ ରାତି ରେ ବେଡ଼ରୁମ ରେ ପଶି ବଳାତ୍କାର କରୁଛି...

 
ନମସ୍କାର ପାଠକ ବନ୍ଧୁ।ଯୌତୁକ ପାଇଁ ପୁଣି ଗୋଟିଏ ବୋହୂ ଶାଶୁ ଘରୁ ବିଦା ହେଲା।ବିଧାୟକ ଝିଅ କୁ ପ୍ରେମ କରି ବିବାହ କରି ଥିଲେ ଯୁବକ।ହେଲେ ଘରୁ ଲୁଚି ପଳାଇ ଆସି ଥିଲେ ଯୁବତୀ।ଏହା ପରେ ସେ ନିଜ ବାପଘର ଲୋକ ଙ୍କ ସହିତ କିଛି ବି ସମ୍ପର୍କ ରଖି ନ ଥିଲେ।
ଏଥିରେ ତାଙ୍କ ଶ୍ୱଶୁର ରାଗି ଯାଇ ଥିଲେ।ଏହା ପରେ ବୋହୂ କୁ ଜୀବନ ରୁ ମାରି ଦେବା ପାଇଁ ଚେଷ୍ଟା ଶ୍ବଶୁର ଓ ବଡ ପୁଅ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି ବାରିଲୋ ଥାନା ଅଞ୍ଚଳ ରେ।
ସୂଚନା ଅନୁସାରେ ସେହି ଅଞ୍ଚଳ ର ପୂର୍ବତନ ବିଧାୟକ ଙ୍କ ଝିଅ ପ୍ରେମ କରି ବିବାହ କରି ଥିଲେ ରାଜେଶ ଙ୍କୁ।ଉଭୟ ଙ୍କ ବିବାହ କୁ ତିନି ବର୍ଷ ପୁରି ସାରିଛି।ଗୋଟିଏ ସନ୍ତାନ ମଧ୍ୟ ଜନ୍ମ ହୋଇ ସାରିଛି।ହେଲେ ତାଙ୍କ ଶ୍ବଶୁର ଙ୍କ ଇଚ୍ଛା କିଛି ଅଲଗା ଥିଲା।
ସେ ଚାହୁଁ ଥିଲେ କି ବୋହୂ ତାଙ୍କର ବିଧାୟକ ଙ୍କ ଝିଅ।ସେ ବହୁତ ପରିମାଣ ଧନ ସଂପତ୍ତି ଆଣିବ।ହେଲେ ସେପରି।କିଛି ବି ହୋଇ ନ ଥିଲା।ସେ ନିଜ ବାପ ଘରେ ଛାଡ଼ି ଚାଲି ଆସି ଥିଲେ।ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିଲେ ନାହିଁ।
ଅନ୍ୟ ପଟେ ଝିଅ ଛୋଟ ଜାତି ରେ ବିବାହ କରି ଥିବା ଜାଣି ପରିବାର ଲୋକେ ମଧ୍ୟ ଏହି ବିବାହ କୁ ସ୍ଵୀକୃତି ଦେଇ ନ ଥିଲେ। ଏହାରି ଭିତରେ ତିନି ବର୍ଷ ବିତି ଯାଇ ଥିଲା।ହେଲେ ପରିବାର ଲୋକେ ତାଙ୍କ ପାଖକୁ ଆସି ନ ଥିଲେ।
ଏଭଳି ହେବା ଦେଖି ତାଙ୍କ ଶ୍ବଶୁର ଆଉ ସହି ପାରି ନ ଥିଲେ।ସେ ବୋହୂ କୁ ଯୌ-ତୁ-କ ଆଣିବା ପାଇଁ ବାଧ୍ୟ କରୁଥିଲେ।ସେ ଚାହୁଁ ଥିଲେ ତାଙ୍କ ବୋହୂ ଯୌତୁକ ରେ ଗୋଟିଏ କାର ଆଣୁ।ହେଲେ ତାହା ସମ୍ଭବ ହୋଇ ପାରି ନ ଥିଲା।ଏହା ପରେ ସେ ବହୁତ ରାଗି ଯାଇଥିଲେ।
ବୋହୂ କୁ ଜୀବନ ରୁ ମା-ରି ଦେବା ପାଇଁ ସେ ତାଙ୍କ ବଡ ପୁଅ ସହିତ ମିଶି ଯୋଜନା କଲେ।ଶେଷ ରେ ତାଙ୍କ ଉପରେ ନି-ର୍ଯ୍ୟା-ତ-ନା ଆରମ୍ଭ କଲେ।
ସେହି ରାକ୍ଷସ ରୁପି ଶ୍ବଶୁର କବଳ ରୁ ଖସି ଆସି ଥିଲେ ବୋହୂ।ଏହା ପରେ ସେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ଶ୍ବଶୁର ଙ୍କୁ ଗିରଫ କରା ଯିବ ବୋଲି କୁହା ଯାଉଚି।