ମଦପିଇ ଧୁମ୍ ନାଚିଲେ ଶେଷରେ ମାଙ୍କୁ ବିସର୍ଜନ ନକରି ଛାଡି ଚାଲିଗଲେ ଦେଖନ୍ତୁ ଏହି ଦୃଶ୍ୟ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଏହି ସମାଜରେ ମଣିଷ ଧୀରେ ଧୀରେ ସ୍ୱାର୍ଥପର ହେବାରେ ଲାଗିଛି। ମଣିଷ ନିଜର ସ୍ୱାର୍ଥ ପୂରଣ କାରିବା କିଛିବି କରିବା ପାଇଁ ପ୍ରସ୍ତିତ ହେଇଯାଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। 
ସରସ୍ଵତୀଙ୍କୁ ଆବାହନ କରିବା ପରେ ଏବେ ଚାଲିଛି ଭଷାଣୀ ଯାତ୍ରା। ହେଲେ କିଛି ଅପାଠୁଆ ପିଲା ଅଛନ୍ତି ଯେଉଁ ମାନେ କି କେବଳ ମାଜାମସ୍ତି ପାଇଁ ଠାକୁରଙ୍କୁ ପୂଜା କରିଥାନ୍ତି। ଆଉ ପୂଜା ସାରିବା ପରେ ପିଲାଙ୍କର ମୂଳ ଲକ୍ଷ୍ୟ ଥାଏ କେମିତି ଭଷାଣୀରେ ମ-ଦ ପିଇ ଟିକେ ନାଚିବେ।
ଯେଉଁଥିପାଇଁ ମାଙ୍କୁ ମ-ଦ ନିଶାରେ ବିସର୍ଜନ ନକରି ରାସ୍ତା ଉପରେ ଛାଡ଼ି ଚାଲି ଯାଇଛନ୍ତି। ଏଭଳି ଏକ ଲଜ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲିରେ। ଆପଣ ମାନେ ଭିଡ଼ିଓଟିରେ ଦେଖିପାରୁଥିବେ କେମିତି ରାସ୍ତା ଉପରେ ଏକା ବସିଛନ୍ତି। 
ପିଲାମାନେ ମାଙ୍କ ପ୍ରତି ଅବହେଳା କରି ରାସ୍ତା କଡ଼ରେ ରଖିଦେଇ ଚାଲିଯାଇଛନ୍ତି। ବିସର୍ଜନ ପାଇଁ ଅପେକ୍ଷା କରିଛନ୍ତି ମା ସରସ୍ଵତୀ। ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ମଝି ଗାଁରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁର ଯୁବକ ମାନେ ଧୁମଧାରେ ପାଳନ କଲେ ସରସ୍ୱତୀ ପୂଜା।
ତିନିଦିନ ଧରି ଗାଁ ଉତ୍ସବ ମୁଖର ହେଉଥିଲା। ଭଷାଣୀ ପାଇଁ ସମସ୍ତ ଯୋଜନା ହେଲା। କିନ୍ତୁ ଭଷାଣୀ ଯାତ୍ରାରେ ଯୁବକ ମାନେ ମ-ଦ ପିଇ ଏମିତି ନାଚିଲେ ଯେ, ଶେଷରେ ମାଙ୍କୁ ରାସ୍ତା ଉପରେ ସମସ୍ତେ ଛାଡ଼ି ଚାଲିଗଲେ।