କରମଣ୍ଡଳ ରେ ଗଲା ପୁଅ ଜୀବନ କ୍ଷତିପୂରଣ ୧୫ ଲକ୍ଷ ଟଙ୍କା ଭାଙ୍ଗିଲା ଘର ଦେଖନ୍ତୁ ଦାବିଦାର ଭାବେ ସାମ୍ନାକୁ ଆସିଲେ ସ୍ତ୍ରୀ , ପରିବାର - Exclusive
Updated: Jul 10, 2023, 20:19 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ବାହାନଗା ରେଳ ଦୁର୍ଘଟଣା ବିଷୟରେ ଆସୁଥିବା ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ଏହି ଟ୍ରେନ ଦୁର୍ଘଟଣାକୁ ନେଇ ଆସୁଥିବା ଖବର ବିଷୟରେ ଏବଂ ଏହି ଟ୍ରେନ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ଆଉ କେତେ ଲୋକଙ୍କର ମୃ-ତ୍ୟୁ ହୋଇଛି ସେହି ବିଷୟରେ ଖବର ପାଇପାରିବେ ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଆପଣମାନେ ସମସ୍ତେ ଏହି ଦୁର୍ଘଟଣାରେ କେତେ ଲୋକଙ୍କର ଦେହାନ୍ତ ହୋଇଛି ସେହି ଖବର ଜାଣିଥିବେ । ଆଉ ମୃ-ତ-କ ବ୍ୟକ୍ତିଙ୍କ ବିଷୟରେ ସବୁ ଖବର ଜାଣିଥିବେ ।
ଏବେ ଜଣେ ମୃ-ତ-କ ବ୍ୟକ୍ତିଙ୍କ ପରିବାରକୁ ନେଇ କିଛି ଖବର ଆସିଛି । ଆଉ ଏହି ମୃ-ତ-କ ବ୍ୟକ୍ତିଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ମିଳିଥିଲା । ଆଉ ଏହି ଟଙ୍କା ଏବେ କିଏ ନେବ ସେହି କଥାକୁ ନେଇ ଚର୍ଚ୍ଚା ହେଉଛି । ପୁଅ ଜଣକ ମୃ-ତ୍ୟୁରେ ଏହି ଟଙ୍କାର ହକଦାର କିଏ ।
ଏହି ପୁଅର ବାପା ନା ପତ୍ନୀ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ପୁଅର ଜୀବନ ଚାଲି ଯାଇଛି । ଆଉ ଏବେ ଏହି ଟଙ୍କା କିଏ ନେବ ସେହି ବିଷୟରେ କଥା ଆସୁଛି । ଶଶୁର ଆଉ ବୋହୂ ମଧ୍ୟରେ ଝଗଡ଼ା ଚାଲୁଛି ।
ଶଶୁର ଜଣକ କହୁଛନ୍ତି ଏଭଳି କିଛି ଝଗଡ଼ା ହୋଇନାହିଁ କିନ୍ତୁ ବୋହୂ ଜଣକ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଆଉ ସେ ଟଙ୍କା ପାଇଁ ଦାବି କରିଛନ୍ତି । ଶଶୁର ଜଣକ ତାଙ୍କ ପଇସା ଖର୍ଚ୍ଚ କରିଦେବେ ବୋଲି ବୋହୂ କହିଛନ୍ତି । ବୋହୂ ଆଉ ଶଶୁର ମଧ୍ୟରେ ଏହି ୧୫ ଲକ୍ଷ ଟଙ୍କା ପାଇଁ ଝଗଡ଼ା ଚାଲିଛି ।
ଆପଣମାନେ ଏହି ଖବର ବି ପାଇଥିବେ । ପୁଅ ମରିଯିବା ପରେ ବାପା କୁଢ଼ କୁଢ଼ ଶବଙ୍କ ଭିତରେ ତାଙ୍କ ପୁଅକୁ ଖୋଜିଥିଲେ । ଆଉ ସେତେବେଳେ ବାପା କହିଥିଲେ ତାଙ୍କର ଟଙ୍କା କଣ ହେବ । କିନ୍ତୁ ଏବେ ଏହି ୧୫ ଲକ୍ଷ ଟଙ୍କାକୁ ନେଇ ଚର୍ଚ୍ଚା ହେଉଛି । ଆଉ ବୋହୂ ଏବଂ ଶଶୁର ମଧ୍ୟରେ ଝଗଡ଼ା ହେଉଛି ।
ତାଙ୍କ ପରିବାରରେ ଏହି ୧୫ ଲକ୍ଷ ଟଙ୍କାକୁ ନେଇ ଚାଲିଛି ଟଣା ଓଟରା । ଆଉ ଏହି ଟଙ୍କା କିଏ ନେବ । ପୁଅର ବାପା ନେବ ନା ତାର ସ୍ତ୍ରୀ ନେବ । ଆଉ ଏନେଇ ଥାନାରେ ଏତଲା ବି କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ଏହି ଟଙ୍କା କିଏ ନେଉଛି ।