ମା ସହ ବେପାର ରେ ସହଯୋଗ କରୁଥିବା ପାର୍ଟନର୍ କଲା, ମା ଆଗରେ ଝିଅ କୁ କଲା ବଳାତ୍କାର....

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଜାଣି ଥିବେ।ଜଣେ ବାପା ନିଜ ସାବତ ଝିଅ କୁ ଦୁ-ଷ୍କ-ର୍ମ କରିବାର ଅଭିଯୋଗ ଆସିଛି।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା କରା ଯାଉଛି।ମା ଯାହାକୁ ପ୍ରେମ କରି ବିବାହ କରିଥିଲେ ଶେଷ ରେ ସେହି ନିଜ ଝିଅ କୁ ବ-ଳା-ତ୍କା-ର କରିଛି।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ରେ।ସେଠାରେ ଗତ କିଛି ଦିନ ତଳେ ଜଣେ ମହିଳା ତାଙ୍କ ଝିଅ ସହିତ ଥାନା କୁ ଆସି ଥିଲେ।ତାଙ୍କ କହିବା ଅନୁଯାୟୀ ତାଙ୍କ ଝିଅ କୁ ତାର ସାବତ ବାପା ବ-ଳା-ତ୍କା-ର କରିଛି।
ସୂଚନା ଅନୁସାରେ ଜଣେ ମହିଳା ଗତ କିଛି ବର୍ଷ ତଳେ ବିବାହ କରିଥିଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ର ଭଲ ସମ୍ପର୍କ ରହି ଥିଲା।ତାଙ୍କର ତିନୋଟି ଝିଅ ମଧ୍ୟ ଅଛି।ହେଲେ ଆଠ ବର୍ଷ ହେବ ଉଭୟ ସ୍ଵାମୀ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି।ତାଙ୍କର ତିନି ଝିଅ ଏବେ ତା ମା ପାଖରେ ରହୁଛନ୍ତି।
ହେଲେ ମହିଳା ଜଣକ ଜଣେ ବସ୍ କଣ୍ଡକ୍ଟର ଙ୍କ ସହିତ ଲିଭ୍ ଇନ୍ ରିଲେସନଶିପ ରେ ରହୁଥିଲେ।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଏ କଥା କୁ କେହି ଜାଣି ପାରି ନ ଥିଲେ।ପରବର୍ତ୍ତୀ ସମୟରେ ଉଭୟ ବିବାହ କଲେ।
ମହିଳା ଙ୍କ ସହିତ ତାଙ୍କର ତିନି ଝିଅ ମଧ୍ୟ ଆସି ସେଠାରେ ରହିଲେ।ହେଲେ ଅଙ୍କିତ ନାମକ ସେହି ବସ୍ କଣ୍ଡକ୍ଟର ଙ୍କ ସବୁବେଳେ ନିଜ ଝିଅ ମାନଂକ ଉପରେ ଖରାପ ନଜର ରହିଥିଲା।ଅନେକ ଥର ସେହି ଅଭିଯୁକ୍ତ ଜଣକ ନିଜ ଝିଅ କୁ ପାଖକୁ ଟାଣି ଆଣୁଥିଲା।ଘଟଣା ଦିନ ସେ ତାଙ୍କୁ ବଳାତ୍କାର କରିଥିଲା।
ଏ କଥା କାହାରି କୁ ନ କହିବା ପାଇଁ ଧମକ ଦେଇଥିଲା।ହେଲେ ଯୁବତୀ ଜଣକ ଏ କଥା ଶୁଣି ନ ଥିଲା।ଘରେ କେହି ନ ଥିବା ସମୟ ରେ ତାର ସାବତ ବାପା ତାକୁ ବ-ଳା-ତ୍କା-ର କରିଛି ବୋଲି ସେ ତା ମାଆ ଆଗରେ କହିଥିଲେ।
ଏ କଥା ଶୁଣିବା ପରେ ତା ମାଆର ପାଦ ତଳୁ ମାଟି ଖସି ଯାଇଥିଲା।ସେ ସାଙ୍ଗେ ସାଙ୍ଗେ ପୋଲିସ ର ସାହାର୍ଯ୍ୟ ନେଇ ଥିଲେ। ମାଆ ଝିଅ ଉଭୟ ଥାନା କୁ ଯାଇ ଅଙ୍କିତ ଯାଦବ ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଅଭିଯୁକ୍ତ ଅଙ୍କିତ ଯାଦବ ଫେରାର ରହିଛି।ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରା ଯିବ ବୋଲି ପୋଲିସ ସୂଚନା ଦେଇଛି।