ମାଲିକ ର ସ୍ତ୍ରୀ କୁ ଭଲପାଇବା ପଡ଼ିଗଲା ମହଙ୍ଗା..ଗୋଟେ ଝଟକା ରେ ଚାଲିଗଲା ଜୀବନ..

 
ନମସ୍କାର ପାଠକ ବନ୍ଧୁ। ପ୍ରେମ ପାଇଁ ଘଟି ଯାଇଛି ଏକ ଭୟଙ୍କର ଘଟଣା। ଏଭଳି ହ-ତ୍ୟା-କାଣ୍ଡ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କ ମଧ୍ୟ ଲୋମ ଟଙ୍କୁରି ଉଠିବ।
ଏବେ ଝରଣା ବସ୍ତି ରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ଏବେ ଆସି ଘଟଣାରେ ସ୍ଥଳରେ ଛାନଭିନ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ମହିଳାଙ୍କୁ ତାଙ୍କ ଦୋକାନ ରେ କାମ କରୁଥିବା ଜଣେ ଯୁବକ ପ୍ରେମ କରୁଥିଲା।
ଆଉ ପ୍ରେମ କରିବା ସହିତ ସେ ପରବର୍ତ୍ତୀ ସମୟରେ ଏଭଳି କିଛି ଘଟଣା ଘଟି ଯାଇଥିଲା ଯେଉଁଥି ପାଇଁ ମହିଳାଙ୍କୁ ଛୁରୀ ଭୁଷି ହ-ତ୍ୟା କରି ଦେଇଥିଲା ସେହି ଯୁବକ ଜଣକ। ଏବଂ ସେ ମହିଳାଙ୍କୁ ଛୁରୀ ଭୂଷି ଦେବା ପରେ ଏବେ ଆଉ ସେଠାରେ ନାହିଁ।
ବରଂ ଘଟଣା ସ୍ଥଳରୁ ହିଁ ଫେରାର ହୋଇ ଯାଇଛି ଏହି ଅଭିଯୁକ୍ତ ଜଣକ। ପରବର୍ତ୍ତୀ ସମୟରେ କ୍ୟାପିଟାଲ ଥାନାରେ ଏହି ଘଟଣାକୁ ନେଇ ଏକ ହ-ତ୍ୟା ମାମଲା ରୁଜୁ କରାଯାଇ ଥିଲା।
ପୋଲିସ ମଧ୍ୟ ଏବେ ଘଟଣା ସ୍ଥଳରୁ ଛାନଭିନ୍ କରିବା ଆରମ୍ଭ କରି ଦେଇଛି। ସେହି ଘରେ ମହିଳା ତାଙ୍କର ସ୍ୱାମୀ ଙ୍କ ସହ ରହୁଥିଲେ। ଏବଂ ତାଙ୍କର ସ୍ୱାମୀ ମଧ୍ୟ ଏକ ମୋବାଇଲ ଦୋକାନ କରିଥିଲେ।
ମୋବାଇଲ ଦୋକାନ ଡିଜାଇନ୍ ପାଇଁ ଏକ ଯୁବକ କାଠ କାମ କରିବାକୁ ଆସିଥିଲା। ମହିଳାଙ୍କ ସହ ସେ ଧୀରେ ଧୀରେ ତାଙ୍କର ସମ୍ପର୍କ ବଢ଼ାଇବାରେ ଲାଗିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଏଭଳି କିଛି ଘଟଣା ଘଟିଥିଲା,
ଯାହା ପାଇଁ ସେ ମହିଳା ଜଣକୁ ଛୁରୀ ଭୁଷି ହ-ତ୍ୟା କରିଛନ୍ତି। ହ-ତ୍ୟା କରିବା ପରେ ଘଟଣା ସ୍ଥଳରୁ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛି। ପୋଲିସ ଏବେ ଏହି ଅଭିଯୁକ୍ତ କୁ ଧରିବା ପାଇଁ ବିଭିନ୍ନ ସ୍ଥାନ ମାନଙ୍କରେ ଚଢ଼ାଉ କରିବା ଜାରୀ ରଖିଛି।
ଘଟଣା ସ୍ଥଳରୁ ହିଁ ଏବେ ତଦନ୍ତ ଆରମ୍ଭ କରି ଦେଇଛି।ପ୍ରାଥମିକ ତଦନ୍ତ ରୁ ଏହି ସୂଚନା ମିଳିଛି କି ପ୍ରେମ ପାଇଁ ଏଭଳି ହ-ତ୍ୟା-କାଣ୍ଡ ଘଟି ଯାଇଛି। ତେବେ ଆପଣଙ୍କୁ ଏହି ଘଟଣା ସଂପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।