୪୫ ବର୍ଷୀୟା ମହିଳା ହେଲେ ଗର୍ଭବତୀ : ଲୋକେ କହିଲେ ଯାହା ହେଉ ଶେଷରେ....

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରକୃତି ର ଖେଳ ପ୍ରକୃତରେ ହିଁ ଅନନ୍ୟ ହୋଇଥାଏ। ଅନେକ ଥର ଏଭଳି ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିବା ପରେ ନିଶ୍ଚିତ ଭାବରେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ।
ଏହା ଦ୍ବାରା ଆପଣଙ୍କୁ ଏହା ବିଶ୍ବାସ କରିବାକୁ ହେବ କି ଦୁନିଆରେ କିଛି ଜିନିଷ ଅଛି ଯାହାକି ଏବେ ମଧ୍ୟ ସମ୍ଭବ ଥାଏ। ଏହା ଉପରେ ମଧ୍ଯ ଆମର କୌଣସି ପ୍ରକାରର ନିୟନ୍ତ୍ରଣ ନଥାଏ।
ଗ-ର୍ଭ ଧାରଣ ଓ ପିଲାଙ୍କ ଜନ୍ମ ହେବା ପିଲାଙ୍କ ସହ ଜଡ଼ିତ ହୋଇ ରହିଥାଏ। କେତେକ ମାମଲା ଏହା ପ୍ରମାଣ କରିଛି କି ଆଜି ମଧ୍ୟ କିଛି ମଣିଷଙ୍କ ହାତରେ ନାହିଁ। ଆଲଜେରିଆ ରୁ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି।
ଜଣେ ଡାକ୍ତର ଙ୍କ ନିକଟରେ ଏକ ଅଜବ ମାମଲା ସାମ୍ନା କୁ ଆସିଥିଲା। ଯେଉଁଥିରେ କି ଜଣେ ବୃଦ୍ଧ ମହିଳାଙ୍କ ପେଟରେ ଖୁବ ଯନ୍ତ୍ରଣା ହୋଇଥିଲା। ହେଲେ ତାଙ୍କର ସମସ୍ୟା କଣ ତାହା ସେ ଜାଣି ନଥିଲେ।
ଯେତେବେଳେ ସେ ହସ୍ପିଟାଲ ରେ ପହଞ୍ଚି ଥିଲେ ସେତେବେଳେ ସେ ଦେଖିଥିବା ଦୃଶ୍ୟ ନିଜର କଳ୍ପନା ବାହାରେ ଥିଲା। ଏହି ଘଟଣା ୨୦୧୬ ରେ ଘଟିଥିଲା। ମହିଳାଙ୍କ ନାମ ପ୍ରକାଶ କରାଯାଇ ନାହିଁ।
ହେଲେ ତାଙ୍କର ବୟସ ୭୩ ବର୍ଷ ବୋଲି କୁହା ଯାଉଛି। ତାଙ୍କର ତଳ ପେଟରେ ଯନ୍ତ୍ରଣା ହୋଇଥିଲା ବେଳେ ଯେତେବେଳେ ସେ ଆଲଟ୍ରା ସାଉଣ୍ଡ କରିଥିଲେ ଏହାପରେ ଜଣାପଡି ଥିଲା କି ମହିଳାଙ୍କ ପେଟରେ ଏକ ଶିଶୁ ଅଛି ଯାହାକି ୩୫ ବର୍ଷ ହେବ।
ସେ ୩୫ ବର୍ଷ ପୂର୍ବେ ଗ-ର୍ଭ-ବ-ତୀ ହୋଇଥିଲେ ଆଉ ସେବେଠାରୁ ହିଁ ତାଙ୍କ ପେଟରେ ପିଲା ରହି ଆସୁଛି। ସେତେବେଳେ ତାଙ୍କର ପିଲା ର ସ୍ଵାଭାବିକ ଭାବରେ ବିକାଶ ହୋଇ ପାରି ନଥିଲା।
ଏହା ପେଟରେ ରହିଥିଲା ଆଉ ସେହି ସମୟରେ ତାର ଓଜନ ପ୍ରାୟ ୨ କିଲୋ ଥିଲା। ଏହାପରେ ଏହା ଧୀରେ ଧୀରେ ପଥରରେ ପରିଣତ ହୋଇ ଗଲା। ଆଉ ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା।